Sarangi DGP IC.
Bhubaneswar: With incumbent DGP Sunil Bansal all set to retire from service tomorrow, the State Government appointed senior IPS Officer Arun Sarangi as In-Charge Director General of Police (DGP), Odisha. “Shri Arun Kumar Sarangi, IPS (RR-1990) at present Special DG of Police, Training and Director, Biju Patnaik State Police Academy (BPSPA) is allowed to remain in additional charge of DG...
ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ
ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଦ୍ୱାରା ଆୟୋଜିତ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପୁରସ୍କୃତ ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କଳାର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାଦ୍ୱାରା ଜାତୀୟ...
ସମ୍ରେ ଜାତୀୟ ଶିଶୁ ଶଲ୍ୟ ଦିବସ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର ମାନେ ଶିଶୁ ଶଲ୍ୟ ସମ୍ପର୍କିତ ବିଭିନ୍ନ ରୋଗକୁ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଶିଶୁ ଉତମ ଯତ୍ନ ଓ ଚିକିତ୍ସା ପାଇବା ପାଇଁ ହକ୍ଦାର । କେତେକ ଶିଶୁଙ୍କର ଶରୀରରେ ଜନ୍ମଗତ ତ୍ରୁଟି ଥିବା...
ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚିତ
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି "ଆମ ସଂକଳ୍ପ ବିକଶିତ ଭାରତ" ଶୀର୍ଷକରେ ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୪ ର ଉନ୍ମୋଚନ କରିଛନ୍ତି । କ୍ୟାଲେଣ୍ଡର ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଲୋକାଭିମୁଖୀ ନୀତିର ରୂପରେଖ ଏବଂ ଯୋଜନା ଓ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ମାଧ୍ୟମରେ ଭାରତର ଜନସାଧାରଣଙ୍କ ଜୀବନରେ ଆସିଥିବା ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଦର୍ଶାଯାଇଛି। ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ସରକାରଙ୍କ ଅନେକ ଉପଲବ୍ଧି, ଯାହା ସହ ଜଡ଼ିତ କ୍ୟାଲେଣ୍ଡରର...
ଅରୁଣ ଷଡଙ୍ଗୀଙ୍କୁ ଡିଜିପି ଦାୟିତ୍ୱ
ଭୁବନେଶ୍ୱର : ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ଭାବେ ପୁଲିସ୍ ମହାନିର୍ଦ୍ଦେଶ ଦାୟିତ୍ୱ ପ୍ରଦାନ କରିଛନ୍ତି । ନିୟମିତ ପୁଲିସ୍ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ଶ୍ରୀ ଷଡଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୁଲିସ୍ ତାଲିମ କେନ୍ଦ୍ରରେ ସ୍ୱତନ୍ତ୍ର ଡିଜି ପାହ୍ୟାରେ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି । ଉଲ୍ଲେଖନୀୟ ଯେ ବର୍ତ୍ତମାନର ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ସମାପ୍ତ ହେଉଛି ।
ସୁପ୍ରିମକୋର୍ଟରେ ନାହାନ୍ତି ଓଡିଆ ବିଚାରପତି
ଭୁବନେଶ୍ୱର : ଏବେ ସୁପ୍ରିମକୋର୍ଟରେ ଜଣେ ହେଲେ କେହି ଓଡିଆ ବିଚାରପତି ନଥିବାବେଳେ ଓଡିଶା ସମେତ ଦେଶର କୌଣସି ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ବି ଓଡିଆ ନାହାନ୍ତି । ପୂର୍ବରୁ ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଦୀପକ ମିଶ୍ରଙ୍କ ଭଳି ଓଡିଆ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦବୀ ଅଳଙ୍କୃତ କରିଥିଲେ । ରାଧାଚରଣ ପଟ୍ଟନାୟକ, ଅନଙ୍ଗ କୁମାର ପଟ୍ଟନାୟକ, ଅରିଜିତ୍ ପଶାୟତଙ୍କ ଭଳି ଓଡିଆମାନେ ସୁପ୍ରିମକୋର୍ଟର ବିଚାରପତି ଭାବେ ସେମାନଙ୍କ ଦକ୍ଷତାର ଛାପ ଛାଡି ଆସିଛନ୍ତି । ସେହିପରି ବିଭିନ୍ନ...
ଡିବିଟିରେ ୧୮ହଜାର କୋଟି ପଇଠ
ଭୁବନେଶ୍ୱର : ସ୍ୱଚ୍ଛତା ବଜାୟ ରଖିବା ପାଇଁ ୫-ଟି ପଦକ୍ଷେପ ର ଏକ ଅଂଶ ଭାବରେ ଅର୍ଥ ବିଭାଗ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ୧୮,୭୦୮ କୋଟି ଟଙ୍କା ସୁରୁଖୁରୁରେ ବିତରଣ କରିବାରେ ସହାୟକ ହୋଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଡିବିଟି କାର୍ଯ୍ୟର ସମୀକ୍ଷା କରିବା ପରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ନଭେମ୍ବର ସୁଦ୍ଧା ୬.୮୪ କୋଟି କାରବାର ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶି ବଣ୍ଟନ କରାଯାଇଥିବା...
ନୂଆବର୍ଷରେ ଆଇଏଏସଙ୍କୁ ପଦୋନ୍ନତି
ଭୁବନେଶ୍ୱର: ନୂଆବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ୨୦୧୧ ବ୍ୟାଚ୍ର ୧୭ ଜଣ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଆଇଏଏସ୍ ରେ ପେ ମେଟ୍ରିକ୍ସର ଲେବଲ୍-୧୩ରେ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ଦିଆଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଓ ଖୋର୍ଦ୍ଧା ଜିଲ୍ଲାପାଳ...
ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ଛଅ ମାସ ବୃଦ୍ଧି
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି।ଭାରତ ସରକାରଙ୍କ କାର୍ମିକ ଓ ପେନସନ୍ ମନ୍ତ୍ରଣାଳୟର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଚିଠି ଅନୁଯାୟୀ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଇଏଏସ୍ (ଆରଆର-୧୯୮୯)ଙ୍କ ସେବାକୁ ୨୦୨୪ ଜାନୁଆରି ପହିଲାରୁ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ ବୃଦ୍ଧି କରାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।୧୯୮୯...
Chavan Gets Padampur
Bhubaneswar: Chief Minister Naveen Patnaik today approved the proposal for creation of a new post of Additional District Magistrate (ADM), Padampur in Bargarh District. The ADM, Padampur office will further strengthen the administration in the region and help in promptly addressing the public grievances and fastening the development activities. Chavan Kunal Motiram, IAS of the 2020 batch is posted as the...










