ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ

0

ଭୁବନେଶ୍ବର : ଜନଜାତି କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ପରିଚୟ ଦେବା ପାଇଁ ସର୍ବଭାରତୀୟସ୍ତରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଗୌରବ ଦିବସ ରୂପେ ପାଳନ କରିବା କେବଳ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ମତ ବ୍ୟକ୍ତ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି  ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା...

SOA Pacts With VN Varsities

0

Bhubaneswar: Siksha ‘O’ Anusandhan Deemed to be University (SOA) on Tuesday signed a Memorandum of Understanding (MoU) here with the Department of Education and Training of Vinh Long province of Vietnam with the objective of promoting bilateral cooperation in the field of education and training. The MoU said that the collaboration intended to enhance the existing friendship and convergence between...

ସମବାୟ ସପ୍ତାହ ପାଳନ

0

ଭୁବନେଶ୍ୱର: ନଭେମ୍ବର ୧୪ରେ ଓଡ଼ିଶା ପକ୍ଷରୁ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ସକାଳୁ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୱାକାଥନ୍ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, ଓଏସସିବି ସଭାପତି ଟି ପ୍ରସାଦ ରାଓ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ପରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଉତ୍କଳ ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବକୁ ଉଦଘାଟନ...

ବସଷ୍ଟାଣ୍ଡ ପାଇଁ ନୂଆ ଯୋଜନା

0

ଭୁବନେଶ୍ୱର : ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ର୍ନିମାଣ ଓ ରକ୍ଷଣାବେକ୍ଷଣ ପାଇଁ ଏକ ନୂଆ ଯୋଜନା ଆଣିଛି । ନିକଟରେ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବ୍ଲକସ୍ତରୀୟ ବସଷ୍ଟାଣ୍ଡର୍ନିମାଣ/ନବୀକରଣ ଓ ରକ୍ଷଣାବେକ୍ଷଣ ନାମରେ ଏହି ଯୋଜନା ରଖାଯାଇଛି । ଏହି ଯୋଜନା ଅଧୀନରେ ୨୩ଟି ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସଷ୍ଟାଣ୍ଡ ର୍ନିମାଣ ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ୨୩ଟି ନୂଆ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇ...

ବଜେଟ୍‍ ପ୍ରସ୍ତୁତି ଆରମ୍ଭ

0

ଭୁବନେଶ୍ୱର : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ୍ ପ୍ରସ୍ତୁତି ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଯାହା ୨୦୨୪ ଫେବ୍ରୁଆରୀରେ ବିଧାନସଭାରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଭାଗଗୁଡ଼ିକୁ ସେମାନଙ୍କ ବଜେଟ୍ ପ୍ରସ୍ତାବଗୁଡ଼ିକୁ ଶୀଘ୍ର ଏବଂ ବର୍ତ୍ତମାନର ଅର୍ଥନୈତିକ ସ୍ଥିତି ଅନୁଯାୟୀ ପ୍ରସ୍ତୁତ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ବିଭାଗକୁ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି...

ମେଟ୍ରୋକୁ କ୍ୟାବିନେଟ୍‍ ମୋହର

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ ନିର୍ମାଣ କୁ ମଞ୍ଜୁରି ମିଳିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (ଡିଏମଆରସି)କୁ ଟର୍ଣ୍ଣ-କି ପରାମର୍ଶଦାତା ଭାବେ ନିୟୋଜିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ...

Bus Stands @Blocks

0

Bhubaneswar: With the objective to strengthen the transportation ecosystem in the State, Commerce and Transport Department has come up with a new scheme for construction and maintenance of Block level bus stands in the State. As per a notification recently issued by the department, the scheme has been titled as ‘Construction/Renovation and Maintenance of Block Level Bus Stands’. Under the...

Co-op Week Celebration Begins

0

Bhubaneswar: Odisha organized celebrations of 70th All India Co-op Week, 2023 with great enthusiasm on 14 November. The Inauguration marked with a walkathon conducted early in the morning from Master Canteen Square to Odisha State Co-operative Bank Head Office. Minister Co-operation Atanu Sabyasachi Nayak, Secretary Co-operation, Aravind Agarwal, OSCB President T Prasad Rao Dora and other graced the occasion. Later Shri Nayak,...

ପିକକ୍ ଶିଶୁମେଳା ଉଦଘାଟିତ

0

ଭୁବନେଶ୍ଵର : ସବୁ ଶିଶୁ ସୁନ୍ଦର। ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି । ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକ ମାନେ ଯତ୍ନବାନ ହେଡର ଅବଶ୍ୟକତା ରହିଛି ବୋଲି ୩୪ ତମ ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ଗନ୍ୟମାନ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ  ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ...

OPHWC Eyes1K CR Turnover

0

Bhubaneswar: Odisha Police Housing and Welfare Corporation (OPHWC) signed MOU with the Department of Home for Rs.1000 crore turn over in 2023-24.  In a simple ceremony held in the conference hall of Home Department in Lokseva Bhawan, Bhubaneswar, OPHWC signed MOU with Home Department on 14 November.  Deoranjan Kumar Singh, ACS Home and Sanjeeb Panda, CMD OPHWC signed the MOU. Special Secretary...