ଭୁବନେଶ୍ୱର : ୭୧ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି |ଓଡିଶା ପୋଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା...
ଭୁବନେଶ୍ୱର : ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ୍‍)ରେ ମିଳୁଥିବା ଅର୍ଥ ସଂପୂର୍ଣ୍ଣ ଖର୍ଚ୍ଚ ହୋଇପାରୁ ନାହିଁ । ବର୍ଷକୁ ବର୍ଷ ବଳି ପଡୁଥିବା ଅର୍ଥ ପରିମାଣ ବଢ଼ିବାରେ ଲାଗିଛି । ସିଏଜିଙ୍କ ଦ୍ୱାରା କରାଯାଇଥିବା ୨୦୧୬-୧୭ରୁ ୨୦୨୦-୨୧ ବର୍ଷର ଅଡିଟ୍‍ରୁ ଏହା ଜଣାପଡିଛି । ସିଏଜି ଦର୍ଶାଇଛନ୍ତି ଯେ ଉଭୟ କେନ୍ଦ୍ର ସରକାର ଓ...
ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଉତ୍ସାହିତ ପାଇଁ ରାଜ୍ୟ ସରକାର ନିବେଶ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି । ମେକ ଇନ୍‍ ଓଡିଶା କନକ୍ଲେଭ ଅବସରରେ ଘୋଷଣା ହୋଇଥିବା ନୂତନ ପର୍ଯ୍ୟଟନ ନୀତି ୨୦୨୨ରେ ବିଭିନ୍ନ ବର୍ଗର ପର୍ଯ୍ୟଟନ ପ୍ରକଳ୍ପ ଲାଗି ଏହି ସବସିଡ୍‍ ଘୋଷଣା ହୋଇଛି । ନୂତନ...
ଭୁବନେଶ୍ୱର : ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ....
କୋଣାର୍କ : ପାଞ୍ଚଦିନ ବ୍ୟାପୀ ଆୟୋଜିତ କୋଣାର୍କ ଉତ୍ସବ ଆଜି ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟର ବଳିଷ୍ଠ ଉପସ୍ଥାପନାରେ ଉଦ୍‍ଯାପିତ ହୋଇଛି । ବିଶ୍ୱ ଏ୍ୟୌତିହ୍ୟର ସ୍ମାରକୀ କୋଣାର୍କ ମନ୍ଦିରର ପାଦ ଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଥମ କାର୍ଯ୍ୟକ୍ରମଟି ଥିଲା...
Bhubaneswar: Smoothening the process of distribution of subsidised rice to welfare institutions, the State Government has decided to allot rice to the schools and hostels run by the SC, ST Development Department at their doorstep.   For this purpose, SC,...
Konark: The finale of 33rd Konark Festival 2022 filled the winter air with energetic classical dance showcases of Odissi and Kuchipudi on Monday. The first set of performances saw Pravat Kumar Swain & Group of Nrutya Naivedya from Bhubaneswar performing...
Bhubaneswar: Much awaited Trophy Tour of the 2023 Men's FIH Hockey World Cup was kick-started on Monday. Chief Minister Naveen Patnaik handed over the trophy to Hockey India President Dilip Tirkey.  Shri Patnaik wished the Trophy Tour a grand success and...
Bargarh: Over 80 per cent polling was recorded in by-poll to Padampur Assembly constituency in Bargarh district. As per preliminary reports, the total voter turnout was little more than 80 per cent, which is the highest in the constituency so...
ଭୁବନେଶ୍ୱର : ରାଜ୍ୟର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ତାଲିମ ଦେବା ଲାଗି ସରକାର ତିନି ବର୍ଷରେ ୪୧କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏ ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସହାୟତା ମିଳେନାହିଁ । ବିଭିନ୍ନ ପ୍ରକାର ତାଲିମ ଜରିଆରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର...