ନିର୍ବାଚନୀ ଶୋଭାଯାତ୍ରା ପାଇଁ ବାଣ ଖୋଜା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ବାଣ ବିସ୍ଫୋରଣରେ ଛଅ ଜଣ ମୃତ୍ୟୁବରଣ କରିବା ସହିତ ଅନ୍ୟୁନ ୨୪ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବିଭିନ୍ନ ପର୍ବ ପର୍ବାଣୀ ପାଇଁ ବ୍ୟାପକ ବାଣ ପ୍ରସ୍ତୁତି ଚାଲିଛି । କେବଳ ସେତିକି ନୁହେଁ, ନିର୍ବାଚନ ପରିପ୍ରେକ୍ଷୀରେ ବିଜୟ ସମ୍ଭାବନା ଥିବା ବହୁ ପ୍ରାର୍ଥୀଙ୍କ ସମର୍ଥକମାନେ ଶୋଭାଯାତ୍ରାରେ ବ୍ୟବହାର କରିବାଲାଗି ମଧ୍ୟ ବାଣ ବରାଦ କରୁଥିବା ଖବର ମିଳିଛି । ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀକ୍ଷେତ୍ର ଚନ୍ଦନ ଯାତ...

ଗୁଟ୍‍ଖା ପାଇଁ ହରାଇଲେଣି ୫୦୦୦ କୋଟି

0

ଭୁବନେଶ୍ୱର : ରାଜ୍ୟରେ ଗୁଟ୍‍ଖା ନିଷେଧ ପରେ ସରକାର ପ୍ରାୟ ୫୦୦୦ କୋଟି ଟଙ୍କାର ରାଜସ୍ୱ ହରାଇଥିବାବେଳେ ଗୁଟ୍‍ଖାର କାରବାର କିନ୍ତୁ ପୂର୍ବଭଳି ବେଧଡକ ଭାବେ ଚାଲିଛି । ଏତେ ପରିମାଣର ରାଜସ୍ୱ ହରାଇଥିଲେ ମଧ୍ୟ ଗୁଟ୍‍ଖା ବାରକାରକୁ ରୋକିବାପାଇଁ କେହି ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟରେ ଅଧାରୁ ଅଧିକ ପୁରୁଷ ଗୁଟ୍‍ଖା ଚୋବାଉଥିବାବେଳେ ୩୦ ପ୍ରତିଶତରୁ ଅଧିକ ମହିଳା ଗୁଟ୍‍ଖା ଖାଉଛନ୍ତି । ଏବେ ପିଲାମାନେ ବି ଧିରେ ଧିରେ ଗୁଟ୍‍ଖା ଖାଇବା ଆରମ୍ଭ କରିଛନ୍ତି । କର୍କଟ ରୋଗର...

ସମ୍‌ରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

0

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ଶୁକ୍ରବାର ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗ ପକ୍ଷରୁ ଏହି ଅବସରରେ ଜନସାଧାରଣଙ୍କ ନିମନ୍ତେ ନିଶାଦ୍ରବ୍ୟ ଓ ତମାଖୁ ଠାରୁ ଦୂରେଇ ରହିବା ବିଷୟରେ ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା । ବିଶ୍ୱରେ ତମାଖୁ ସେବନ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଜାତିକୁ ଏଥିରୁ ରକ୍ଷା କରିବା ସହ ପ୍ରତିକାର ଓ ଚିକିତ୍ସା ବ୍ୟବସ୍ଥା...

Pandit Issues Heat Care Advisory

0

Bhubaneswar : In the event of rising temperature throughout the State along with very hot and humid condition, State Health Department directed heads of all health facilities at different levels to stay in total readiness for dealing with heat related diseases. Health and Family Welfare Secretary Shalini Pandit has issued a guideline for all medical colleges & hospitals, sub-divisional hospitals, community...

ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଯାଉଛି ତମାଖୁ

0

ଭୁବନେଶ୍ୱର : ତମାଖୁ ସେବନ ହେଉଛି ୧୪ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ଯାର ଏକ ପ୍ରମୁଖ କାରଣ। ପ୍ରତିବର୍ଷ ବିଶ୍ୱରେ 8 ନିୟୁତ ଲୋକଙ୍କର ତମାଖୁ ସେବନ ଯୋଗୁଁ ମୃତ୍ୟୁ ଘଟିଥାଏ। ପିଲା ଓ ଯୁବକ ମାନେ ବିଶେଷ ଭାବରେ ସାଙ୍ଗସାଥୀଙ୍କ ଦ୍ଵାରା ପ୍ରଭାବିତ ହୋଇ ତମାଖୁ ସେବନ କରିଥାନ୍ତି ।   ପିପୁଲ୍ସ  କଲଚରାଲ ସେଣ୍ଟର    (ପିକକ୍) ଦ୍ଵାରା ଆୟୋଜିତ “ପିଲାମାନଙ୍କୁ ତମାଖୁ ଜନିତ ସ୍ୱାସ୍ଥ୍ୟହାନିରୁ ରକ୍ଷା କରିବା” ଶୀର୍ଷକ ଏକ ୱେବିନାରରେ ବିଶେଷଜ୍ଞମାନେ ତମାଖୁ ସେବନକୁ...

ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ

ଭୁବନେଶ୍ବର : ଓଡିଶାରେ ଚତୁର୍ଥ ପର୍ଯ୍ୟlୟସାଧାରଣ ନିର୍ବାଚନଅନୁଷ୍ଠିତ ହେବାକୁ ଯାଉଛି ।ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏହି ପର୍ଯ୍ୟlୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ପୁରୀ ଏବଂ କଟକ ସହରାଞ୍ଚଳରେ ନିର୍ବାଚନ...

Jatra Blast Death Toll 6

Bhubaneswar: With the death of another two persons, the death toll in the severe blast of firecrackers during Chandan Jatra festival in Puri rose to six. As per the information of Health & Family Welfare Department, another two persons died due to unfortunate fire tragedy in Puri. In this connection, the total death toll rose to six, the office of...

Jal Shakti Intern Program

New Delhi: The Department of Water Resources, River Development and Ganga Rejuvenation (DoWR, RD, GR), under Ministry of Jal Shakti, has announced Mass Communication Internship Programme. It seeks to engage students pursuing Graduate / Post Graduate Degrees or are Research Scholars enrolled in recognized University/Institution in the field of Mass Communication in India, as interns. The Internship Programme allows short...

SRC Warns Action Against Contractors

Bhubaneswar: Additional Chief Secretary (ACS) and Special Relief Commissioner (SRC) Satyabrata Sahu warned strong legal action contractors and other agencies who will engage workers during peak summer hours (11 AM to 3 PM). The SRC has issued this warning following alleged sunstroke deaths of 12 persons in Sundargarh and 6 cases in Jharsuguda. Post Mortem is being conducted after that...

ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ୧ରେ

ଭୁବନେଶ୍ୱର : ରାଜ୍ୟର ଛଅଟି ଲୋକସଭା ସହିତ ୪୨ଟି ବିଧାନସଭା ଆସନ ପାଇଁ ପ୍ରଚାର ଅଭିଯାନ ଆଜି ଶେଷହେବା ପରେ ଜୁନ୍‍ ୧ତାରିଖରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଗ୍ରହଣରେ ଏହି ଆସନଗୁଡିକର ଆଶାୟୀ ପ୍ରାର୍ଥୀମାନଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ମତଦାତାମାନେ ନିର୍ଣ୍ଣୟ କରିବାକୁ ଯାଉଛନ୍ତି । ଓଡିଶାରେ ଶେଷ ପର୍ଯ୍ୟାୟରେ ଏହି ଆସନଗୁଡିକ ଲାଗି ମତଗ୍ରହଣ ହେବାକୁ ଥିବା ପରିପ୍ରେକ୍ଷୀରେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳର ରାଜନେତାମାନେ ଏଠାରେ ଯେଉଁ ଗହଳି ଲଗାଇଥିଲେ ସେଥିରେ ପରିସମାପ୍ତି ଘଟିଛି...