Bhubaneswar: Researchers are working to develop new drugs and diagnostic techniques to fight cancer and infectious diseases at Siksha ‘O’ Anusandhan (SOA) Deemed to be University here, counted among the top universities in the country, at its DBT BUILDER...
Bhubaneswar: The State Government on Friday announced to demolish and reconstruct Bahanaga High School along with primary and elementary school located in its premises as a model school.
The Bahanga High School was used as a makeshift mortuary to preserve...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିଛନ୍ତି ।
ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କୁ ସୁପାରିଶ କରିଛନ୍ତି ।
ବାର୍ଷିକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ସମୀକ୍ଷା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀ...
ଭୁବନେଶ୍ୱର : ଭୂତ ଭୟରେ ୬୫ବର୍ଷର ବାହାନଗା ହାଇସ୍କୁଲକୁ ଭାଙ୍ଗି ଦିଆଯାଇଛି । ସେହି ସ୍ଥାନରେ ୫-ଟି ଉପକ୍ରମରେ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ହେବ ।
ଉଲ୍ଲେଖନୀୟ ଗତ ୨ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ଶବଗୁଡିକୁ ତୁରନ୍ତ ନିକଟସ୍ଥ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ସେଠାରୁ କିଛି ଶବକୁ...
Bhubaneswar: Chief Minister Naveen Patnaik dropped High Education Minister Rohit Pujari from the Council of Ministers.
The Chief Minister has recommended Governor Prof Ganeshi Lal to drop Shri Pujari from the Ministry.
During the annual review meeting, CM found the performance...
ଭୁବନେଶ୍ୱର : ଚଳିତ ବର୍ଷର ପ୍ରଥମ ପାଞ୍ଚମାସ ଭିତରେ ଓଡିଶା ହାଇକୋର୍ଟରେ ୪୩,୦୨୭ ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ ଏହି ସମୟ ମଧ୍ୟରେ ଉଭୟ ନୂଆ ଓ ପୁରୁଣା ମାମଲାରୁ ୫୭,୫୭୮ଟି ଫଏସଲା ହୋଇଛି । ଗତବର୍ଷ ରୁଜୁ ମାମଲା ତୁଳନାରେ ଫଏସଲା ମାମଲା ହାର ଯାହାଥିଲା ୨୦୨୩ର ଜାନୁୟାରୀରୁ ମଇମାସ ମଧ୍ୟରେ...
ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢୁଥିବାବେଳେ ଦଣ୍ଡବିଧାନ ହାର ଏକ ପ୍ରକାର ଶୂନ ରହିଛି । ଫଳରେ ଅପମିଶ୍ରଣକାରୀମାନେ ଭୟଶୂନ୍ୟ ହୋଇ ଏଭଳି ବେଆଇନ୍ କାର୍ଯ୍ୟରେ ମାତୁଥିବା ଲକ୍ଷ୍ୟ କରାଯାଉଛି ।
ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ରାଜ୍ୟରେ ୩୨୭ଟି ଖାଦ୍ୟ ନମୂନା ସଂଗ୍ରହ ହୋଇଥିବାବେଳେ ସେଥିରୁ ୯୧ଟିରେ...
Bhubneswar: The State Government has directed the Collectors to initiate all required steps to ensure smooth disbursement of Madhu Babu Pension Yojana (MBPY) money in cash mode to the beneficiaries in the month of June.
Expressing concern over the difficulties...
ଭୁବନେଶ୍ୱର : ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
କାଶୀପୁର ଠାରେ ଶ୍ରୀ...
ଭୁବନେଶ୍ୱର : ଆଜି ଯୁକ୍ତ-୨ କଳା ପରୀକ୍ଷାଫଳ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ବାର୍ଷିକ ଯୁକ୍ତ-୨ କଳାର ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...










