ଆଉ ୨୩ ପୌରସଂସ୍ଥାରେ ମୁକ୍ତା ସଫ୍ଟ

0

ଭୁବନେଶ୍ୱର : ମୁକ୍ତା ସଫ୍ଟ ଆପ୍ଲିକେଶନ ରାଜ୍ୟର ଦୁଇଟି ପୌରାଞ୍ଚଳରେ ସଫଳ ହେବାପରେ ଏହାକୁ ଆଉ ୨୩ଟି ପୌରସଂସ୍ଥାରେ କାର୍ଯ୍ୟକାରୀ କରାଯିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମ୍ପୃକ୍ତ ପୌରସଂସ୍ଥାଗୁଡିକୁ ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)ର କାର୍ଯ୍ୟକାରୀତାକୁ ଅଧିକ ସ୍ୱଚ୍ଛ ଓ ସମୟାନୁବର୍ତ୍ତିତା କରିବାପାଇଁ ମୁକ୍ତା ସଫ୍ଟ ଆପ୍ଲିକେଶନ କାର୍ଯ୍ୟକାରୀ ହେଉଛି । ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଥମେ ଢେଙ୍କାନାଳ ଓ ଜଟଣୀ ପୌରସଂସ୍ଥାରେ କାର୍ଯ୍ୟକାରୀ...

Mukta Soft In 23 More ULBs

0

Bhubaneswar: After the success of Mukta Soft Application in two municipal areas of the state, it will be implemented in 23 more municipal bodies. Sharda Prasad Panda, Joint Secretary, Housing and Urban Development has written a letter to the civic bodies concerned in this regard. Mukta Soft Application is being implemented to make the implementation of Mukhyamantri Karma Tatpar Abhijana...

ଏନ୍ଏମ୍ଆଇଏମ୍ଏସ୍ ର ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇନଫୋଭ୍ୟାଲି ଠାରେ ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ ଟ୍ରଷ୍ଟ ଦ୍ୱାରା ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଏନ୍ଏମ୍ଆଇଏମ୍ଏସ୍ ହେଉଛି ଦେଶର ଏକ ଅଗ୍ରଣୀ ପରିଚାଳନା ପ୍ରତିଷ୍ଠାନ। ରାଜ୍ୟ ସରକାର ଦେଇଥିବା ୪୦ ଏକର ଜମିରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ମେରିଟ୍ ଆଧାରରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାମ୍ପ୍ରତିକ...

Sargi Phula Enthrals Students

0

Sundargarh: Sargi Phula, an annual children's festival, is being organized by the state government to identify and promote talent among the school students belonging to the tribal category of Odisha. North Odisha zone-level "Sargi Phula" program was launched at Sanskriti Bhawan in Sundargarh district on Thursday. It was inaugurated by Shri Sharada Prasad Nayak, Minister of Labor and Employees' State...

ଜୋନସ୍ତରୀୟ ‘ସରଗି ଫୁଲ୍‌’ ଆରମ୍ଭ

0

ସୁନ୍ଦରଗଡ଼ : ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ ‘ସରଗି ଫୁଲ୍‌’। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା ଜୋନସ୍ତରୀୟ ‘ସରଗି ଫୁଲ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ...

୧୯ଟି ପ୍ରକଳ୍ପକୁ ଅନୁମୋଦନ

0

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ  ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି , ଯାହା ବିଭିନ୍ନ କ୍ଷେତ୍ରରେ ୧୭,୫୫୩ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ  ପୁଞ୍ଜି ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ପୋଷାକ ଓ ବୟନଶିଳ୍ପ, ଇସ୍ପାତ...

NMIMS Foundation Stone Laid

0

Bhubaneswar: Chief Minister Naveen Patnaik today laid the foundation for Narsee Monjee Institute of Management Studies at Infovalley Bhubaneswar. The Institute has been set up by Shri Vile Parle Kelavani Mandal Trust. The NMIMS is a leading management institute of the country. Set up in 40 Acres of land given by the state government, the Institute will reserve 30 percent...

State Clears JSL Project

0

Bhubaneswar: Continuing its effort to make Odisha an industrial hub, State Level Single Window Clearance Authority (SLSWCA) led by Chief Secretary Pradeep Kumar Jena today approved 19 projects worth Rs 4,804.35 crore with an employment potential for 17,553 persons. Steel Major, Jindal Stainless Limited’s proposal in establishing a stainless-steel service center unit in JSL Stainless Steel Park, Jajpur, with an...

ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତି । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ । ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି । ସେହିପରି...

Pradhan Plea On PM-USHA

0

Bhubaneswar: Union Education Minister Dharmendra Pradhan wrote a letter to Chief Minister Naveen Patnaik for implementation of the Centrally Sponsored Scheme of Pradhan Mantri Uchchatar Shiksha Abhiyan (PM-USHA) in Odisha. In his letter, Shri Pradhan said the PM-USHA scheme, which was launched in June this year, has been approved till 31st March, 2026 with a total outlay of Rs 12,926.10...