ଆକ୍ସେଞ୍ଚରର ଗବେଷଣା କେନ୍ଦ୍ର ଉଦ୍‍ଘାଟିତ

0

ଭୁବନେଶ୍ୱର : ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି । ଆକ୍ସେଞ୍ଚର ହେଉଛି ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ,ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ଵରେ ପାଖାପାଖି ୭,୪୩,୦୦୦ କର୍ମଚାରୀଏହି ସଂସ୍ଥାରେ କାର୍ଯ୍ୟରତ। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥାନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ।ଓଡ଼ିଶାରେ ଆକ୍ସେଞ୍ଚରର ପ୍ରତିଷ୍ଠା ଫଳରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବା...

କାଳିଆ ଯୋଜନା ତିନି ବର୍ଷ ବଢିଲା

0

ଭୁବନେଶ୍ୱର : ରାଜ୍ୟ ସରକାର କାଳିଆ ଯୋଜନାର ଅବଧିକୁ ଆଉ ତିନି ବର୍ଷ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କାଳିଆ ଯୋଜନାର ଅବଧି ୨୦୨୪-୨୫ ରୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବାବବଦରେ ୬୦୨୯.୭୦ କୋଟି ଟଙ୍କା ବ୍ୟୟ...

ନିଶାସକ୍ତଙ୍କ ପାଇଁ ନିଃଶୁଳ୍କ ଆରୋଗ୍ୟ କେନ୍ଦ୍ର  

0

କଟକ : ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍)ଦ୍ଵାରା କଟକ ମହାନଗର ନିଗମର ୫୮ ୱାର୍ଡ, ଡାହାଳିଆବାଗ ଠାରେ 'ଦିଶା' ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ନିଃଶୁଳ୍କ ଆରୋଗ୍ୟ କେନ୍ଦ୍ରର ଉଦଘାତିତ ହୋଇଯାଇଛି । ଏହି 'ଦିଶା' ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରି କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ କହିଲେ ପିକକ୍ ଓ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ...

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମୀକ୍ଷା

0

ଭୁବନେଶ୍ୱର : ଆସନ୍ତା  ୨୮ ରୁ  ମାର୍ଚ୍ଚ ୨  ତାରିଖ  ମଧ୍ୟରେ  ଭାରତର ମାନ୍ୟବର  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର  ଓଡିଶା ଗସ୍ତ ଓ ମୟୂରଭଂଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ୱର,କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।   ଏହି ବୈଠକରେ ଗୃହ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ...

କୃଷି ସଙ୍ଗମ ୨୦୨୪ ପୋଷ୍ଟର ଉନ୍ମୋଚିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୃଷି ମହାବିଦ୍ୟାଳୟ ପରିସରରେ ‘ସୋଆ କୃଷି ସଙ୍ଗମ -୨୦୨୪’ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ‘ସୋଆ କୃଷି ସଙ୍ଗମ -୨୦୨୪’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ ଭିତିକ ଜାତୀୟ ଆଲୋଚନା ଚକ୍ର, କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, କୃଷି...

GMLIP Brings Farmers’ Smile

0

Bargarh: Gangadhar Meher Lift Irrigation Project (GMLIP), Bijepur, which was inaugurated by Chief Minister Naveen Patnaik on yesterday, will bring smile on the faces of farmers of drought prone upland areas of Bijepur, Sohela and Barpali blocks of Bargarh district and Dunguripali block of Subarnapur district. The massive project completed in a period of two and half years is really...

State Begins Radio Collaring Of Elephants

0

Bhubaneswar: PCCF Wildlife Susanta Nanda is a 'Master Of Innovation' So in a remarkable achievement, the State Wildlife Organization has successfully conducted radio collaring of a wild elephant in Angul Forest Division on 21 February. A male elephant with injury was found in Chhendipada Jungle (Sapiosahi) of Chhendipada Range in Angul Forest Division. It was on observation since February...

BDA Greening Capital City

0

Bhubaneswar: Groundbreaking of Rajagada Patia Park was organized, thanks to the effort of Bhubaneswar Development Authority Vice Chairman, Balwant Singh. Shri Singh has been sincerely making efforts in greening the Capital City in view of the El Nino and growing concrete jungles due to massive housing projects coming up in Bhubaneswar. Lawmaker Bhubaneswar North Susanta Rout did the Groundbreaking and also...

Kartik On Cricket Care

0

Cuttack: Chairman 5T and Nabin Odisha, Kartik Pandian today visited Barabati stadium and discussed with Odisha Cricket Association (OCA) President, Pranab Prakash Das and other officials regarding cricket development in the state. He reviewed the plans for the transformation of the Barabati cricket stadium with 60,000 seating capacity.This project will be taken up under the 5T transformation initiative of the...

ଯୁକ୍ତ ଦୁଇରେ ନାମଲେଖା ଶେଷ

0

ଭୁବନେଶ୍ୱର : ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ରାଜଧାନୀରେ ଥିବା ବିଭିନ୍ନ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ନାମଲେଖା ସରିଲାଣି । ଏଥିପାଇଁ ଦଶମଶ୍ରେଣୀର ପିଲାମାନେ ପ୍ରବେଶିକା ପରୀକ୍ଷା ଦେବା ସହିତ ମୋଟା ଅଙ୍କର ଅର୍ଥ ଦେଇ ନାମଲେଖାଇ ସାରିଲେଣି । ବର୍ତ୍ତମାନ ଆରମ୍ଭ ହୋଇଛି ପରୀକ୍ଷା ଋତୁ । ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଆସନ୍ତା ମାସରେ ସେମାନଙ୍କର ପରୀକ୍ଷା ସରିବ । ପରୀକ୍ଷାଫଳ ସମ୍ଭବତଃ ମଇ ମାସରେ...