ନିଯୁକ୍ତି ନିୟମ ମାନୁନି କେନ୍ଦୁଝର ପ୍ରଶାସନ

ଭୁବନେଶ୍ୱର : ଯୋଗ୍ୟତା ଆଧାରରେ ସଂରକ୍ଷିତବର୍ଗର ଜଣେ ପ୍ରାର୍ଥୀ ଅଣସଂରକ୍ଷିତ ସରକାରୀ ପଦବୀରେ ନିଯୁକ୍ତି ପାଇପାରିବେ ବୋଲି ଆଇନ୍‍ଗତ ବ୍ୟବସ୍ଥା ଥିବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ମାର୍ଗନିର୍ଦ୍ଦେଶିକା ରହିଥିବା ସତ୍ୱେ କେନ୍ଦୁଝର ଜିଲ୍ଲା ପ୍ରଶାସନ କିନ୍ତୁ ଯୋଗ୍ୟ ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦେଉନାହିଁ । ଏଥିଘେନି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସରକାରୀ କର୍ମଚାରୀ ଓ ଚାକିରି ପ୍ରତ୍ୟାଶୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସରକାରୀ ଚାକିରିରେ ନିଯୁକ୍ତି ଓ ପଦୋନ୍ନତି ପାଇଁ...

ଛୋଟ ମୋବାଇଲ କିଣୁଛନ୍ତି ନେତା

0

ଭୁବନେଶ୍ୱର : ନିର୍ବାଚନ ସମୟରେ ମୋବାଇଲ ସିମ୍‍ ବଦଳାଇ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପହଞ୍ଚିବା ପରେ ଏବେ ନେତାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ କର୍ମୀମାନଙ୍କ ମଧ୍ୟରେ ଛନକା ପଶିଛି । ବିଶେଷକରି ନିଜ ନିଜ ମୋବାଇଲରେ କଥା ହେବାକୁ ଏବେ ଏମାନେ ଶହେଥର ଚିନ୍ତା କରିବା ସହିତ ଛୋଟ ମୋବାଇଲ୍‍ ଫୋନ୍‍ ସହିତ ନୂଆ ସିମ୍‍ ଖରିଦରେ ଲାଗି ପଡିଛନ୍ତି । ନିର୍ବାଚନ ସମୟରେ ନିଜ ନିଜ ମୋବାଇଲ୍‍ ନମ୍ବରରେ କଥା ହେଲେ କାଳେ ଜାଣିଦେବ...

SSEPD Care For Leprosy

0

Bhubaneswar: For proper rehabilitation of leprosy patients, the State Government has been constructing leprosy colonies for them in different districts. SSEPD Principal Secretary Bishnupada Sethi recently reviewed the progress made in setting up of the colonies with senior officers through virtual mode.   According to official sources, an amount of Rs 86 lakh in total (Rs 1 lakh per colony) was...

MLE Edu For Tribal

Bhubaneswar: The commitment towards the multilingual education or MLE-based learning ecosystem got a major boost after regularisation of 64 posts on July 26, 2021. In fact, the process was initiated way back in 2008 by appointing 100 MLE teachers on contractual basis. Subsequently, the guidelines for engagement of tribal language teachers for MLE was held under the leadership of the...

ଆଦିବାସୀ ପିଲାଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷା

0

ଭୁବନେଶ୍ଵର : ଆମ ରାଜ୍ୟରେ ଗତ ୨୦୨୧ ଜୁଲାଇ ୨୬ରେ ୬୪ଟି ପଦବୀକୁ ନିୟମିତ କରାଯିବା ପରେ ବହୁଭାଷୀ ଶିକ୍ଷା ବା ଏମ୍ଏଲ୍ଇ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ଏକ ବଡ଼ ପ୍ରୋତ୍ସାହନ ମିଳିଥିଲା । ବାସ୍ତବରେ ୨୦୦୮ ମସିହାରେ ୧୦୦ ଏମ୍ଏଲ୍ ଇ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦେଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୯ ଏବଂ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ର ନିର୍ଦ୍ଦେଶ...

ପଦ୍ମ ଧରିଲେ କୁଲେସିକା

ଭୁବନେଶ୍ୱର: ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡିକୁ ବଡ଼ ଝଟକା ଲାଗିଛି । ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ବିଜେପିରେ ଯୋଗ ଦେଇଛନ୍ତି । ବିଜେଡି ତାଙ୍କୁ ଲକ୍ଷ୍ମୀପୁରରୁ ବିଧାୟକ ଟିକେଟ ନଦେବାର ଗୋଟିଏ ଦିନ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଶ୍ରୀ  ବିଜେପିରେ ଯୋଗ ଦେଇଥିଲେ।   ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରଭୁ ଜାନୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି।  ଏହି ନିଷ୍ପତ୍ତି ଶ୍ରୀ କୁଲେସିକାଙ୍କ ଆଶାଠାରୁ ବିଚ୍ଛିନ୍ନ, କାରଣ ସେ...

Kulesika Joins BJP

0

Bhubaneswar: In a major setback for BJD for Laxmipur Assembly segment, former MLA and BJD leader Kailash Kulesika joined the BJP today. Shri  joined the BJP in presence of State President Manmohan Samal and other leaders, a day after BJD denied him MLA ticket from Laxmipur.   The BJD re-nominated sitting MLA Prabhu Jani from the Laxmipur assembly constituency for the...

Cricket Connects Tibetan & Local

0

Chandragiri: His Holiness Dalai Lama has always advised Tibetans to keep cordial relations with local population. Keeping in mind the advice of Reverend Guruji, Phuntsokling Tibetan Settlement (PTS) Office organized Cricket Tournament at Chandragiri, thanks to the efforts of Chief Administrator PTS, Khenpo Pema Tenphel. And for the first time, a 10-days long cricket tournament was organized at the Land of...

କାର୍ଯ୍ୟାଳୟ ସୁରକ୍ଷା ବଢାଉଛନ୍ତି

ଭୁବନେଶ୍ୱର : ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରୁନଥିବାବେଳେ ବିଦ୍ରୋହ କିନ୍ତୁ ବଢିବାରେ ଲାଗିଛି । ବିଦ୍ରୋହୀ ପ୍ରାର୍ଥୀମାନେ ରାଜଧାନୀ ମୁହାଁ ହେବା ସହିତ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ବିକ୍ଷୋଭ କରୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢିବାରେ ଲାଗିଛି । ରାଜ୍ୟରେ ବିଜେପି ଆଉ ୩୫ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ବିଜେଡି ୩୦ଟିି ବିଧାନସଭା ଏବଂ କଂଗ୍ରେସ ୧୩ଟି ଲୋକସଭା ସହିତ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା...

ବାପ ପୁଅ ଭିନ୍ନେ ଦଳ

ଭୁବନେଶ୍ୱର : ତିନିଟି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଓ ରାଜନୀତିରେ ସକ୍ରିୟ ଥିବା ଏହି ପ୍ରାର୍ଥୀମାନଙ୍କ ବାପାମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବାପା ଗୋଟିଏ ଦଳର ଥିବାବେଳେ ପୁଅ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ଏହି ତିନି ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜୁଜନତାଦଳ ପ୍ରାର୍ଥୀ କରିଛି । ପ୍ରାୟ ୨୦ବର୍ଷ ଧରି ବିଜୟ ପାଟକୁରାରୁ ପ୍ରତିନିଧିତ୍ୱ କରିବା ସହିତ ବିଜୁ ପଟ୍ଟନାୟକଙ୍କ ସରକାରରେ ପ୍ରଭାବଶାଳୀ...