Window Clears Power Projects

0

Bhubaneswar: In a major stride towards a sustainable energy future, the Single Window Committee (SWC) of the Energy Department, chaired by Principal Secretary Vishal Kumar Dev today approved investment proposals worth Rs.903.41 crores. This substantial investment aims to establish transformative green energy projects, reinforcing the state's commitment to meeting its RE target of 10 GW by 2030. In its 6th meeting,...

ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା

0

ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପ୍ରତି ଘରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେ ନେଇ ଆଜି ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍. କେ. ଲୋହାନି ଙ୍କ ସହ  ଆଲୋଚନା କରିଛନ୍ତି । ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ସହିତ ଜଳ ଯୋଗାଣ ନେଇ ଯେଉଁସବୁ ସ୍ଥାନରେ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ...

ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ

ଭୁବନେଶ୍ୱର: ବିଜେଡି ସରକାର ୨୫ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ସତ୍ୱେ ରାଜ୍ୟର ସାମୁହିକ ସ୍ୱାର୍ଥକୁ ଅଣଦେଖା କରି ଚାଲିଥିଲା । ଫଳସ୍ୱରୁପ ଓଡିଶାର ବିକାଶ ବାଧାପ୍ରାପ୍ତ ହେଲା । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ ନେତାମାନେ ସ୍ୱର୍ଣ୍ଣଗର୍ଭା ଓଡିଶାକୁ ଲୁଟ୍ କରିଛନ୍ତି । ବିଜେଡି ଶାସନରେ ଅଣନିଶ୍ୱାସୀ ଓଡିଶାବାସୀ ପରିବର୍ତନ ମୁହାଁ ହୋଇ ବିଜେପିକୁ ଶାସନ ଭାର ଦେଲେ ।  ଆଜି ଯେତେବେଳେ ଧୀରେ ଧୀରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ସାମ୍ନାକୁ...

୯୦୦ କୋଟିର ଅକ୍ଷୟଶକ୍ତି ପ୍ରକଳ୍ପ ଅନୁମୋଦିତ

0

ଭୁବନେଶ୍ୱର : ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୧୦୨.୨୨ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୯୦୩ .୪୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି । ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଉତ୍ସର୍ଗୀକୃତ ଏହି ଅର୍ଥ ବିନିଯୋଗ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି । ଏହି ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ...

Nandankanan Mourns ‘Sara’

0

Bhubaneswar: The authority of Nandankanan Zoological Park expressed deep grief over the passing of Sara, a cherished wild tigress and an integral part of the Nandankanan family. On February 29 this year, Sara was observed to be dull, unable to stand, and had labored breathing. After treatment with antibiotics and supportive therapy, she stood and accepted meat on March 3,...

ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ସମ୍ମାନିତ

0

ଭୁବନେଶ୍ୱର : ସାରା ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିବା ସହ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବିଭିନ୍ନ ହସ୍ପିଟାଲ୍ ଏବଂ ସେଠାରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ‘ଟାଇମ୍ସ ହେଲଥ ଆଇକନ୍ ଓଡ଼ିଶା ୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି । ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ ଏବଂ ଶୀତଳାପଲ୍ଲୀ କ୍ୟାମ୍ପସ୍‌କୁ ଏମର୍ଜିଂ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ସମ୍ମାନ ପ୍ରଦାନ କରାଯାଇଛି । ଫୁଲନଖରା...

ପାନୀୟ ଜଳ  ସ୍ଥିତି  ଯାଞ୍ଚ କଲେ ମନ୍ତ୍ରୀ

0

ଭୁବନେଶ୍ୱର :  ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମନ୍ତ୍ରୀ  ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଗୁରୁବାର ବାସୁଆଘାଇ ସ୍ଥିତ  ଓଡ଼ିଶା  ଅର୍ବାନ ଆକାଡ଼େମୀ ପରିସରରେ ଏକ  ସମୀକ୍ଷା  ବୈଠକ  ଅନୁଷ୍ଠିତ  ହୋଇଯାଇଛି । ଆୟୋଜିତ ବୈଠକରେ ଓଡ଼ିଶାରେ ପାନୀୟ  ଜଳ ଏବଂ  ବର୍ଜ୍ୟ ଜଳ ନିଷ୍କାସନର  ସ୍ଥିତି  ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।      ଏହି ବୈଠକରେ ଅତିରକ୍ତ ଶାସନ ସଚିବ ଶ୍ରୀ ଜି ମାଥୀ ଭାଥନନ୍  ମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶାରେ ଜଳର ଯାତ୍ରା ସମ୍ପର୍କିତ...

ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ବିଭ୍ରାନ୍ତିକର

ଭୁୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା । ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ ତଳମୁଣ୍ଡରେ...

ରାଜ୍ୟରେ ବୁଲିବ କୌଶଳ ରଥ

ଭୁବନେଶ୍ୱର : ଜୁଲାଇ ୧୫ ତାରିଖରେ “ବିଶ୍ୱ ଯୁବ ଦକ୍ଷତା ଦିବସ’’ ଅବସରରେ କୌଶଳ ରଥ ଦୁଇଗୋଟି ବସ୍‌ ଦ୍ୱାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ। ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବଅଛି ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଉଚ୍ଚ ଶିକ୍ଷାଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି...

CM On Delhi Visit

Bhubaneswar: After taking oath as new Chief Minister of the State, Mohan Charan Majhi today went to New Delhi on a three-day official trip. Two Deputy Chief Ministers, Kanak Vardhan Singh Deo and Pravati Parida have also accompanied the CM in this official trip to the national capital. They left for Delhi this evening.   The Chief Minister will meet President...