ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ୱରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ...
Bhubaneswar: The by-election to a Rajya Sabha seat from Odisha lying vacant following the resignation of BJD member Subash Singh, will be held on June 13.
In a notification, Election Commission of India (ECI) on Friday said candidates can file...
Bhubaneswar: Shri Suresh Chandra Mahapatra, Chief Secretary, Govt. of Odisha met Shri Pradip Kumar Das, Chairman & Managing Director (CMD), Indian Renewable Energy Development Agency Ltd. (IREDA), today. They had a positive discussion about the numerous efforts made by...
Bhubaneswar: Being aware of one’s duty and responsibility not only makes him successful but he gets respect and commendation everywhere, State Governor Professor Ganeshi Lal said here on Thursday.
Releasing a book ‘Service Uninterrupted’ of former State Governor MM Rajendran,...
Puri: It seems BJP is divided over Shree Jagannath Corridor Project, which has turned out as a burning issue in the State.
While leaders of BJP went on to demand to stop construction of the Heritage Corridor Project in Puri...
ଭୁବନେଶ୍ୱର : ଓଡିଶାରେ କେନ୍ଦ୍ର ସରକାରଙ୍କ ଇଏସ୍ଆଇ ସଂସ୍ଥା ମେଡିକାଲ କଲେଜ ସ୍ଥାପନ କରିବାପାଇଁ ୧୦ବର୍ଷ ତଳେ ଯେଉଁ ଘୋଷଣା କରିଥିଲେ ତାହା ତୁରନ୍ତ କାର୍ଯ୍ୟକାରୀ କରିବା ସକାଶେ ବିଭିନ୍ନ ମହଲରୁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଓଡିଶା ବିହାର ସମେତ କେତେକ ରାଜ୍ୟରେ କର୍ମଚାରୀ ବୀମା...
ଭୁବନେଶ୍ୱର : ରାଜଧାନୀର ଖାଓ ଗଳିରେ ଭୁବନେଶ୍ୱର ମେୟରଙ୍କ ଚଢାଉ ସମୟରେ ଲାଇସେନ୍ସପ୍ରାପ୍ତ ଅଧିକାଂଶ ଦୋକାନ ମାଲିକ ନିଜ ଦୋକାନକୁ ଭଡା ଦେଇଥିବା ନଜରକୁ ଆସିଥିବାବେଳେ ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ଚାଲିଥିବା ଜଣାଯାଇଛି । ବିଶେଷକରି ସାଧାରଣ ପ୍ରଶାସନ, ବିଡିଏ, ବିଏମ୍ସି ଆଦି ସରକାରୀ ସଂସ୍ଥାରୁ ଆତ୍ମନିର୍ଭରଶୀଳ ପାଇଁ ଶସ୍ତାରେ ଦୋକାନ...
ଭୁବନେଶ୍ୱର : ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ଯ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଏହି ସବୁ ସ୍ଥାନରେ ପର୍ଯ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ...
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍ସଲ୍ ଜେନେରାଲ୍ ଡାନିଏଲ୍ ସିମ୍ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ...
ନୂଆଦିଲ୍ଲୀ : ଉପସାଗରୀୟ ଦେଶ ତଥା ବିଶ୍ୱ ବଜାର ପାଇଁ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ନିମନ୍ତେ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯିବ । ଏ ନେଇ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜାତୀୟ ଦକ୍ଷତା ବିକାଶ...










