Behera Resigns From Congress
Bhubaneswar: Congress Veteran and former Minister Ganeswar Behera today resigned from the grand old party, just few days ahead of the election for Lok Sabha and State Assembly. Shri Behera, a popular dalit leader from Kendrapara district, has submitted his resignation letter to Odisha Pradesh Congress Committee (OPCC) President Sarat Pattanayak. He quit from the primary membership of the party and...
ଘର ଖଣ୍ଡେ ମିଳିଲାନି
ଭୁବନେଶ୍ୱର : ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା, ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କଲେ, ଅଥଚ ୧୮ବର୍ଷରେ ପଦାର୍ପଣ କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ନିଜସ୍ୱ ଘର ଖଣ୍ଡେ ତିଆରି ହୋଇ ପାରିଲା ନାହିଁ କିମ୍ବା ଏହି ପ୍ରତିଷ୍ଠାନକୁ ନିୟମିତ ନିର୍ଦ୍ଦେଶକ ଜଣେ ମିଳିଲେ ନାହିଁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ବହୁ ଯୋଜନା ଘୋଷଣା କରାଯାଉଥିବାବେଳେ ବାର ଦ୍ୱାର ଶୁଣ୍ଢି ପିଣ୍ଡା ହେଉଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଲାଗି ନିୟମିତ କର୍ମଚାରୀ ନିଯୁକ୍ତ...
ଘର ତିଆରି ନିୟମ ମାନୁ ନାହାନ୍ତି
ଭୁବନେଶ୍ୱର : ଘର ଖଣ୍ଡେ କରିବାପାଇଁ ସରକାରଙ୍କ ଠାରୁ ରିହାତି ଦରରେ ପାଇଥିବା ଜମି ଏବଂ ନିଜସ୍ୱ ଜମି ଉପରେ ଘର ତିଆରି ପାଇଁ ଥିବା ସମୟ ଅବଧି କଟକଣାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଅଧିକାଂଶ ମାନୁନାହାନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଜଣେ ଜଣେ ବ୍ୟକ୍ତି ଏକାଧିକ ଜମି ଉପରେ ଘରନକରି ତାହାର ଦର କଷୁଛନ୍ତି । ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ପାଉଥିବା ଜମି ଉପରେ ଲୋକେ ତିନି ବର୍ଷ ମଧ୍ୟରେ ଘର କରିବାର ନିୟମ...
ହିସାବ ଦେଲେ ସମ୍ବିତ ପାତ୍ର
ଭୁବନେଶ୍ୱର : ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ରିପୋର୍ଟ କାର୍ଡ ଜାରି କରିଛନ୍ତି । ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ପାତ୍ର ହେଉଛନ୍ତି ପ୍ରଥମ । “ପୁରୀ ଲୋକସଭାବାସୀଙ୍କ ସେବାରେ ଡକ୍ଟର ସମ୍ବିତ ପାତ୍ରଙ୍କ ୫ ବର୍ଷ” ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ଡକ୍ଟର ପାତ୍ର ତାଙ୍କର ୫ ବର୍ଷର ସେବା କାମ ବିଷୟରେ ଉଲ୍ଲେଖ କରିଛନ୍ତି । ରିପୋର୍ଟ୍ କାର୍ଡ ସମ୍ବନ୍ଧରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି...
GST Collection On Rise
Bhubaneswar: The progressive gross GST collection during the financial year 2023-24 was Rs 54747.97 crore with a growth of 10.73 percent over corresponding period of financial year 2022-23. According to official data, Odisha has recorded the second highest ever collection of Gross GST (CGST+ IGST+ OGST + Cess) with a collection of Rs 5109.33 crore during March 2024 against corresponding...
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ
ଭୁବନେଶ୍ୱର : ଆଜି ପବିତ୍ର ଓଡ଼ିଶା ଦିବସ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହାରେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଇତିହାସ ସୃଷ୍ଟି କରିଥିଲା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍ଘାଟନ କରି ଏହା କହିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟ...
All For Joint Excise Operations
Cuttack: Odisha, West Bengal and Chhattisgarh Excise authorities have emphasized on Joint Enforcement in Border area, Identification of routes of Illicit Trafficking, Intelligence sharing, Coordination between Excise Staff of Bordering districts and Mirroring of the Check Posts on either side of Inter-State Border in view of forthcoming simultaneous General Election to Lok Sabha and State Legislative Assembly. Excise Commissioner, Odisha...
ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ସମୀକ୍ଷା
ଭୁବନେଶ୍ୱର : ଅବକାରୀ କମିଶନର, ଓଡିଶା ନରସିଂହ ଭୋଳ ଆଜି ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଆନ୍ତଃରାଜ୍ୟ ସୀମା ସହଯୋଗ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର ଶ୍ରୀ କୌଶିକ ଭଟ୍ଟାଚାର୍ଯ୍ୟ, ଛତିଶଗଡ଼ର ଅବକାରୀ ସଚିବ ତଥା କମିଶନର ଶ୍ରୀମତୀ ଆର ସଙ୍ଗୀତା ଯୋଗ ଦେଇଥିଲେ । ପଶ୍ଚିମବଙ୍ଗର ସ୍ବତନ୍ତ୍ର ଅବକାରୀ କମିଶନର, ଯୁଗ୍ମ କମିଶନର, ନୀତି, ଏନଫୋର୍ସମେଣ୍ଟ, ସମ୍ବଲପୁର ଓ ବ୍ରହ୍ମପୁରର ଉପ ଅବକାରୀ କମିଶନର, ବସ୍ତର ଓ ମହାସମୁଦର ଉପ ଅବକାରୀ କମିଶନର ପ୍ରମୁଖ ବୈଠକରେ ଯୋଗ...
Utkal Divas@SOA
Bhubaneswar: The 89th Utkal Divas, commemorating the creation of a separate Odisha state on linguistic basis on April 1, 1936, was observed at Siksha ‘O’ Anusandhan Deemed to be University (SOA) on Monday. Led by the Vice-Chancellor Prof. Pradipta Kumar Nanda, Deans of different institutes, faculty, senior officials and staff members paid floral tributes to the memory of Utkal Gaurab...
Anubhab Joins BJP
New Delhi: Actor-turned-politician and Kendrapara MP Anubhav Mohanty today joined the Bharatiya Janata Party (BJP) ahead of the Lok Sabha and Odisha Assembly polls. Shri Mohanty was formally inducted into the saffron party fold in presence of several leaders at the party office in New Delhi. He joined the BJP days after quitting the ruling party in Odisha, saying he...









