ଶେଷ ମହୂର୍ତ୍ତରେ ବଦଳିପାରେ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ଘୋଷଣା ନେଇ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଏ ପରିପ୍ରେକ୍ଷୀରେ କେତେକ କ୍ଷେତ୍ରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବି ଘୋଷିତ ପ୍ରାର୍ଥୀଙ୍କ ସ୍ଥାନରେ ନୂତନ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଯାବତ୍ ବିଜେପି ୨୧ଟି ଯାକ ଲୋକସଭା ଏବଂ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ବିଜେଡି ୨୦ଟି ଲୋକସଭା ଓ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ...
ନିଆଁରେ ଚାରିଗୁଣ ଅଧିକ ଜଙ୍ଗଲ କ୍ଷୟ
ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ, ଖଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଯେତିକି ଜଙ୍ଗଲ ନଷ୍ଟ ହେଉଛି ତାହାର ଚାରିଗୁଣରୁ ଅଧିକ ଜଙ୍ଗଲ ନିଆଁରେ ପୋଡି ଯାଉଛି । ଗତ ଦଶ ବର୍ଷର ଜଙ୍ଗଲ କ୍ଷୟ ପରିସଂଖ୍ୟାନ ଅଧ୍ୟୟନରୁ ଏହା ଜଣାଯାଇଛି । ରାଜ୍ୟରେ ଶିଳ୍ପ, ଖଣି ଓ ଭିତ୍ତିଭୂମି ନିର୍ମାଣ ପାଇଁ କେତେକ ସ୍ଥାନରେ ଜଙ୍ଗଲ ଜମି ଆବଶ୍ୟକ ହୋଇଥାଏ । ଜଙ୍ଗଲ ଜମିକୁ ନେବାପାଇଁ ଆଇନ୍ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ । ଜଙ୍ଗଲ ସଂରକ୍ଷଣ ଆଇନ୍ ୧୯୮୦ ଅନୁଯାୟୀ ଆବଶ୍ୟକ...
ମତଦାନ ହାର ବୃଦ୍ଧି ପାଇଁ ପ୍ରୟାସ
ନୂଆଦିଲ୍ଲୀ : କମ୍ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି । ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆସନ୍ତାକାଲି ବୈଠକ ଆୟୋଜନ କରାଯିବ । ଏଥିରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ଉପାୟ ସମ୍ପର୍କରେ ଆଲୋଚନା...
କର୍କଟ ପାଇଁ ସ୍ୱଦେଶୀ ଜିନ୍ ଥେରାପି
ନୂଆଦିଲ୍ଲୀ : : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆଇଆଇଟି ବମ୍ବେରେ କ୍ୟାନସର ରୋଗ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଜିନ୍ଥେରାପିର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତର ପ୍ରଥମ ଜିନ୍ ଥେରାପିରଶୁଭାରମ୍ଭ କ୍ୟାନସର ବିରୋଧରେ ଆମର ଲଢ଼େଇରେ ଏକ ବଡ଼ ସଫଳତା।"ସିଏଆରଟି ସେଲ୍ ଥେରାପି" ନାମକ ଏହି ଚିକିତ୍ସା ପଦ୍ଧତି ସୁଲଭ ଏବଂ ସହଜରେଉପଲବ୍ଧ ହୋଇଥିବାରୁ ଏହା ସମଗ୍ର ମାନବଜାତି ପାଇଁ ଏକ ନୂତନ ଆଶା ପ୍ରଦାନକରିଥାଏ । ଏହା ଅଗଣିତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହେବ ବୋଲିସେ ବିଶ୍ୱାସ ପ୍ରକଟ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ସିଏଆରଟି ସେଲ୍ ଥେରାପି ଚିକିତ୍ସା ବିଜ୍ଞାନରେ ସବୁଠାରୁଅଭୂତପୂର୍ବ ଅଗ୍ରଗତି ବୋଲି ବିବେଚନା କରାଯାଏ ବିକଶିତ ଦେଶମାନଙ୍କରେ ଏହାକିଛି ଦିନ ହେବ ଉପଲବ୍ଧ ହେଉଛି, କିନ୍ତୁ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ବିଶ୍ୱରଅଧିକାଂଶ ରୋଗୀ ଏହାକୁ ଉପଲବ୍ଧ କରିବା ସମ୍ଭବ ନୁହେଁ। ଆଜି ଆରମ୍ଭ ହେଉଥିବାଥେରାପି ବିଶ୍ୱର ସବୁଠାରୁ ସୁଲଭ ସିଏଆର୍ଟି ସେଲ୍ ଥେରାପି ବୋଲି ସେ ଖୁସିବ୍ୟକ୍ତ କରିଛନ୍ତି। ଏହା ମଧ୍ୟ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ଏକ ଉଦାହରଣ ବୋଲିସେ କହିଛନ୍ତି। 'ଆତ୍ମନିର୍ଭର ଭାରତ'ର ଏହା ଏକ ଜ୍ୱଳନ୍ତ ଉଦାହରଣ । ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ, ବମ୍ବେ ଏବଂ ଟାଟା ମେମୋରିଆଲ ହସ୍ପିଟାଲଏବଂ ଶିଳ୍ପ ଅଂଶୀଦାର ଇମ୍ୟୁନୋଆକ୍ଟ ସହଯୋଗରେ ଭାରତର ପ୍ରଥମ ସିଏଆର୍ଟିସେଲ୍ ଥେରାପି ବିକଶିତ ହୋଇଛି ବୋଲି ରାଷ୍ଟ୍ରପତି ଆନନ୍ଦିତ ହୋଇଥିଲେ। ସେକହିଛନ୍ତି ଯେ ଏହା ଶିକ୍ଷା,ଶିଳ୍ପ ଭାଗିଦାରୀର ଏକ ପ୍ରଶଂସନୀୟ ଉଦାହରଣ, ଯାହାଆହୁରି ଅନେକ ଏହିପରି ପ୍ରୟାସକୁ ପ୍ରେରଣା ଦେବା ଉଚିତ୍ । ରାଷ୍ଟ୍ରପତି କହିଥିଲେ ଯେ ଆଇଆଇଟି ବମ୍ବେ କେବଳ ଭାରତରେ ନୁହେଁ ବରଂ ସମଗ୍ରବିଶ୍ୱରେ ପ୍ରଯୁକ୍ତି ବିଦ୍ୟା ଶିକ୍ଷାର ଏକ ମଡେଲ ଭାବରେ ପ୍ରସିଦ୍ଧ ସିଏଆର୍ଟି ସେଲ୍ଥେରାପିର ବିକାଶରେ ଟେକ୍ନୋଲୋଜିକୁ କେବଳ ମାନବିକତାର ସେବାରେନିୟୋଜିତ କରାଯାଉନାହିଁ, ବରଂ ଅନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଶିଳ୍ପ ସହଭାଗିଦାରୀ କରାଯାଇଛି। ଗତ ତିନି ଦଶନ୍ଧି ଧରି ଆଇଆଇଟି, ବମ୍ବେ ଗବେଷଣା ଏବଂବିକାଶ ଉପରେ ଯେଉଁ ଧ୍ୟାନ ଦେଇଛି ତାହା ଦ୍ୱାରା ଏହା ସମ୍ଭବ ହୋଇଛି ସେକହିଥିଲେ ଯେ ଆଇଆଇଟି ବମ୍ବେ ଏବଂ ଅନ୍ୟାନ୍ୟ ଅନୁରୂପ ଅନୁଷ୍ଠାନର ଅଧ୍ୟାପକଏବଂ ଛାତ୍ରଛାତ୍ରୀଙ୍କ ଜ୍ଞାନ ଭିତ୍ତିଭୂମି ଏବଂ ଦକ୍ଷତା ଦ୍ୱାରା ଭାରତ ବର୍ତ୍ତମାନ ଚାଲିଥିବାବୈଷୟିକ ବିପ୍ଳବରୁ ବହୁତ ଉପକୃତ ହେବ ।
Leaders Quit BJD
Bhubaneswar: With the declaration of candidates for the simultaneous elections to the State Assembly and Lok Sabha, many leaders of BJD including two MLAs resigned from the ruling party. Sitting MLA from Soro Assembly seat Parshuram Dhada, BJD Athamallik MLA Ramesh Chandra Sai, former Deputy Speaker Rama Chandra Panda, former Phulbani MLA Debendra Kanhar and few other ticket hopers...
DRDO Sets Junput Test Site
Defence Research and Development Organisation (DRDO) has set up a Test Facility in Junput village in Medinipur district of West Bengal to equip India with tried and tested weapon system, Official sources say that Junput is like Odisha's Chandipur which is known for its Integrated Test Range (ITR), is also situated by the Bay of Bengal. This Test Facility will provide...
CEO Seeks More Forces
Sambalpur: Chief Electoral Officer, Odisha, Nikunja Bihari Dhal has sought additional companies of Central Armed Police Forces (CAPF) in the State for the upcoming simultaneous elections for Lok Sabha and Odisha Legislative Assembly in the State. Speaking to media persons here, CEO Shri Dhal informed that he has requested the Centre allot more CAPFs to Odisha for their deployment in...
RS Members Take Oath
New Delhi: Union Minister and BJP leader Ashwini Vaishnaw, BJD leaders Debasish Samantaray and Subashish Khuntia today sworn in as Members of the Rajya Sabha. The three leaders were administered the oath of office by the Vice President of India and Chairman, Rajya Sabha Jagdeep Dhankhar in the presence of Deputy Chairman Rajya Sabha, Leader of the House Rajya Sabha and...
SUMUM Bags Excellence Award
Bhubaneswar: SUM Ultimate Medicare (SUMUM), Odisha’s newest quaternary care hospital here, has been presented the ‘Excellence in Hospitality and Healthcare Service Award’ at an event held at Kuala Lumpur on March 22 last. SUMUM’s Chief Executive Officer, Dr. Swetapadma Dash received the award, for being chosen as the best hospital in eastern India, at the event organised by ‘MIRCHI’. “I am...
ସ୍ୱାସ୍ଥ୍ୟ ସେବା ପାଇଁ ସମ୍ମମ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର : ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍ଥ କେୟାର ସର୍ଭିସ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନେଇ ପୂର୍ବ ଭାରତର ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ମମ୍କୁ ‘ମିର୍ଚି’ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନକୁ ହସ୍ପିଟାଲ୍ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଗ୍ରହଣ କରିଥିଲେ । ‘ଏହି...









