୨୮ ସାଂସଦ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି । ବିଜେଡିର ସମସ୍ତ ୬ଜଣ ଯାକ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ ବିଜେପି ଓ ବିଜେଡିର ୪ଜଣ କରି ପ୍ରାର୍ଥୀ କୋଟିପତି ଅଛନ୍ତି । ତେବେ କୋଟିପତି ତାଲିକାରେ ବିଏସ୍ପିର ୩ଜଣ ଥିବାବେଳେ ୮ଜଣ ସ୍ୱାଧୀନପ୍ରାର୍ଥୀ ବି କୋଟିପତି ତାଲିକାରେ ରହିଛନ୍ତି । ଏଡିଆର ଏବଂ ଓଡିଶା ଇଲେକ୍ସନ ୱାଚ୍ ପକ୍ଷରୁ ୬ଟି ଲୋକସଭା ଆସନର ୬୪ଜଣ ପ୍ରାର୍ଥୀ ଦାଖଲ...
Kharge Slams BJD, BJP
Bhubaneswar: Congress President Mallikarjun Kharge today slammed both BJD and BJP for allegedly destroying an important State like Odisha. Speaking to media persons here, Shri Kharge said both BJP and BJD have destroyed Odisha. There is no development in the State even as Chief Minister Naveen Patnaik ruled for 25 years. Odisha is rich in natural resources on which outside...
ଚାରିଟି ପର୍ଯ୍ୟାୟରେ ୬୬.୯୫% ମତଦାନ
ନୂଆଦିଲ୍ଲୀ : ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ଚଳିତ ନିର୍ବାଚନ ସମୟରେ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ଏବଂ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନର ପ୍ରଥମ ୪ଟି ପର୍ଯ୍ୟାୟରେ ପାଖାପାଖି ୪୫୧ ନିୟୁତ ଲୋକ ମତଦାନ କରିଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପ୍ରାୟ ୬୬.୯୫% ମତଦାନ ହୋଇଛି। ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଏହାର ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ବୃଦ୍ଧି...
କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି
ଭୁବନେଶ୍ୱର : ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ଓଡିଶାକୁ ଏବେ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ତାଲିକାର ଆଗରେ ରହିଛି ବିଜେପି । ଓଡିଶାରେ ନିର୍ବାଚନ ପ୍ରଚାର ଲାଗି ବିଜେପିର ଆଗଧାଡିର ନେତା ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଘନ ଘନ ଓଡିଶା ଗସ୍ତ କରିବାରେ ଲାଗିଛନ୍ତି । ଏମାନେ ର୍ନିବାଚନ ସଭା ସହିତ ରୋଡ୍ ସୋ...
ହୋର୍ଡିଂ କେତେ ସୁରକ୍ଷିତ ?
ଭୁବନେଶ୍ୱର : ଘୂର୍ଣ୍ଣିଝଡ ଯୋଗୁଁ ମୁମ୍ବାଇରେ ବିଜ୍ଞାପନ ହୋର୍ଡିଂ ଭୁଷୁଡି ବ୍ୟାପକ ଧନଜୀବନ ହାନି ହୋଇଥିବା ପରିପ୍ରେକ୍ଷୀରେ ଓଡିଶାରେ ଏବେ ଏଥିପାଇଁ ଆତଙ୍କ ସୃଷ୍ଟି ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁର ସମେତ ରାଜ୍ୟର ବଡ ବଡ ସହର ଏମିତିକି ଜାତୀୟ ରାଜପଥ କଡରେ ଥିବା ବିଜ୍ଞାପନ ହୋର୍ଡିଂଗୁଡିକ ଯୋଗୁଁ ଯଦି ମୁମ୍ବାଇ ଘଟଣାର ପୁନରାବୃତ୍ତି ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଏବେ ପ୍ରଶ୍ନବାଚୀ ଉଠିଛି । ଏଠାରେ ଉଲ୍ଲେଖନୀୟ ଯେ ବର୍ଷା ସହ...
ଓଡିଶା ୫୦ ବର୍ଷ ପଛକୁ ଚାଲି ଗଲା
ଭୁବନେଶ୍ୱର : କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସୋରଡାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ଶାହ ବିଜେଡି ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଆକ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍କା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ, ସୋରଡା ବିଧାନସଭା ପ୍ରାର୍ଥୀ ନୀଳମଣି ଓ ସାନଖେମୁଂଡି ବିଧାନସଭା ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ...
Free Power Guarantee; Naveen
Angul: Countering opposition BJP and Congress in his own style, BJD Supremo and Chief Minister Naveen Patnaik today said free power supply to 90 percent of population of Odisha is his guarantee. Addressing a massive election rally at Athamalik in Angul district, the Chief Minister reminded the public that if BJD is voted to power, the people will not get...
ବ୍ୟାପକ ହେବ ସୋଆ ସମର କ୍ୟାମ୍ପ୍
ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍ଯାପିତ ହୋଇଯାଇଛି । ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ...
Odisha Regressed 50 Yrs
Cuttack: Union Home Minister Amit Shah today said that Naveen Patnaik’s government has set Odisha back by 50 years in last 25 years. Gujarat, Rajasthan and Madhya Pradesh have no villages without roads, but Odisha still has 6,412 villages without roads. The people should choose the lotus, and within two years, Prime Minister Narendra Modi will ensure the construction of...
ବିଜେଡି ବିରୁଦ୍ଧରେ ମୁହଁ ଖୋଲିଲେନି
ବଲାଙ୍ଗୀର: ଗତ ଓଡ଼ିଶା ଗସ୍ତ ସମୟରେ ଉଭୟ ବିଜେପି ଓ ବିଜେଡିକୁ କଡା ସମାଲୋଚନା କରିଥିବା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆକ୍ରମଣ କରିବାରୁ ଦୂରେଇ ରହିଛନ୍ତି। ଶ୍ରୀ ଗାନ୍ଧୀ ଆଜି କୋଶଳ କଳା ମଣ୍ଡଳରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ବିଜେଡି ପ୍ରସଙ୍ଗରେ ସେ ଚୁପ୍ ରହିଥିଲେ ମଧ୍ୟ ଶ୍ରୀ ଗାନ୍ଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...










