Naveen Files Hinjili Papers
Chatrapur, April 30: BJD Supermo and Chief Minister Naveen Patnaik today filed nomination papers for the Hinjili Assembly constituency in Ganjam district for the sixth time in a row. The Chief Minister visited Maa Taratarini temple and took blessings from the presiding deities of Ganjam district before filing nomination papers. Naveen filed his nomination before the returning officer at...
Heavyweights File Nominations
Bhubaneswar: Many senior political leaders including former Union Minister Dilip Ray, BJP spokesperson Sambit Patra, Minister Ranendra Swain and BJD leader Sanjay Das Burma filed their nominations today. Holding mega processions with participation of hundreds of supporters, the leaders have submitted their nomination papers before concern returning officers. Dilip Ray has been fielded by the BJP from the Rourkela Assembly seat....
37 MP Candidates In Fray
Bhubaneswar: As many as 37 candidates have remained in fray for four Lok Sabha seats; those will go for voting in the first phase on May 13. A total of 38 candidates have filed valid nomination papers for Nabarangpur, Berhampur, Koraput and Kalahandi MP seats. Of whom, one candidate from the Koraput segment withdrew his nomination. Now, a total of...
Warning On Extreme Heat Wave
Bhubaneswar: Given the current heat wave and heat, the coming week is important for Odisha, pointed out Chief Secretary Pradeep Kumar Jena. Shri Jena said that in view of the ongoing elections, various political parties are organizing rallies and meetings so that adequate drinking water and ORS should be kept in these places so that the public can be saved...
ଦଳଡିଆଁଙ୍କ ଆଖଡାଶାଳ
ଭୁବନେଶ୍ୱର : କେନ୍ଦ୍ରାପଡା ଏମିତି ଏକ ନିର୍ବାଚନମଣ୍ଡଳୀ ଯେଉଁଠି ବିଭିନ୍ନ ଦଳର ପ୍ରାର୍ଥୀମାନେ ଚିନ୍ତାରେ ଥିବାବେଳେ ସେମାନଙ୍କ ସମର୍ଥକ ଓ ସାଧାରଣ ଭୋଟରମାନେ ଦ୍ୱନ୍ଦରେ ଅଛନ୍ତି । କେନ୍ଦ୍ରାପଡା ବିଧାନସଭା ଆସନରେ ତିନି ପ୍ରମୁଖ ରାଜନୈତିକଦଳ ଯେଉଁମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି ସେ ସମସ୍ତେ ଦଳଡିଆଁ । ପୂର୍ବରୁ ସେମାନେ ଯେଉଁ ଦଳରେ ଥିଲେ ସେ ଦଳର ପ୍ରଶଂସା ସହ ବର୍ତ୍ତମାନ ଯେଉଁ ଦଳକୁ ଆସିଛନ୍ତି ତାହାର କଟୁ ସମାଲୋଚନା କରୁଥିଲେ । ଏ ପରିପ୍ରେକ୍ଷୀରେ ଏଠାକାର ଭୋଟରମାନେ ଦଳଡିଆଁ ନେତା କି...
ସତର୍କ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍ ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ...
ମିଳୁନି ସାର୍ଟିଫିକେଟ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନେସନାଲ ଇନଷ୍ଟିଟ୍ୟୁଟ ଅଫ୍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନଲୋଜିରେ କମ୍ପ୍ୟୁଟର ତାଲିମ ନେଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାର ଆଠମାସ ପରେ ବି ନିଜର ସାର୍ଟିଫିକେଟ ପାଇପାରୁ ନାହାନ୍ତି । ଏ ନେଇ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀର ପାଠ୍ୟକ୍ରମରେ ନାମ ଲେଖାଇ ପାରୁନଥିବାବେଳେ କେତେକ ଛାତ୍ରଛାତ୍ରୀ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି କମ୍ପ୍ୟୁଟର ତାଲିମ ସଂସ୍ଥାଟି ରାଜଧାନୀର ଓକାକ୍ ଟାୱାରରେ ଥିବାବେଳେ ଏଠାରେ ବିଭିନ୍ନ ପାଠ୍ୟକ୍ରମର କମ୍ପ୍ୟୁଟର ତାଲିମ...
ମଶାରୀ ଯୋଗାଇବାକୁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର: ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟକୁ ତୁରନ୍ତ ୧ କୋଟି ୫୬ ଲକ୍ଷ ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ (ଏଲ୍ ଏଲ୍ ଆଇଆଇଏନ୍) ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ୍ ମାଣ୍ଡଭିୟାଙ୍କୁ ଚିଠି ଲେଖି ଶ୍ରୀ ପୂଜାରୀ କହିଛନ୍ତି ଯେ, ମୁଁ ଆପଣଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହୁଁଛି ଯେ ଭାରତ ସରକାର ୨୦୨୦-୨୧ ବର୍ଷରେ ଓଡ଼ିଶାକୁ ୧.୫୬ କୋଟି ଏଲ୍ ଏଲ୍ ଆଇଆଇଏନ୍ ଯୋଗାଇ ଦେଇଛନ୍ତି, ଯାହା...
ସର୍ବବୃହତ ଏଚ୍ଆର୍ କନକ୍ଳେଭ ଉଦ୍ଯାପିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍ଆର୍ କନ୍କ୍ଳେଭ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀର ୫ମ ସଂସ୍କରଣରେ ଦେଶର ବଛା ବଛା ପେସାଦାର ଯୋଗ ଦେଇ ବିଭିନ୍ନ ବିଷୟରେ ବୌଦ୍ଧିକ ଚର୍ଚ୍ଚା କରିଛନ୍ତି । ଗୋଟିଏ ଛାତ ତଳେ ଦେଶର ୧୦୦ରୁ ଅଧିକ ମାନବ ସମ୍ବଳ ବିଶେଷଜ୍ଞ, ଶିଳ୍ପ ବିଶେଷଜ୍ଞ ଓ ଅଭିଜ୍ଞ ପେସାଦାର ସଂପ୍ରତି ବୈଷୟିକ ଶିକ୍ଷା କେଉଁ ସବୁ...
BJD Rejects BJP Jibes
Bhubaneswar: The Governing Biju Janata Dal (BJD) today reacted sharply to its criticism by Prime Minister Narnedra Modi and BJP President Jagat Prakash Nadda at different programms on 28 April. In a Media statement, BJD leader and Berhampur MP candidate Bhrugu Baxipatra said, “I was shocked to see Shri Nadda and Pradeep Panigrahi in the same dais. Shri Panigrahi is...









