ବଦଳିବେ ଅଧିକାରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ୩ଜଣ ଉପଦେଷ୍ଟା ଇସ୍ତଫା ଦେଇଥିବାବେଳେ ଖୁବ୍ଶୀଘ୍ର ରାଜନୈତିକ ଭିତ୍ତିରେ ନିଯୁକ୍ତି ପାଇଥିବା ବିଭିନ୍ନ ବିଭାଗର ଉପଦେଷ୍ଟା ଏବଂ ସରକାରୀ ସଂସ୍ଥା ଏବଂ ନିଗମ ଗୁଡିକର ମୁଖ୍ୟମାନେ ନିଜଆଡୁ ପଦବୀ ଛାଡିବାକୁ ଯାଉଛନ୍ତି । ଏମାନେ ନିଜେ ନିଜେ ଓହରି ନଗଲେ ବିଜେପି ସରକାର ଏମାନଙ୍କୁ ହଟାଇବା ପାଇଁ ବାଧ୍ୟ ହେବେ । ସୁରେଶ ମହାପାତ୍ର, ଆର୍. ବାଲକ୍ରିଷ୍ଣନ୍, ଉପେନ୍ଦ୍ର ତ୍ରିପାଠୀ, ମନୋଜ ମିଶ୍ରଙ୍କ ଭଳି ୪ଜଣ ଅବସରପ୍ରାପ୍ତ ଅଧିକାରୀ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଇସ୍ତଫା ଦେଇସାରିଛନ୍ତି ।...
CS Warns Pvt.Hospitals
Bhubaneswar: As some private hospitals started denying admission of patients under BSKY scheme in the wake of change in Government in the State, Chief Secretary Pradeep Kumar Jena promptly came on action and warned of stringent action if any empanelled hospital deny service to BSKY beneficiaries. In a video message, the Chief Secretary on Thursday made it clear that Biju...
CEO Presents Assembly Notification
Bhubaneswar: Following the completion of elections in the State, the process of the formation of a new government began on today with the Chief Electoral Officer (CEO) Odisha presenting the gazette notification declaring the poll results to Governor Raghubar Das at Raj Bhavan here. CEO Nikunja Bihari Dhal presented the gazette notification to the Governor. The notification was regarding the...
BSKY Remains Active
Bhubaneswar: Secretary Health & Family Welfare, Shalini Pandit has asked the Empanelled Hospitals to continue treatment to card holders as before. Shrimati Pandit has clarified that BSKY scheme remains active, with approved budgetary support. Shr urged the hospitals are to continue treatment to beneficiaries as before. All claims raised by hospitals will be paid by SHAS as before, assured Secretary...
Elephant Population On Rise
Bhubaneswar: The elephant population in the state has increased from 1976 counted in 2017 to 2098, as per the latest elephant census report released today. Principal Chief Conservator of Forests (PCCF) Wildlife, Susanta Nanda has released the report of All Odisha Elephant Census-2024 here at the State Wildlife Headquarters. Shri Nanda has been instrumental in organizing a scientific census on elephants...
କିଏ ହେବେ ମୁଖ୍ୟମନ୍ତ୍ରୀ ?
ଭୁବନେଶ୍ୱର : କେନ୍ଦ୍ରରେ ଓଡ଼ିଶାରୁ କିଏ ମନ୍ତ୍ରୀ ହେବ, ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ରହିବେ ଏବଂ ବିରୋଧୀଦଳ ନେତାଙ୍କ ଦାୟିତ୍ୱ କିଏ ତୁଲାଇବେ ସେଥିଘେନି ଏବେ ରାଜ୍ୟସାରା ଚର୍ଚ୍ଚା । ଏଥର କେନ୍ଦ୍ରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ଲୋକସଭାର ୫୪୩ରୁ ୨୯୩ ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୨୩୩ ରହିଥିବାରୁ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ମେଣ୍ଟଭୁକ୍ତ...
କାମ ଦେଉନି ଧର୍ମ ରାଜନୀତି
ଭୁବନେଶ୍ୱର : ଧର୍ମକୁ ନେଇ ରାଜନୀତି ସାଧାରଣ ଲୋକେ ଗ୍ରହଣ କରୁନାହାନ୍ତି । ସଦ୍ୟ ସମାପ୍ତ ନିର୍ବାଚନରେ ଏହାର ଝଲକ୍ ଦେଖାଦେଇଛି । ଜାତୀୟ ସ୍ତରରେ ଶ୍ରୀରାମ ମନ୍ଦିର ଓ ଆମ ରାଜ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯେଉଁମାନେ ପ୍ରସଙ୍ଗ କରି ନିର୍ବାଚନରେ ଅଧିକ ଆସନ ଦଖଲ କରିବେ ବୋଲି ଆଶା ବାନ୍ଧିଥିଲେ ସେମାନେ ନିରାଶ ହୋଇଛନ୍ତି । ଗୋଟିଏ ସମୟରେ ଶ୍ରୀରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ବିବାଦ ପ୍ରସଙ୍ଗରେ ବିଜେପି ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାର ପ୍ରଭାବ ଏବଂ ବାବ୍ରି ମସ୍ଜିଦ୍ ଭଙ୍ଗା ଓ ତତ୍ପରବର୍ତ୍ତୀ ଅବସ୍ଥାରୁ...
SRC Begins Blast Probe
Puri: Special Relief Commissioner (SRC) and ACS Revenue and Disaster Management Department, Satyabrata Sahu today started his inquiry into the massive blast of firecrackers in Puri. The SRC has started conducting hearings at the Special Circuit House here from 3 PM. He is hearing the Puri SP, district police, other senior officials of district administration and the victims along with...
CM Patnaik Resigns
Bhubaneswar: After remaining in the top position of the State for more than 24 years, Chief Minister Naveen Patnaik today resigned from the post ending an era. A day after declaration of State Assembly election, Shri Patnaik met Governor Raghubar Das at Raj Bhawan and tendered resignation as Chief Minister of Odisha. Though a number of BJD leaders had gathered at...
ହାରିଗଲେ ୧୧ ମନ୍ତ୍ରୀ
ଭୁବନେଶ୍ୱର : ୨୦୧୯ ବିଧାନସଭା ନିର୍ବାଚନରେ ୧୧୩ଟି ଆସନ ରେ ବିଜୟୀ ହୋଇଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ମାତ୍ର ୫୧ଟି ଆସନରେ ବିଜୟୀ ହୋଇପାରିଛି। ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିବା ୧୧ ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି। ଗୋଟିଏ ଆସନ (ବିଷମ କଟକ)କୁ ବାଦ୍ ଦେଲେ ସମସ୍ତ ୧୦ ଜଣ ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ଠାରୁ ନିଜ ଆସନ ହରାଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ...










