ତୁରନ୍ତ ଇସ୍ତଫା ଦିଅ

0

ଭୁବନେଶ୍ୱର : ବିଜେଡି ସରକାର ସମୟରେ ବିଭିନ୍ନ ସରକାରୀ ସଂସ୍ଥାରେ ରାଜନୈତିକ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ତୁରନ୍ତ ଇସ୍ତଫା ଦେବାପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି । ଫୋନ୍‍ ଯୋଗେ ଖବର ପାଇବାପରେ ଜଣକ ପରେ ଜଣେ ନେତା ଇସ୍ତଫା ଦେଇ ଚାଲିଛନ୍ତି । ପୂର୍ବରୁ ଅବସରପ୍ରାପ୍ତ ଆଇଏଏସ୍‍ ସୁରେଶ ଚନ୍ଦ୍ର ମହାପାତ୍ର, ଆର.ବାଲକ୍ରିଷ୍ଣନ ଓ ଠିକା ନିଯୁକ୍ତି ପାଇଥିବା ମନୋଜ ମିଶ୍ରଙ୍କ ସମେତ ଆଉ କେତେଜଣ ଓଏସ୍‍ଡି ଇସ୍ତଫା ଦେଇସାରିଛନ୍ତି । ରାଜ୍ୟର ବିଭିନ୍ନ ବିଭାଗ ଓ ଦପ୍ତରରେ ଉପଦ୍ଦେଷ୍ଟା ଭାବେ ବିଜେଡିର...

ଉଭାନ ହୋଇଯାଉଛି ଟ୍ରାଫିକ ଲାଇଟ୍‍

0

ଭୁବନେଶ୍ୱର : ଟ୍ରାଫିକ ଛକରେ ଥିବା ଖୁଣ୍ଟରୁ ଗୋଟିଏ ପରେ ଗୋଟିଏ ଟ୍ରାଫିକ ଲାଇଟ୍‍ ଉଭାନ ହୋଇ ଯାଉଛି । ଯେଉଁ ଖୁଣ୍ଟରେ ୫ଟି ଲାଇଟ୍‍ ଲାଗି ଟ୍ରାଫିକ ନିୟନ୍ତ୍ରଣ ହେଉଥିଲା ସେହି ଖୁଣ୍ଟରେ ଏବେ ମାତ୍ର ଦୁଇଟି ଲାଇଟ୍‍ ଲାଗିଛି । ତାହା ପୁଣି ଅଚଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କମିଶନରେଟ ପୁଲିସ୍‍ ସୌଧ ପାଶ୍ୱର୍ରେ ଥିବା ପାୱାରହାଉସ୍‍ ଛକରେ । ରାଜଭବନ ପଟୁ ଆସୁଥିବା ରାସ୍ତା ଉପରେ ଟ୍ରାଫିକ ଲାଇଟ୍‍ର ଏଭଳି ଅବ୍ୟବସ୍ଥା । କିଛିମାସ ଧରି ଏଠାରୁ...

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ସୋଆ

ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ରାଙ୍କିଙ୍ଗରେ ସ୍ଥାନ ପାଇଛି ସୋଆ । ଏହି ର‌୍ୟାଙ୍କିଙ୍ଗ୍‌ରେ ୧୨୦୧ ରୁ ୧୪୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ଓଡ଼ିଶାର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ଏହି ରାଙ୍କିଙ୍ଗରେ ସ୍ଥାନ ପାଇଛି । ଓଡ଼ିଶାର କେବଳ ଦୁଇଟି...

Soan; New DG ESIC

0

New Delhi: Kamal Kishore Soan, a senior IAS officer from Jharkhand Cadre (Batch : 1998) currently serving as an Additional Secretary and Director General, Labour Welfare in the Ministry of Labour & Employment, took over the additional charge of Director General of Employees’ State Insurance Corporation (ESIC) under Ministry of Labour & Employment, on 31.05.2024. He has got vast experience...

ନୂଆ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସଜଡ଼ା

ଭୁବନେଶ୍ୱର : ରାଜ୍ୟ ସଚିବାଳୟର ତୃତୀୟ ମହଲାରେ ଏବେ ତିନିଦିନ ଧରି ଜୋର୍‍ଦାର କାମ ହେଉଛି । ଜୁନ୍‍ ୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣାରୁ ବିଜେପି ସରକାର ଗଢିବା ସ୍ପଷ୍ଟ ହୋଇଯିବାପରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜନ ଚାଲିଛି । କ୍ଷମତାର ପ୍ରାଣକେନ୍ଦ୍ର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କାର୍ଯ୍ୟରେ ପୂର୍ତ୍ତ ବିଭାଗ ପୂର୍ଣ୍ଣ ପ୍ରାଣରେ ଲାଗିଛି । ସାଧାରଣ ପ୍ରଶାସନ ଓ ସଂସଦୀୟ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି...

107 Crorepaties Became MLAs

Bhubaneswar: As many as 107 crorepati candidates are set to enter into new Assembly after winning in the recently concluded elections in the State, according to a report released by Odisha Election Watch in association with the Association for Democratic Reforms (ADR). The number of crorepatis has increased in the last four Assembly elections in the State from 22 percent...

Naveen Changes Strategy

Bhubaneswar: When BJD Veteran A U Singh Deo met BJD Supremo Naveen Patnaik, he strongly felt that his child hood friend has changed his strategy. Shir Singh Deo directly went to Naveen Niwas and stayed there for more than two hours. Both the friends had long chat over various issues. However Shri Singhdeo was tightlipped about the conversation and he quipped...

ଶୀଘ୍ର ଖୋଲିପାରେ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର : ଓଡ଼ିଶାର ନୂଆ ମନ୍ତ୍ରୀମଣ୍ଡଳ ଆସନ୍ତା ୧୦ ତାରିଖରେ ଶପଥ ନେବାଦିନ ପୁରୀ ଶ୍ରୀମନ୍ଦିରର ଚାରୋଟି ଯାକ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲିପାରେ । ଏଠାରେ ଉଲ୍ଲେଖନୀୟ ଯେ ନିର୍ବାଚନ ପ୍ରଚାର ସମୟରେ ବିଜେପିର ତୁଙ୍ଗ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକଥା ଘୋଷଣା କରିଥିଲେ । ଶ୍ରୀମନ୍ଦିର ନିର୍ମାଣ ସମୟରୁ ୪ଦ୍ୱାର ଦେଇ ଭକ୍ତମାନେ ଭିତରକୁ ପ୍ରବେଶ କରି ଆସୁଥିବାବେଳେ କୋଭିଡ୍‍ ସମୟରୁ କଟକଣା ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବାପରେ ଚାରୋଟିଯାକ...

ସମ୍‌ରେ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ପେଡିଆଟ୍ରିକ୍ସ, ୟୁନିସେଫ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଗତ ଜୁନ୍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପରିବେଶର ପ୍ରଭାବ’ ଶୀର୍ଷକ ଏକ ସିଏମଇ ହାଇବ୍ରିଡ୍ ମୋଡ୍‌ରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆଇଏପି ଭୁବନେଶ୍ୱର ଶାଖାର...

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏଆଇ ପ୍ରକଳ୍ପ

0

ଭୁବନେଶ୍ୱର : ଜଙ୍ଗଲ ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ପ୍ରୟୋଗ କରି ଓଡ଼ିଶାରେ ବିଶେଷ ସଫଳତା ହାସଲ କରାଯାଇଥିôବାରୁ କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌଭାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସର୍ବଭାରତୀୟ ସମୀକ୍ଷା ବୈଠକରେ ପ୍ରଶଂସା କରାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ, ଶିମିଳିପାଳ ଅଭୟାରଣ୍ୟକୁ ଓଡ଼ିଶା ସରକାର ଏ ପ୍ରସଙ୍ଗରେ ଏକ ପାଇଲଟ୍‍ ପ୍ରୋଜେକ୍ଟ ଭାବେ ନେଇଛନ୍ତି । ଏଥିଲାଗି ୨୩କୋଟି ଟଙ୍କାର ଅଟକଳ ଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ୮କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।...