ପାମ୍ ଚାଷରେ ଧିରେ ଧିରେ ଆଗଉଛି ଓଡିଶା
ଭୁବନେଶ୍ୱର : ଦେଶରେ ପାମ୍ ତେଲ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୧ ମସିହାରେ ପାମ୍ ତେଲ କମିଶନ ଗଠନ କରାଯିବା ସହିତ ଏହି ଚାଷକୁ ଅଗ୍ରାଧିକାର ଦିଆଯାଉଛି । ତେବେ ପାମ୍ ଚାଷପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି ଓଡିଶାରେ ସେ କ୍ଷେତ୍ରରେ ଧିରେ ଧିରେ ଆଗକୁ ବଢୁଛି । ୨୦୨୧ ମସିହାରେ କମିଶନ ଗଠନ ସହିତ ଏହା ଜରିଆରେ ଅଧିକ ୬.୫୦ ଲକ୍ଷ ହେକ୍ଟରରେ ପାମ୍ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥି ମଧ୍ୟରୁ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ୩.୨୮ ହେକ୍ଟର ଜମିରେ...
ସବ୍ୟସାଚୀର ଶବ୍ଦ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ " ସବ୍ୟସାଚୀର ଶବ୍ଦ" ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି...
ପ୍ରତ୍ୟାହୃତ ହେବ ୪୮୦୧୮ ମାମଲା
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ...
ପଦ୍ମ ଧରିଲେ ପାଣିଗ୍ରାହୀ
ଭୁବନେଶ୍ଵର : ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଫାୟାରବ୍ରାଣ୍ଡ ନେତା ତଥା ତିନି ଥର ବିଧାୟକ ହୋଇଥିବା ଶ୍ରୀ ପାଣିଗ୍ରାହୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳୀୟ ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଗୋଟିଏ ଦିନ ପୂର୍ବରୁ ପ୍ରଦୀପ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ସାମଲ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିବା...
Panigrahy Joins BJP
Bhubaneswar: As expected, Gopalpur MLA Pradeep Kumar Panigrahy, who has been expelled from BJD, has joined the BJP here today. Shri Panigrahy, a firebrand leader from Ganjam district and three-time MLA, joined the BJP here at party headquarters in presence of State BJP President Manmohan Samal and other senior leaders. Pradeep joined the BJP just a day before Union Defence Minister...
Cell To Ensure Water Quality
Bhubaneswar: A State-level Water Quality Assurance Cell (WQAC) was inaugurated today under Housing & Urban Development Department today by G Mathi Vathanan , Additional Chief Secretary . The Cell will facilitate improved water quality monitoring and surveillance with strong vigil and ensure zero failure in water quality parameters in the water supply system, starting from intakes to consumer taps...
ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ରାଜ୍ୟ ସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ଉଦଘାଟନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ ଏହେକୁ ଉଦଘାଟନ କରିଛନ୍ତି l ଏହା ଉନ୍ନତ ଜଳ ଗୁଣବତ୍ତା ମନିଟରିଂ ଏବଂ ନୀରିକ୍ଷଣକୁ ସୁଗମ କରିବ ଏହାସହ ରାଜ୍ୟର ସମସ୍ତ ସହରରେ ଜଳ ଉତ୍ସଠୁ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ...
492 CR For Puri-Konark Rails
Bhubaneswar: Soon after reelected to Rajya Sabha from Odisha for second consecutive time, Union Minister for Railways Ashwini Vaishnaw today announced that Puri-Konark new rail line has been sanctioned by Prime Minister Narendra Modi Ji and Rs 492 crore has also been sanctioned for construction of this 32 km long rail line. In an interaction with the media here, Shri...
RRTs To Rescue Animals
With an aim to equip Forest officials to manage man-animal conflict in a quick timeframe, the Forest Department has constituted 18 Rapid Response Teams (RRTs) to rescue animals in distress in 18 forest divisions. Training of the RRTs has begun and the first mock drill was conducted here at Nandankanan Zoological Park today. All the personnel were imparted training on using...
କାର୍ଯ୍ୟକାରୀ ହୋଇପାରୁନି ନିର୍ଦ୍ଦେଶ
ଭୁବନେଶ୍ୱର : ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଓଏଏସ୍ ଚାକିରିରୁ ୫ବର୍ଷ ଧରି ବଞ୍ଚିତ ଥିବା ଜଣେ ଭିନ୍ନକ୍ଷମ ଯୋଗ୍ୟ ପ୍ରାର୍ଥୀଙ୍କୁ ୨ମାସ ମଧ୍ୟରେ ନିଯୁକ୍ତି ଦେବାଲାଗି ଓଡିଶା ହାଇକୋର୍ଟଙ୍କ ରାୟ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହୋଇପାରି ନାହିଁ । ବହୁ ବିଳମ୍ବରେ ଏଥିଲାଗି ଫାଇଲ୍ ଚାଷ ଆରମ୍ଭ ହୋଇଥିବାବେଳେ ଏବେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅନମୋଦନ ପ୍ରତୀକ୍ଷାରେ ଥିବା କୁହାଯାଉଛି । ୨୦୧୭ ବ୍ୟାଚ୍ର ଓଏଏସ୍ ପ୍ରାର୍ଥୀ ଅଣୁଶ୍ରବ ଗନ୍ତାୟତ ଜଣେ ଅଣ ସଂରକ୍ଷିତ ଭିନ୍ନକ୍ଷମ ପ୍ରାର୍ଥୀ । ତେବେ ସେ ଅନେକ...









