ମେଟ୍ରୋ ପାଇଁ ମୂଳଦୂଆ ପଡିଲା

ଭୁବନେଶ୍ବର : ପରିବହନ କ୍ଷେତ୍ରରେ  ଆରମ୍ଭ  ହେବ  ନୂଆ ଯୁଗ ।  କମ୍  ସମୟ କମ୍ ଖର୍ଚ୍ଚରେ  ସୁରକ୍ଷିତ  ଯାତ୍ରା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର। ସେ କହିଥିଲେ ଯେ ମେଟ୍ରୋ...

NY; New Strategy

0

Bhubaneswar: As the New Year-2024 sets the ball rolling for the upcoming general elections for Lok Sabha and Odisha Assembly in next 120 days, the state’s principal Opposition party- the Bharatiya Janata Party (BJP), seems to have prepared a all together a fresh roadmap to face rivals in the electoral battlefield. The saffron party, which became the number two...

କୋଡିଏଟି ଜିଲ୍ଲାରେ ଜୈବିକ ଚାଷ

0

ଭୁବନେଶ୍ୱର : ସମଗ୍ର ଦେଶରେ ୫୬୪ଟି ଜିଲ୍ଲାରେ ପାରମ୍ପରିକ କୃଷି ବିକାଶ ଯୋଜନା (ପିକେଭିୱାଇ)ରେ ଜୈବିକ ଚାଷ ହେଉଥିବାବେଳେ ଓଡିଶାର ୨୦ଟି ଜିଲ୍ଲା ଏଥିରେ ସାମିଲ ରହିଛି । ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ସମଗ୍ର ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୧୫-୧୬ ମସିହାରୁ କେନ୍ଦ୍ର ସରକାର ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏହି ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ଯୋଜନାରେ ଜୈବିକ କୃଷି ପାଇଁ ଚାଷୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ...

Sarangi Takes DGP IC Charge

0

Bhubaneswar:Senior IPS officer Arun Kumar Sarangi today took additional charge of Director General of Police (DGP), Odisha. Outgoing DGP Sunil Bansal formally handed over the charge to Sarangi at police headquarters at Cuttack in presence of senior police officers. Speaking to the media after assuming the office, Shri Sarangi said, “I will emphasise on law and order, crime control and investigation,...

Center Sets 16th Finance Commission

0

New Delhi: The Government of India, with the approval of the President of India, has constituted the Sixteenth Finance Commission, in pursuance to Article 280(1) of the Constitution. Dr Arvind Panagariya, former Vice-Chairman, NITI Aayog, and Professor, Columbia University will be the Chairman.  Members of the Sixteenth Finance Commission would be notified separately. Ritvik Ranjanam Pandey has been appointed as Secretary to...

ଷୋଡ଼ଶ ଅର୍ଥ ଆୟୋଗ ଗଠନ

0

ନୂଆଦିଲ୍ଲୀ :  ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅରବିନ୍ଦ ପାନଗାରିଆ ଏହାର ଅଧ୍ୟକ୍ଷ ହେବେ।  ଷୋଡ଼ଶ ଅର୍ଥ ଆୟୋଗର ସଦସ୍ୟମାନଙ୍କୁ ପୃଥକ ଭାବେ ବିଜ୍ଞପ୍ତି ଦିଆଯିବ। ଶ୍ରୀ ରିତ୍ବିକ ରଞ୍ଜନମ ପାଣ୍ଡେଙ୍କୁ ଆୟୋଗର ସଚିବ ଭାବେ ନିଯୁକ୍ତ କରାଯାଇଛି।  ଆଜି ଜାରି ବିଜ୍ଞପ୍ତିରେ ଷୋଡ଼ଶ ଅର୍ଥ ଆୟୋଗପାଇଁ ବିସ୍ତୃତ ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି। ଷୋଡ଼ଶ...

ଅମୃତ ଭାରତ ଏକ୍ସପ୍ରେସକୁ ଭବ୍ୟ ସ୍ୱାଗତ

0

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିବା ମାଲଦା ଟାଉନ୍-ବେଙ୍ଗାଲୁରୁ ଅମୃତ ଭରତ ଏକ୍ସପ୍ରେସ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର ଓ ସୋରୋ ଏବଂ ପୂର୍ବତଟ ରେଳପଥ ପରିସୀମାରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ ମାନଙ୍କ ଠାରେ ବାଦ୍ୟ ବଜାଇ ଏବଂ ପାରମ୍ପାରିକ ନୃତ୍ୟ ଦ୍ୱାରା ବହୁ ପ୍ରଶଂସକଙ୍କୁ ନେଇ ଅମୃତ ଭାରତ ଟ୍ରେନ କୁ ଭବ୍ୟ ସ୍ୱାଗତ କରାଯାଇଅଛି । ପୂର୍ବତଟ ରେଳପଥ ଅଧୀନରେ ଉତ୍ତର ଆନ୍ଧ୍ର...

ପାକ୍‍ସରେ ମିଳିବ ୩୦୦ରୁ ଅଧିକ ସେବା

0

ଭୁବନେଶ୍ୱର : ପ୍ରାଥମିକ କୃଷି ସମବାୟ ସମିତି (ପାକ୍‍ସ)ଗୁଡିକ କମନ୍‍ ସର୍ଭିସ୍‍ ସେଣ୍ଟର (ସିଏସ୍‍ସି) ଭାବେ କାର୍ଯ୍ୟ କରିବା ସହିତ ଏଠାରେ ୩୦୦ରୁ ଅଧିକ ପ୍ରକାରର ସେବା ମିଳିପାରିବ । ଏଥିପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଆଇଟି ମନ୍ତ୍ରଣାଳୟ, ନାବାର୍ଡ ଏବଂ ସିଏସ୍‍ସି ଇ-ଗଭର୍ଣ୍ଣାନ୍ସ ସର୍ଭିସ ଇଣ୍ଡିଆ ଲିମିଟେଡ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି । ନିକଟରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ୍‍ ଶାହା ସଂସଦରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ଏହିସବୁ ସେବା ମଧ୍ୟରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବ୍ୟାଙ୍କ୍‍ସେବା,...

ମହର୍ଷି ବାଲ୍ମିକି ବିମାନବନ୍ଦର ଉଦଘାଟିତ

0

ଅଯୋଧ୍ୟା :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବନିର୍ମିତ ଅଯୋଧ୍ୟା ବିମାନବନ୍ଦର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦରର ନାମ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର ରଖାଯାଇଛି। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ  ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମହର୍ଷି ବାଲ୍ମିକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ । ଆଧୁନିକ ଭାରତର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଆମକୁ...

Cabinet Clears Awareness Plan

0

Bhubaneswar: With an aim to reach everyone through its development activities and schemes, the State Government has decided to undertake awareness activities about various schemes of Government in all Panchayats under "Ama Odisha Nabin Odisha" scheme. The State Cabinet headed by Chief Minister Naveen Patnaik has taken this decision here at its meeting held this evening. In order to carry forward...