PIB Gets Fact Check Unit

0

New Delhi: Government of India today notified Fact Check Unit (FCU) under the Press Information Bureau (PIB) of the Ministry of Information and Broadcasting (MIB) as the fact check unit of the Central Government. In a Gazette notification issued today, the Ministry of Electronics and Information Technology (MeitY) notified the PIB FCU under the provisions of the sub-clause (v) of...

ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ

0

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ବା ତଥ୍ୟ ଯାଞ୍ଚ ସଂସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଜି ଭାରତ ସରକାର ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଆଜି ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତି ବିଦ୍ୟା (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା କୋଡ୍) ନିୟମ, ୨୦୨୧ର...

ଗଞ୍ଜେଇ ଚାଷ କମୁଛି

0

ଭୁବନେଶ୍ୱର : ଗଞ୍ଜେଇ ଚାଷ ହେଉଥିବା ରାଜ୍ୟର ୧୨ଟି ଅବକାରୀ ଜିଲ୍ଲାରେ ଅବକାରୀ ଓ ପୁଲିସ୍‍ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଚାଷ ହ୍ରାସ ପାଇବାରେ ଲାଗିଛି । ତେବେ କିଛି ନିଶା ବେପାରୀ ଗଞ୍ଜେଇ ଚାଷ ବଦଳରେ ଏବେ ଅଧିକ ଲାଭ ପାଇବା ଆଶାରେ ଅଫିମ ଚାଷ ଆଡେ ମୁହାଁଇବା ଆରମ୍ଭ କରିଛନ୍ତି । ରାଜ୍ୟର ଯେଉଁ ୧୨ଟି ଅବକାରୀ ଜିଲ୍ଲାରେ ଗଞ୍ଜେଇଚାଷୀମାନେ କାୟାବିସ୍ତାର କରିଛନ୍ତି ସେଗୁଡିକ ହେଲା ଅନୁଗୁଳ, ବ୍ରହ୍ମପୁର, ବୌଦ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେରାପୁଟ, ମାଲକାନଗିରି,...

ବାଧ୍ୟରେ ମାମଲା ରୁଜୁ କରୁଛନ୍ତି

ଭୁବନେଶ୍ୱର : ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷିତ ବର୍ଗଙ୍କ ପାଇଁ ଥିବା ସୁବିଧାକୁ ବହୁ କ୍ଷେତ୍ରରେ ଉଲ୍ଲଙ୍ଘନ କରାଯାଉଛି ନିଯୁକ୍ତି ଓ ପଦୋନ୍ନତିରୁ ବଞ୍ଚିତ ଏହି ବର୍ଗର ଆଶାୟୀମାନେ ଆଇନ୍‍ ଅଦାଲତରେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । ପୂର୍ବରୁ ସରକାରୀ ଚାକିରିର ବିଭିନ୍ନ କ୍ୟାଡରରେ ୧୦୦ ପଏଣ୍ଟ ରୋଷ୍ଟର ବ୍ୟବସ୍ଥା ଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଦଳାଇ ରାଜ୍ୟ ସରକାର ୮୦ ପଏଣ୍ଟ ମଡେଲ ରୋଷ୍ଟର ପ୍ରଚଳନ କରିଥିଲେ । ଯେଉଁ କ୍ୟାଡରରେ ଯେତେ ପଦବୀ...

ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍

0

ନୂଆଦିଲ୍ଲୀ : ନିର୍ବାଚନରେ କଳାଧନର ଭୂମିକାକୁ ରୋକିବାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସହାୟତା କରିବା ପାଇଁ ଆୟକର ବିଭାଗର ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପ୍ରକ୍ରିୟାରେ ଯୋଗଦାନ କରିବାକୁ ନାଗରିକଙ୍କୁ ଉତ୍ସାହିତ କରୁଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆୟକର ନିର୍ଦ୍ଦେଶାଳୟ (ତଦନ୍ତ) ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ସମୟରେ ନିର୍ବାଚନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବେହିସାବ ନଗଦ ଟଙ୍କା, ବହୁମୂଲ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର କାରବାର ଉପରେ ନଜର ରଖିବା...

ବିଜେଡିରେ ଅଧିରାଜ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ ଓ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା ବିଧାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ଆମେ କାମରେ...

ଦୁଇଟି ନୂତନ ପ୍ରଜାତିର ଜିଆ ଆବିଷ୍କାର

0

ଭୁବନେଶ୍ୱର : କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳର କୋଟ୍ଟାୟମର ବୈଜ୍ଞାନିକଙ୍କ ସହଯୋଗରେ ଓଡ଼ିଶାର ପୂର୍ବ ଘାଟରୁ ପୂର୍ବରୁ ଦୁଇଟି ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଠାବ କରିଛନ୍ତି। କୋରାପୁଟର ବିଭିନ୍ନ ସ୍ଥାନରେ ହୋଇଥିବା ଜିଆର ବିବିଧତା ଅଧ୍ୟୟନ ରେ ଶ୍ରୀମତୀ ଅୟୁସ୍ମିତା ନାୟକ ରାଣୀ ଡୁଡୁମା ଏବଂ କୋରାପୁଟର ଜୟପୁର ଘାଟି ଅଞ୍ଚଳରୁ କିଛି ବଡ଼ ଜିଆର ନମୁନା ସଂଗ୍ରହ କରିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ...

Another Poacher Arrested

0

Bhubaneswar: With a No Nonsense PCCF Wildlife Susanta Nanda at the helm Team Wildlife have arrested another poacher. A day after poachers opened fire on forest officials inside Kuldiha Sanctuary, the State Wildlife Organization swung into action and arrested another poacher from the protested Kuldiha. With assistance from police personnel of Nilgiri, Balasore, one person from the buffer area...

MGM’s Centre Of Excellence For Cricket

0

Bhubaneswar: To enhance the sporting culture in Odisha and produce more outstanding cricketers, MGM Group has established a state-of-the-art High Performance Cricket Academy near outskrits of Cuttack City named as MGM School of Sports. The MGM Group led by renowned industrialist Shri Pankaj Lochan Mohanty has roped in Coaching Beyond, one of India’s premier cricket coaching institutions, to provide international...

Congress MLA Joins BJD

0

Bhubaneswar: A day after resigning from the Congress, Khariar MLA Adhiraj Panigrahi joined the Governing Biju Janata Dal (BJD). Shri Panigrahi joined the BJD here at a special function at Sankha Bhawan in presence of party general secretary (organization) Pranab Prakash Das, Manas Mangaraj and BJD Women Wing Chief Snehangini Chhuria. The MLA said he joined the BJD inspired by the...