ଭୁବନେଶ୍ୱର : ଖରାଦିନେ ଚାହିଦା ତୁଳନାରେ କମ୍ ଉତ୍ପାଦନ ଯୋଗୁଁ ବିଜୁଳି କାଟ୍ ହେଉଥିଲା । ଏବେ ବର୍ଷାଦିନେ ମେଘ ଘଡଘଡି ଆସିଲେ ବିଜୁଳି କାଟ୍ ହେଉଛି । ବିଜୁଳ୍ କାଟ୍ ନକରିବାପାଇଁ ଶକ୍ତି ସଚିବଙ୍କ ଠାରୁ ଆରମ୍ଭକରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିର୍ଦ୍ଦେଶ ଏବେ ପାଣିର ଗାର ।
ରାଜ୍ୟରେ ଘନ ଘନ...
ଭୁବନେଶ୍ୱର : ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଭଲ ଗ୍ରେଡର ନାକ୍ ମାନ୍ୟତା ହାସଲ କରିବା ଉପରେ ଶିକ୍ଷାବିତ୍ମାନେ ପ୍ରଶ୍ନବାଚୀ ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ଅନେକ ଶିକ୍ଷାନୁଷ୍ଠାନ ନ୍ୟାକ୍ ପାଇଁ ଆବେଦନ କରିବାକୁ କୁନ୍ଥୁକୁନ୍ଥୁ...
ପୁରୀ : ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ...
Bhubaneswar: Ace Mandarin, Prem Chandra Chaudhary Monday assumed charge of the Director Agriculture & Food Production Odisha here.
Mr.Chaudhary, known as one of the most effective IAS Officer, belong to 2010 Batch has been recently posted as the Director ...
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତା କୁଲାଙ୍ଗେ । କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଛି । ଏହାପରେ ସେ ସ୍ମାର୍ଟ ସିଟି, କ୍ରୁଟ୍ ଇତ୍ୟାଦି କାର୍ଯ୍ୟାଳୟ ଯାଇ ସେଠାରେ ପ୍ରଥମ ଦିନର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ...
ଭୁବନେଶ୍ୱର : ଚଳିତ ବର୍ଷ ଖରିଫ୍ ଋତୁରେ ୮ ଟି ଫସଲ ଏବଂ ରବି ଋତୁରେ ୯ ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି ।
ରାଜ୍ୟ ଲୋକସେବା ଭବନ...
Cuttack: The Orissa High Court on Monday asked the State Government to bring the State Vigilance under the purview of Right to Information (RTI) Act. The Court has asked the Government to come up with a notification within four...
Cuttack: The Directorate of Fire Service headed by DGP Santosh Upadhyay has saved 729 precious human lives from fire, drowning, accident and other incidents during the month of May.
According to official data, the Fire Service officials have saved three...
Bhubaneswar:Following the instruction of Chief Minister Naveen Patnaik, the Works Department has prepared a detailed action plan to deal with heavy rain, flood and cyclone during the current monsoon season.
Starting from the EIC office to divisional office, an emergency...
ଭୁବନେଶ୍ୱର : ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ଆଜି ଇଟାଲୀରେ ପହଞ୍ଚିଥିବାବେଳେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲୋହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଉଲ୍ଲେଖନୀୟ ଯେ ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଇଟାଲୀରେ ଅନେକଗୁଡିଏ କାର୍ଯ୍ୟକ୍ରମ ରହିଛି । ସେଠାରେ ଶ୍ରୀ ପଟ୍ଟନାୟକ ଭାଟିକାନ ସିଟିର...










