Lekhashri Gets Balasore Ticket

0

Bhubaneswar: The Governing Biju Janata Dal (BJD) President and Chief Minister Naveen Patnaik today announced candidates for nine Assembly seats and Balasore MP segment. The BJD has nominated Lekhashri Samantsinghar for the Balasore MP seat. With her nomination, the party has announced candidates for all 21 MP seats in Odisha and the party nominated 33% women (seven) candidates. The party has...

ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଅବଶିଷ୍ଟ ଗୋଟିଏ ଲୋକସଭା ଆସନ ସହିତ ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ଲୋକସଭା ଆସନ ପାଇଁ ସଦ୍ୟ ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାମ ବିଜେଡି ଘୋଷଣା କରିଛି । ବିଜେପିରୁ ଆସି ଚାରି ଦିନ ତଳେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ । ସେହିଭଳି ବିଧାନସଭା ଆସନ ମଧ୍ୟରେ ଭୁବନେଶ୍ୱର ମଧ୍ୟ ଆସନରେ ବିଜେଡି ପୁଣିଥରେ ଅନନ୍ତ ନାରାୟଣ ଜେନାଙ୍କୁ ରିପିଟ୍‍ କରିଥିବାବେଳେ...

Speaker Axe On 2 MLAs

Bhubaneswar: State Legislative Assembly Speaker Pramila Mallik has disqualified two sitting BJD MLAs Arabinda Dhali and Premanand Nayak after their resignation from the ruling BJD. The Speaker issued two different notifications in this regard yesterday. Jayadev MLA Arabinda Dhali and Telkoi MLA Premananda Nayak have been disqualified from the Assembly under the anti-defection Law as they had recently joined BJP after quitting...

ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଭୁବନେଶ୍ୱର : ଦୁଇ ବିଜେଡି ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ବାଚସ୍ପତି ପ୍ରମିଳା ମଲ୍ଲିକ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାଚସ୍ପତି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ କରାଗଲା । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ ସହିତ ବିଧାନସଭାରେ...

“I Am In BJP”: Dilip

0

Bhubaneswar:  Two days after getting relief from Delhi High Court in ‘coal scam’ case, former Union Minister Dilip Ray today reached his home town Rourkela and said he is in the BJP. A rousing welcome has been given to Shri Ray on his arrival at Rourkela. Thousands of his well wishers and BJP workers have given him a grand welcome,...

ଖୁବଶୀଘ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ଵର: ଅବଶିଷ୍ଟ ୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏପ୍ରିଲ ୨୦ ସୁଦ୍ଧା ନାମ ଘୋଷଣା କରାଯିବ ବୋଲି ଆଜି ବିଜେପିର ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି। ବିଜେପି ରାଜ୍ୟରେ ସମସ୍ତ ୨୧ଟି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ୧୪୭ଟି ବିଧାନସଭା ଆସନମଧ୍ୟରୁ ୧୧୨ଟି ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ ଶ୍ରୀ ତୋମାର କହିଛନ୍ତି ଯେ ଆଗାମୀ ୨ରୁ ୩ ଦିନ ମଧ୍ୟରେ କିଛି...

BJP List On April 20

0

Bhubaneswar : The BJP has initiated the process of selection of candidates for remaining 35 Assembly seats and the names will be declared by April 20, BJP’s Odisha Election in-charge Vijaypal Singh Tomar said today. While the saffron party has already announced all 21 Lok Sabha candidates in the state, it has declared nominees for 112 of the 147 Assembly...

୧୫ରୁ ବଢିବ ତାତି

ଭୁବନେଶ୍ବର: ବିଭିନ୍ନ ସ୍ଥାନରେ ବର୍ଷା ପରେ ଏବେ ସମଗ୍ର ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ଏସ୍ଓଏର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି। ଏପ୍ରିଲ ୧୪ ରୁ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି କିନ୍ତୁ ଆସନ୍ତା ୧୫ ତାରିଖରୁ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ଆଣ୍ଟି ସାଇକ୍ଲୋନ୍ ନିଷ୍କ୍ରିୟ ହେବା ପରେ ପରଦିନଠାରୁ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ଦାସ କହିଛନ୍ତି। ଏହା ଦ୍ୱାରା...

No Tatoo For SSB Men

0

Bhubaneswar: Sanjeeb Panda, Commissioner of Police has asked its Special Security Battalion (SSB) personnel engaged to provide security coverage to Naveen Niwas, Raj Bhawan, Secretariat and Assembly not to make tattoos on their body parts, which are easily noticeable with uniform. Those who have already drawn tattoos in their body, asked to remove those within 15 days. The Deputy Commissioner...

ଇସ୍ତାହାର କମିଟି ଗଠନ କଲା ବିଜେଡି

0

ଭୁବନେଶ୍ଵର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ପକ୍ଷରୁ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରାଯାଇଛି। ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସଦସ୍ୟ ମଗଳା କିଷାନ, ପଦ୍ମନାଭ ବେହେରା ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ କସ୍ତୁରୀ ମହାପାତ୍ର  ଏହି କମିଟିର ସହଅଧ୍ୟକ୍ଷ ଅଛନ୍ତି। ଦଳର ବରିଷ୍ଠ ନେତା ଅମର ପଟ୍ଟନାୟକଙ୍କୁ ଏହି କମିଟିର ଆବାହକ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ସହ ଆବାହକ ଭାବେ ନିଯୁକ୍ତ...