ଯାଞ୍ଚ ହେଉନି ରାସ୍ତାପାର୍ଶ ଖାଦ୍ୟ
ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳଗୁଡିକରେ ରାସ୍ତାପାଶ୍ୱର୍ ଖାଦ୍ୟର ଚାହିଦା ବଢି ବଢି ଚାଲିଥିବାବେଳେ ଏହାର କିନ୍ତୁ ବିଧିବଦ୍ଧ ଯାଞ୍ଚ ହେଉନାହିଁ । ଫଳରେ ବ୍ୟବସାୟୀମାନେ ମୁନାଫା ଉଠାଉଥିବାବେଳେ ଲୋକେ କିନ୍ତୁ ବିଭିନ୍ନ ପ୍ରକାର ପେଟ ରୋଗରେ ପଡୁଛନ୍ତି । ରାଜଧାନୀରେ ଏବେ ରାସ୍ତାକଡ ଖାଦ୍ୟର ଚାହିଦା ଢେର ଅଧିକ ରହିଛି । ଲୋକେ ଏହି ଖାଦ୍ୟକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଆଖପାଖରେ ଥିବା ହୋଟେଲ ମାଲିକମାନଙ୍କ ବ୍ୟବସାୟ ପ୍ରଭାବିତ ହେଉଛି । ତେବେ ଏହି ଖାଦ୍ୟର ଚାହିଦାର ମୁଖ୍ୟ କାରଣ ହେଉଛି...
ଅନିଶ୍ଚିତତାରେ ମନ୍ତ୍ରୀଙ୍କ ଭାଗ୍ୟ
ଭୁବନେଶ୍ୱର : ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶାର ଚାରି ଜଣ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସଦସ୍ୟ ଥିବା ଅନ୍ୟଜଣେ ଓଡିଆ ମନ୍ତ୍ରୀଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । ବିଶେଷକରି ନିର୍ବାଚନ ଲଢିବାପାଇଁ ଦଳୀୟ ଟିକଟ ଘୋଷଣା ପରିପ୍ରେକ୍ଷୀରେ ଏଭଳି ସ୍ଥିତି ଉପୁଜିଛି । ସରକାରୀ ଇଞ୍ଜିନିୟରିଂ ଚାକିରି ଛାଡି ବିଶେଶ୍ୱର ଟୁଡୁ ବିଜେପିରେ ଯୋଗଦେବା ସହ ମୟୁରଭଞ୍ଜ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ସେ...
ECoR On 102 Summer Trips
Bhubaneswar: To ensure the convenience of passengers and manage the anticipated surge in travel demand during summers, East Coast Raliways is operating 102 Trips during Summer Season, where as Indian Railways is operating a record-breaking 9111 Trips during summer season. This marks a substantial rise compared to the summer of 2023, where a total of 6369 trips were offered. This translates to...
SUM On Organ Care
Bhubaneswar: Actively involved in promotion of organ donation, the Institute of Medical Sciences and SUM Hospital and SUM Ultimate Medicare (SUMUM) here have been continuously encouraging family members of brain dead patients to donate body parts which could help critical patients to live. A 50-year-old woman, Sanjukta Patra, who had suffered a brain stroke, was admitted into the IMS and...
Respite From Heat;CEC
Bhubaneswar: Development of anticyclone in the Bay of Bengal may bring some respite from the extreme heat wave conditions prevailing across Odisha from April 21, the Centre for Environment and Climate (CEC) of Siksha ‘O’ Anusandhan (SOA) said on Friday. The extreme heat may continue for one more day on Saturday but there may be flow of weak sea breeze...
ତାତିରୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର : ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ ।...
ଅଙ୍ଗଦାନକୁ ପ୍ରୋତ୍ସାହନ କରୁଛି ସମ୍
ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବନ । ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର । ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ଆଇଏମ୍ଏସ୍ ଆଣ୍ଡ ସମ୍...
ଫେଲ୍ ମାରିଛି ଆଳୁ ମିଶନ
ଭୁବନେଶ୍ୱର : ଓଡିଶାରେ ଆଳୁ ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାବେଳେ ରାଜ୍ୟ ସରକାର ବି ମିଶନ ଗଠନକରି ହେକ୍ଟର ପ୍ରତି ପ୍ରାୟ ୫୮ହଜାର ଟଙ୍କାର ସବ୍ସିଡ୍ ପ୍ରଦାନ କରୁଛନ୍ତି । ଏତେ ସବୁ ସତ୍ୱେ ବି ଓଡିଶାର ଖାଉଟିମାନେ ପଡୋଶୀ ରାଜ୍ୟ ଉପରେ ଆଳୁ ପାଇଁ ନିର୍ଭରଶୀଳ ଥିବାବେଳେ ସେମାନେ ଏବେ ରାଜ୍ୟର ଆଳୁ ବଜାରକୁ ନିୟନ୍ତ୍ରଣ କରୁଛନ୍ତି । ଆଳୁ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ଆଳୁ ମିଶନ ଗଠନ ସହିତ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଆଳୁ ବିହନ...
ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ
ଭୁବନେଶ୍ୱର : ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ର ମଧ୍ୟରୁ ଚାରୋଟି ଓ ୧୪୭ଟି ବିଧାନସଭା ଆସନ ଭିତରୁ ୨୮ଟି ଲାଗି ପ୍ରାର୍ଥୀପତ୍ର ଦାଖଲ ଆଜିଠାରୁ ଆରମ୍ଭ ହୋଇଛି । ଚଳିତମାସ ୨୪ ତାରିଖ ପର୍ଯ୍ୟନ୍ତ ଏହି ଆସନ ଗୁଡିକ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ପ୍ରାର୍ôଥପତ୍ର ଦାଖଲ କରିପାରିବେ । ଏହି ଚାରୋଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଚଳିତମାସ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ପରେ ୨୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ କାର୍ଯ୍ୟକ୍ରମ ରହିଛି । ଏହି...
୯୯ ପ୍ରତିଶତ ଅଗ୍ନିକାଣ୍ଡ ମାନବକୃତ
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ସେଭଳି ଚିନ୍ତାର ବିଷୟ ନୁହେଁ, କାରଣ ଗତବର୍ଷ ତୁଳନାରେ ଜଙ୍ଗଲରେ ନିଆଁ ଲାଗିବାର ସଂଖ୍ୟା ବହୁତ କମ୍ ରହିଛି। ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ମୋଟ ଜଙ୍ଗଲ ନିଆଁର ପ୍ରାୟ ୯୯ ପ୍ରତିଶତ ମାନବ କୃତ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ବହୁତ କମ୍ ରହିଛି। ଗତବର୍ଷ ଏପ୍ରିଲ ୧୭ ତାରିଖ ସୁଦ୍ଧା ୩୧,୨୧୦ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ମାତ୍ର ୧୧,୩୬୭ଟି ସ୍ଥାନରେ...









