ତଡା ଖିଆ ନେତା ଏବେ ପୋଷ୍ଟର ବଏ

ଭୁବନେଶ୍ୱର : ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିତାଡିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତା, ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଠକି ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ଓଡିଶା ବିଜେପିର ପୋଷ୍ଟର ବଏ ସାଜିଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ଶ୍ରୀ ମହାପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାନ୍ତ ଜଗଦେବ ଯିଏ କି ଓଡିଶା ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଜେଲ୍ ଯାଇଥିଲେ, ସେ ଏବେ ବିଜେପିର ତଥାକଥିତ ତୁଙ୍ଗ...

୭୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର : ଓଡ଼ିଶାର ୭୫ଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଘୋଷଣା ହୋଇଥିବା  ତାଳସରା, ବାଲିଗୁଡା ଓ କବିସୂର୍ଯ୍ୟନଗର ବିଧାୟକ ଆସନ ପାଇଁ ଦଳ ପ୍ରାର୍ଥୀ ବଦଳାଇଛି। ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦଳ ତାଳସରା ବିଧାୟକ ଆସନ ପାଇଁ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ବିପିନ ବିହାରୀ ସ୍ୱାଇଁ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆ...

Congress Names 75 Nominees

0

Bhubaneswar: The Congress party today announced candidates for 75 Assembly seats in Odisha replacing three already announced candidates. The party has replaced the candidates for Talsara, Baliguda and Kabisuryanagar MLA seats. In place of former hockey player Prabodh Tirkey, the party has named Debendra Bhitaria for Talsara MLA seat while Upendra Pradhan has been nominated for Baliguda Assembly segment in place...

Memo For Women

0

Bhubaneswar: The Governing Biju Janata Dal (BJD) today moved to Chief Electoral Officer (CEO) to protect grassroot level ASHA, Anganwadi, and Mission Shakti workers from the alleged threatening by BJP leaders and candidates. A delegation of BJD including Rajya Sabha members Sasmit Patra and Sulata Deo submitted a memorandum to the CEO Nikunja Bihari Dhal here.   The workers are being...

ସବୁଠୁ ତତଲା ପାରଳାଖେମୁଣ୍ଡି

ଭୁବନେଶ୍ୱର : ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠାର ଅଧିକ ତତଲା ଅଞ୍ଚଳ । ଏଠାରେ ତାପମାତ୍ରା ଆଜି ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ରାଜଧାନୀର ତାପମାତ୍ରା ଆଜି ୩୯.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟ ଯେଉଁସବୁ ସ୍ଥାନରେ ତାପମାତ୍ରା ୩୯ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରହିଛି ସେଗୁଡିକ ହେଲା ମାଲକାନଗିରି, ଜଗତ୍‍ସିଂହପୁର, ନୟାଗଡ, ଭବାନୀପାଟଣା, ଚାନ୍ଦବାଲି, ବାରିପଦା, କେନ୍ଦ୍ରାପଡା, ଭଦ୍ରକ । ସେହିଭଳି ୩୮ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ...

ବେଆଇନ୍‍ ଋଣ ପାଇଁ ବଢୁଛି ହିଂସା

0

ଭୁବନେଶ୍ୱର : ଅଧିକ ସୁଧରେ ବେଆଇନ ମହାଜନୀ ଋଣ କାରବାର ଯୋଗୁ ଏଭଳି ଋଣ ଗ୍ରହୀତାଙ୍କ ଉପରେ ଜୁଲୁମ୍‍ ଓ ଶୋଷଣ ବଢ଼ି ଚାଲିବା ସହିତ କେତେକ କ୍ଷେତ୍ରରେ ଭୟଙ୍କର ହିଂସାକାଣ୍ଡମାନ ଉପୁଜୁଛି । ଏହାସତ୍ତ୍ୱେ ବି ଏଭଳି ଋଣ କାରବାର ଥମିବା ପରିବର୍ତ୍ତେ ବଢି ଚାଲିଛି । ଏଥିଯୋଗୁ ରାଜଧାନୀର ବହୁ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ତଳିତଳାନ୍ତ ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ବସ୍ତିବାସିନ୍ଦା ସଂଘ ପକ୍ଷରୁ ବେଆଇନ ଋଣ କାରବାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି...

ରାଜଧାନୀରେ ଆଶାୟୀଙ୍କ ଭିଡ

0

ଭୁବନେଶ୍ୱର : ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ଯେତିକି ବିଳମ୍ବ ହେଉଛି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଭିଡ ରାଜଧାନୀରେ ବଢିବାରେ ଲାଗିଛି । ନିଜ ପାଇଁ ଟିକଟ ଖଣ୍ଡେ ଯୋଗାଡ ପାଇଁ ନେତାମାନେ ଏବେ ଦଳ ବଳ ସହିତ ରାଜଧାନୀରେ ଡେରା ପକାଇବା ସହିତ ବିଭିନ୍ନ ସ୍ତରରେ ଲବି ଚଳାଇଛନ୍ତି । ଚାରି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଖୁବ୍‍ଶୀଘ୍ର ପ୍ରଥମ ପର୍ଯ୍ୟାୟ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ହେଲେ ବର୍ତ୍ତମାନ...

Perils Of Loyalty

0

Bhubaneswar: Do loyalty has any value in the present day politics or it’s a liability? The issue needs to be discussed in the Odisha’s political circle as a large number of politicians remaining loyal to a party have paid a heavy price. They were dropped like hot potatos and the party authorities picked up their arch opponents and decorated...

Prez Greets On Pana Sankranti

0

Bhubaneswar: Maha Bishuba Sankranti also known as Pana Sankranti, which is also treated as Odia New Year is being celebrated with much fanfare across Odisha today.  President Droupadi Murmu, Prime Minister Narendra Modi and Odisha Chief Minister Naveen Patnaik have greeted the people on Odia New Year.   “On the occasion of Holy Pana Sankranti, I extend my heartiest wishes to...

ବଢୁଛି ଜଳ ଅପବ୍ୟବହାର

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଜଳର ଯେଭଳି ଅପବ୍ୟବହାର ହେଉଛି ତାହା ଜାରି ରହିଲେ ଏଠାରେ ବେଙ୍ଗାଲୁର ଓ ଚେନ୍ନାଇ ଭଳି ଅବସ୍ଥା ସୃଷ୍ଟି ହେବାକୁ ବେଶିଦିନ ଲାଗିବ ନାହିଁ । ଗୋଟିଏ ପଟେ ଆଖିବୁଜା ଭୂତଳ ଜଳ ଶୋଷଣ ଚାଲିଥିବାବେଳେ ଅନ୍ୟପଟେ ବିଶୁଦ୍ଧ ପାନୀୟଜଳର ସିଂହଭାଗ ଗାଧୁଆଘରେ ଓ ବଗିଚାରେ ଅପଚୟ ହେବାରେ ଲାଗିଛି । ରାଜଧାନୀରେ ଏବେ ଲୋକଙ୍କୁ ଦୈନିକ ମୁଣ୍ଡପିଛା ୭୦ଲିଟର ପାନୀୟଜଳ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ପାଇଁ...