ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର : କଂଗ୍ରେସ ଆଜି ୫ଟି ବିଧାନସଭା ଆସନରେ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଏହିସବୁ ଆସନଗୁଡିକ ହେଲା ଜଳେଶ୍ୱର, ନିଳଗିରି, ବରୀ, ଆଠମଲ୍ଲିକ ଓ ପୁରୀ । ଜଳେଶ୍ୱର ଆସନରେ କଂଗ୍ରେସ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦଙ୍କୁ ପ୍ରାର୍ଥୀ କରିଥିବାବେଳେ ଏବେ ତାଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ନୀଳଗିରିରେ ଅକ୍ଷୟ ଆଚାର୍ଯ୍ୟଙ୍କୁ ନୂଆ ପ୍ରାର୍ଥୀ କରିଛି । ବରୀ ଆସନରେ କଂଗ୍ରେସ ପୂର୍ବରୁ ଶ୍ରୀମତୀ ଆରତୀ ଦେଓଙ୍କ ପ୍ରାର୍ଥୀ କରିଥିଲା । ଆଜି ତାଙ୍କ ସ୍ଥାନରେ...
Odisha Needs Modi Care
Bhubaneswar: Union External Affairs Minister S Jaishankar today said that Odisha needs a Government which can partner with Modi Government at Centre. Speaking to media persons here, Shri Jaishankar said Odisha needs a good governance, corruption -free government to properly utilise the State’s vast and rich resources. Despite huge and rich mineral resources, Odisha is lagging in many sectors of...
Army(R) Guards For N’Kanan
Bhubaneswar: Following a serious attack on senior forest officials inside the Nandankanan Zoological Park, the Forest Department has decided for deployment of retired army personnel inside the zoo. Speaking to the media here, Principal Chief Conservator of Forests (PCCF) Susanta Nanda today informed that retired army officials will be deployed immediately. The armed personnel will roam inside the zoo to provide...
Malvika Tops Rich List
Bhubaneswar: As many as 17 crorepati candidates are in the race for four Lok Sabha constituencies, which will go for election in the first phase in Odisha on May 13, according to a report of ADR. In its first report on elections in Odisha, Association for Democratic Reforms (ADR) said 37 candidates have remained in fray for the Nabarangpur, Berhampur,...
ଆସୁଛନ୍ତି ମୋଦୀ, ନଡ୍ଡା
ଭୁବନେଶ୍ୱର : ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା...
ଆଶା ଛାଡି ନାହାନ୍ତି ଅସନ୍ତୁଷ୍ଟ
ଭୁବନେଶ୍ୱର : ଦଳୀୟ ଟିକଟରୁ ବଞ୍ଚିତ ହୋଇଥିବା ନେତାମାନେ ଏବେ ବି ଟିକଟ ପାଇବାର ଆଶା ଛାଡି ନାହାନ୍ତି । ଏଥିପାଇଁ କିଏ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରୁଛି ତ ଆଉ କିଏ ସମର୍ଥକଙ୍କୁ ଏକାଠି କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛି । ବିଜୁ ଜନତା ଦଳ ତାହାର ଦେବଗଡ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇ ଦେଇଥିବାବେଳେ ବିଜେପି ତାହାର ରଣପୁର ପ୍ରାର୍ଥୀଙ୍କୁ ବଦଳାଇଛି । ସେହିଭଳି ବିଜେପି ନୀଳଗିରିରେ ଶେଷ ମୂହୂର୍ତ୍ତରେ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳୀୟ ଟିକଟ ଦେଇ...
Center Lifts Onion Export Ban
New Delhi: Director General Foreign Trade (DGFT) Santosh Sarangi has lifted the ban on onion exports but imposed a minimum export price (MEP) of $550 per ton. In August, 2023 India had imposed a 40 per cent export duty on onions up to 31 December, 2023. "The export policy of onions is amended from prohibited to free subject to MEP of...
ଘରୁ ଭୋଟ ଦେବେ ୪୧୫୮
ଭୁବନେଶ୍ୱର : ଯେଉଁ ମତଦାତାମାନେ ମତଦାନ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ‘ଘରୁ ମତାଦନ’ (ହୋମ୍ ଭୋଟିଙ୍ଗ୍)ର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବରିଷ୍ଠ...
ନିର୍ବାଚନ ଦେଖିବା ପାଇଁ ଆସିଛନ୍ତି ୭୫ ପ୍ରତିନିଧି
ନୂଆଦିଲ୍ଲୀ : ନିର୍ବାଚନୀ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚ ମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ଦେଇଛନ୍ତି । ଏହି କ୍ରମରେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକ ପାଇଁ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଲାଗି ଏକ ସୁବର୍ଣ୍ଣ ସଂଯୋଗ ସେତୁ ପ୍ରଦାନ କରିଛନ୍ତି । ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ଆଗନ୍ତୁକ କାର୍ଯ୍ୟକ୍ରମ ବା ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମ (ଆଇଇଭିପି) ଆୟୋଜନ...
କଂଗ୍ରେସରେ ଦେବାଶିଷ ନାୟକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଭବନ ଠାରେ ଆୟୋଜିତ ମିଶ୍ରଣପର୍ବରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ପିସିସି ମିଡିଆ ସେଲ ପ୍ରଭାରୀ ବବିତା ଶର୍ମା,ଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ପ୍ରଭାରୀ ଡ. ଅଜୟ କୁମାର ଦଳକୁ ସ୍ୱାଗତ କରି...










