ପ୍ରସଙ୍ଗ ପାଲଟିଲାଣି ପାନୀୟଜଳ
ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଓଡ଼ିଶାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ପ୍ରଚାର ବେଳେ ରାଜନୈତିକ ନେତାମାନେ ମଧ୍ୟ ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଡ୍ୟାସବୋର୍ଡରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଗ୍ରାମୀଣ ପରିବାର ମଧ୍ୟରୁ ୭୩.୧୨ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ସଂଯୋଗ ଦିଆଯାଇଛି । ରାଜ୍ୟର ମୋଟ ୮୮.୬୮ ଲକ୍ଷ...
ତିନି ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୩ ଜଣ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି। ଭୋଗରାଇ ବିଧାୟକ ଆସନ ପାଇଁ ବିଜେଡି ସାମ୍ବାଦିକ ଗୌତମ ବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବେଗୁନିଆ ଆସନ ପାଇଁ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁଙ୍କୁ ଟିକେଟ୍ ଦିଆଯାଇଛି। ବେଗୁନିଆର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଖୋର୍ଦ୍ଧା ବିଧାନସଭା ଆସନକୁ ବଦଳି କରାଯାଇଛି। ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ ୨୦୧୪ରେ ବିଜେଡିରୁ ଏହି ଆସନରୁ ବିଜୟୀ ହୋଇଥିବାରୁ...
ଭୟଙ୍କର ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ଭୁବନେଶ୍ୱରରେ ତାପମାତ୍ରା ୪୪.୬ ଡିଗ୍ରି ଛୁଇଁଛି। ମୁଖ୍ୟତଃ ଉତ୍ତର-ପଶ୍ଚିମ/ପଶ୍ଚିମ ଶୁଖିଲା ବାୟୁ ଏବଂ ଉଚ୍ଚ ସୌର ପ୍ରବାହ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଫଳରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରି ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ଗ୍ରୀଷ୍ମ ଋତୁରେ...
3 More From BJD
Bhubaneswar: BJD Supremo and Chief Minister Naveen Patnaik today announced three more MLA candidates for ensuing Lok Sabha and Vidhan Sabha elections in the State. The BJD has nominated journalist Goutam Buddha Das for Bhograi MLA segment while former Congress leader Pradeep Kumar Sahoo has been given ticket for Begunia seat. Sitting MLA from Begunia, Rajendra Kumar Sahoo has been shifted...
ସୋଆ ପ୍ରକ୍ସିମା ୨୦୨୪ ଉଦ୍ଯାପିତ
ଭୁବନେଶ୍ୱର : ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି । ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ...
Extreme Heat Wave Hits State
Bhubaneswar: Extreme heatwave conditions continued to put normal life out of gear in the State with the mercury touching 44.6 degrees Celsius in Bhubaneswar today. Due to prevailing mainly northwesterly/westerly dry air and high solar insolation, the temperature would rise further slightly by 2 degrees C at many places over the districts of Odisha during next 24hrss. Consequently, the maximum...
Code Violation Slur On BJP
Bhubaneswar: The Governing Biju Janata Dal (BJD) today moved to Chief Electoral Officer (CEO) Odisha Nikunja Bihari Dhal alleging use of children in political rallies and meeting by BJP, which is a violation of the Model Code of Conduct (MCC). A delegation of BJD leaders including Rajya Sabha Members Sasmit Patra and Sulata Deo today submitted a petition before the...
ଖୋର୍ଦ୍ଧାରୁ ଲଢିବେ ଜଗଦ୍ଦେବ
ଭୁବନେଶ୍ୱର : ଖୋର୍ଦ୍ଦା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢିବେ ପ୍ରଶାନ୍ତ କୁମାର ଜଗଦ୍ଦେବ । ବିଜେଡିରୁ ଆସି ବିଜେପିରେ ଯୋଗଦେବା ପରେ ତାଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରାଯାଇଛି । ଆଜି ବିଜେପି ଆଉ ୮ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ସେଥିରେ ଜଗଦ୍ଦେବ ସ୍ଥାନ ପାଇଛନ୍ତି । ବିଜେପି ପ୍ରକାଶ କରିଥିବା ୮ଜଣିଆ ତାଲିକାରେ ତେଲକୋଇରୁ ଡକ୍ଟର ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ଶ୍ରୀ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି, ହିନ୍ଦୋଳରୁ...
AICTE Chief Bats For AI
Bhubaneswar: The unprecedented surge in disruptive technology like Artificial Intelligence (AI) has generated both hope and fear in the human mind but the need of the hour is to equip the future workforce to adopt to such new challenges, Prof. (Dr.) T.G. Sitharam, Chairman of the All India Council for Technical Education (AICTE), said on Saturday. “Every time we have...
Jagadev Gets Khurda Ticket
Bhubaneswar: The BJP today announced candidates for eight Assembly seats in Odisha. The party has given tickets to five leaders, who have recently joined the BJP after resigning/ expulsion from the BJD. The BJP has nominated sitting MLA Seemarani Nayak, who recently joined the BJP after resigning from BJD, for Hindol constituency. She resigned from the BJD after the...








