ସୋଆ ରେଡିଓରେ ଶିଶୁଙ୍କ କଥା
ଭୁବନେଶ୍ୱର : ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ ବଂଚିବା ପାଇଁ...
ଓଡିଶାର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା
ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ସୋମ୍ବି ଶାର୍ପ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଓଡ଼ିଶାକୁ କ୍ରୀଡ଼ା କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ବୈଠକରେ ଆବାସିକ ସଂଯୋଜକ କ୍ରୀଡ଼ା ବିକାଶ ଦିଗରେ ରାଜ୍ୟର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ପୂର୍ବରୁ ଆବାସିକ ସଂଯୋଜକ କଳିଙ୍ଗ ଷ୍ଟାଡିୟମରେ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ଆକ୍ୱାଟିକ୍ ସେଣ୍ଟର ସମେତ ଅତ୍ୟାଧୁନିକ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ...
UN Praises Odisha
Bhubaneswar: UN Resident Coordinator in India met Chief Minister, Naveen Patnaik here today and praises the State Government’s efforts in disaster management, food security, 5T Governance, HDI indicators and Millet Mission. Shombi Sharp, the UN Resident Coordinator in India, who was on a visit to Odisha, met the Chief Minister at Naveen Niwas and discussed Odisha's development path and the...
Awarenss On Forest Fire
Baripada: There is a massive move to create awarenss on Forest Fire. While the Odisha Government has funded nearly Rs.20 Crore for preventing Forest Fire in the State, Forest Officials are actively engaged in such a move. Special Relief Commissioner Office sources said that especially Similipal Biosphere has been allocated Rs.8 Crore and they are taking up various activities in...
Forest Fire Reduced In Odisha
Bhubaneswar: Due to prompt action taken by the Forest Department, the number of forest fire points in the state has been reduced to 8,000 this summer season from 27,000 reported during the same period of last year. Speaking to media persons here, Principal Chief Conservator of Forests (PCCF) Debidutta Biswal today said that the forest fire incidents have been reduced...
Dilip Likely To Contest Polls
Bhubaneswar: Former Union Minister and successful hotelier, Dilip Ray is likely to contest upcoming Assembly election in the State as the Delhi High Court today stayed his conviction in a coal scam case. Shri Ray has been sentenced to three-year jail term in the case pertaining to irregularities in the allocation of a Jharkhand block in 1999. The High Court...
ବନାଗ୍ନି ନିୟନ୍ତ୍ରଣ ପାଇଁ ୨୦କୋଟି
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ୨୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରଥମଥର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ବନାଗ୍ନି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବାବେଳେ ଏହାକୁ କିଭଳି ଆୟତ୍ତ କରାଯିବ ସେଥିପାଇଁ ବିଭିନ୍ନ ପନ୍ଥା ଆପଣାଯାଉଛି । ତେବେ ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଜନସଚେତନତା ଅପରିହାର୍ଯ୍ୟ ହୋଇଥିବାରୁ ଏଥିପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ଏହି ଅର୍ଥରେ...
ଦଳଡିଆଁ ନେତାଙ୍କ ପାଇଁ ଚିନ୍ତାରେ କର୍ମୀ
ଭୁବନେଶ୍ୱର : ଦଳ ବଦଳ କରୁଥିବା ନେତାଙ୍କୁ ନେଇ ସେମାନଙ୍କ କର୍ମୀ ଓ ସମର୍ଥକମାନେ ଅକଳରେ ପଡୁଛନ୍ତି । ବିଶେଷକରି ଦଳବଦଳ ପରେ ଟିକଟ ପାଉନଥିବା ଏବଂ ନିର୍ବାଚନମଣ୍ଡଳୀ ବଦଳାଇ ଦେଉଥିବା ନେତାଙ୍କ କର୍ମୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି । ରାଜ୍ୟରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଯେତିକି ଯେତିକି ପାଖେଇ ଆସୁଛି ସେତିକି ଜୋରରେ ଦଳ ବଦଳ ଚାଲିଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ପ୍ରତିଦିନ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ପୂର୍ବତନ ମନ୍ତ୍ରୀଙ୍କ...
ସମ୍ରେ ବୋନ୍ ଟ୍ୟୁମର ସମ୍ପର୍କିତ ସିଏମ୍ଇ
ଭୁବନେଶ୍ୱର : ବୋନ୍ ଟ୍ୟୁମର ସମସ୍ୟା ଓ ଏ ସମ୍ପର୍କିତ ଚିକିତ୍ସାକୁ ନେଇ ଗତ ରବିବାର ଦିନ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମସ୍କୁଲୋସ୍କେଲିଟାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍ଏସ୍ଏସ୍) ପକ୍ଷରୁ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆୟୋଜିତ ହୋଇଯାଇଛି । ଏହି ଏକ ଦିବସୀୟ କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଅତ୍ୟାଧୁନିକ ଇମେଜିଂ ଟେକ୍ନୋଲୋଜି ଓ ବୋନ୍ ଟ୍ୟୁମରର ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ରେଡିଓଲଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ (ଓରିଆ) ଏବଂ...
ସରକାରୀ ଅଧିକାରୀଙ୍କୁ ଧମକାଉଛି ବିଜେପି
ଭୁବନେଶ୍ୱର : ଓଡ଼ିଶାରେ ପରାଜୟ ହେବାକୁ ଯାଉଛି ବୋଲି ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ବିଜେପି ନେତାଙ୍କ ଅଭ୍ୟାସ । ୨୦୧୯ ସାଧାରଣ ର୍ନିବାଚନ ଓ ଓଡ଼ିଶା ବିଧାନସଭା ର୍ନିବାଚନରେ ସେମାନେ ଏହା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପର୍ନିବାଚନରେ ପୁଣି ଥରେ ଏହା କରିଥିଲେ । ତେଣୁ ୨୦୨୪ ର୍ନିବାଚନରେ ଓଡ଼ିଶା ବିଜେପି ପୁର୍ନବାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ନୂଆ କଥା ନୁହେଁ ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ...










