ପାଣି ବିଲ୍ ପ୍ରସ୍ତୁତ ହୋଇପାରୁନି
ଭୁବନେଶ୍ୱର : ଜଳ ଯୋଗାଣ ପାଇଁ ତତ୍ପର ଥିବା ପ୍ରଶାସନ କିନ୍ତୁ ଜଳ ଟିକସ ଆଦାୟକୁ ସୁବ୍ୟବସ୍ଥିତ କରିପାରୁ ନାହିଁ । ଦୁଇ ଦୁଇଟି ଜାତୀୟ ସ୍ତରର ଆଇଟି ସଂସ୍ଥା ଲାଗିଥିଲେ ମଧ୍ୟ ଏହାର ବିଲ୍ ବ୍ୟବସ୍ଥାକୁ ଚୂଡାନ୍ତ କରିପାରୁନାହାନ୍ତି । ରାଜଧାନୀରେ ଜଳ ଯୋଗାଣ ଓ ବିଲ୍ ଆଦାୟ ବ୍ୟବସ୍ଥା ଏବେ ୱାଟ୍କୋ ହାତରେ ରହିଛି । ପ୍ରତି ମାସରେ ଲୋକଙ୍କୁ ଜଳଯୋଗାଣ ବାବଦ ବିଲ୍ ପଇଠ କରିବା ସହିତ ସେମାନଙ୍କ ଠାରୁ ଜଳ ଆଦାୟ ହେବାକଥା । ଏହି ବିଲ୍ ପ୍ରସ୍ତୁତ...
କଂଗ୍ରେସ ତାଲିକାରେ ସୁରଙ୍କ ପୁଅ
ଭୁବନେଶ୍ୱର : ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ନିମାପଡାରୁ ପ୍ରାର୍ଥୀ କରିଛି । ସାନପୁଅ ମନ୍ମଥ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକଟ ପାଇଛନ୍ତି । ଫଳରେ ସୁରଙ୍କ ଦୁଇ ପୁଅ ଏବେ ଦୁଇ ଦଳରୁ ଲଢିବା ସ୍ପଷ୍ଟ ହୋଇଛି । ଜାତୀୟ କଂଗ୍ରେସ ପକ୍ଷରୁ ଓଡିଶା ପାଇଁ ଜାରି ୧୬ ଜଣିଆ ବିଧାୟକ ତାଲିକାରେ ନିମାପଡା ପାଇଁ ସିଦ୍ଧାର୍ଥଙ୍କ ନାମ ରହିଛି । ପ୍ରାରମ୍ଭରୁ ସିଦ୍ଧାର୍ଥ ନିମାପଡାରେ ବୁଲାବୁଲି କରୁଥିଲେ ପରେ ଜଟଣୀ ଉପରେ ଫୋକସ...
ସୋଆ ଏବଂ ବାଟୋଇ ସିଷ୍ଟମ୍ସ ମଧ୍ୟରେ ବୁଝାମଣା
ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଭୁବନେଶ୍ୱରରେ ସ୍ଥିତ ବାଟୋଇ ସିଷ୍ଟମ୍ସ (ବାଟୋଇ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବାଟୋଇ ହେଉଛି ଏକ ସଫ୍ଟୱେୟାର ଇଞ୍ଜିନିୟରିଂ ଅଟୋମେସନ୍ କମ୍ପାନୀ ଯାହାର ରାପିଡ୍ ଆପ୍ଲିକେସନ୍ ଡେଭଲପ୍ମେଣ୍ଟ (ରାଡ୍) ପ୍ଲାଟଫର୍ମ ଟେଲିମେଟ୍ରି ଟୁଲ୍ସର ବିକାଶ ଓ ନିୟୋଜନ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ବୁଝାମଣା ଅନୁଯାୟୀ ବାଟୋଇ ସୋଆକୁ ଏହାର ବାଟୋଇ ଏକାଡେମୀ ପ୍ଲାଟଫର୍ମ ବ୍ୟବହାର କରିବାକୁ ଦେବ ଓ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ...
8 Bodies Sent To C’Garh
Jharsuguda: State Government has winded up the rescue operations as all the 08 bodies were recovered from River Mahanadi. These bodies were sent to the village Anjoripalli in Raigarh. While Chief Minister Naveen Patnaik announced Rs.4 Lakh Ex-Gratia for the next of the kin of the deceased persons, Jharsuguda District Administration has requested the next of kin of the deceased...
ବର୍ଷାଙ୍କୁ ବଡଚଣା ଟିକଟ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛନ୍ତି । ବଡଚଣାରୁ ବର୍ଷା ପ୍ରାର୍ଥୀ ହେବା ଫଳରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଚଳିତ ନିର୍ବାଚନରୁ ବାଦ୍ ପଡିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମୋଟ୍ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବର୍ଷାଙ୍କୁ ବାଦ୍ ଦେଲେ କରଞ୍ଜିଆରୁ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ସାରକଣାରୁ...
Nine More From BJD
Bhubaneswar: While Governing Biju Janata Dal (BJD) on Saturday released its sixth list of candidates for Assembly elections in the state, the party ignored Amar Satapathy. Shri Satapathy is one of the founder members of BJD, who was representing Badchana assembly segment from Jajpur district. Chief Minister Naveen Patnaik announced the names of nine MLA Candidates. While fresh entrant Barsha Priyadarshini has...
State Care For Boat Victims
Bhubaneswar: Chief Minister Naveen Patnaik announced ex-gratia of Rs 4 lakhs for kin of boat mishap. He also directed officials to provide proper treatment for the rescued people. Special Relief Commissioner and ACS Revenue & Disaster Management, Satyabrata Sahu directed District Magistrate of Jharsuguda to take up rescue operations of victims of boat mishap. Shri Sahu talked to Srikanta Prusty, Revenue...
First Sunstroke Death
Bhubaneswar: With mercury rising day by day over the last few days, the State reported this summer season's first sunstroke death today. According to officials of Special Relief Commissioner (SRC) 62 year old Laxmikanta Sahu of Maheshpur in Balasore district died due to sunstroke on April 15. This was the first sunstroke death this summer, it said. Public Health Director Niranjan...
61 Parakeets Set Free
Keonjhar: Satyabrata Sahu, ACS Forest Environment & Climate Change and Susanta Nanda, PCCF Wildlife have released 61 Alexandrine Parakeets. ACS Shri Sahu and PCCF Wildlife Shri Nanda, who visited Tensa Forests on 19 April set free the Parakeets. They were rescued by the Wildlife Officials earlier. These favorite green birds soon vanished in air after they were released by Shri...
Two Dead In Boat Mishap
Bhubaneswar: At least two persons died and seven others were missing after a boat carrying more than 50 passengers, including women and children, capsized in the Mahanadi River in Jharsuguda district today. According to officials, all the passengers on board were from the Kharsani area of neighbouring Chhattisgarh and going to Patharseni in the Ambabhona block of Bargarh district. The people...









