OSCSC On Fiscal Stress

0

Bhubaneswar: Odisha State Civil Supplies Corporation (OSCSC), the major procuring agency of the Government of Odisha is under financial stress as it is yet to receive Rs 9653 crore as provisional subsidy from Government of India. Further, advance subsidy due to the State for the quarter ending June, 2024 is Rs 495 crore, which is also yet to be released...

ଧାନ କିଣା ପାଇଁ ଅର୍ଥ ଚିନ୍ତା

0

ଭୁବନେଶ୍ୱର : ଆଗାମୀ ଖରିଫ ଋତୁରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ ବୋଲି ନୂଆ ସରକାର ଘୋଷଣା କରିଥିବାବେଳେ ଧାନ କିଣୁଥିବା ଓଡିଶା ଯୋଗାଣ ନିଗମ ଏବେ ଏ ବାବଦ ଅର୍ଥ କେନ୍ଦ୍ରରୁ ନପାଇ ଋଣ ବୋଝରେ ବୁଡିଗଲାଣି । ଧାନ କିଣା ବାବଦରେ କେନ୍ଦ୍ରରୁ ପାଇବାକୁ ଥିବା ଟଙ୍କା ତୁରନ୍ତ ନମିଳିଲେ ଧାନ କିଭଳି କିଣାଯିବ ତାହାକୁ ନେଇ କର୍ତ୍ତୃପକ୍ଷ ଏବେ ଚିନ୍ତାରେ । ରାଜ୍ୟରେ ଚାଷୀଙ୍କ ଠାରୁ ଯୋଗାଣ ନିଗମ ଧାନ କିଣିଥାଏ ।...

ବନ୍ୟା ନିୟନ୍ତ୍ରଣ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଭୁବନେଶ୍ୱର: ମାହାଙ୍ଗାର ମାନ୍ୟବର ବିଧାୟକ ଶ୍ରୀ ସାରଦା ପ୍ରଧାନ ଆଜି ସେଚ ସଦନ ଠାରେ  ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ।  ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ଵିପାଞ୍ଚଳ, ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳ, ଗୋବରୀ ମଇଯୋରା ସମେତ ସମସ୍ତ ପାଟନାଳୀ ରୁ ଜଳ ନିଷ୍କାସନ ଓ ତତ୍ ସହିତ ପଟ୍ଟାମୁଣ୍ଡାଇ କେନାଲ , କେନ୍ଦ୍ରାପଡ଼ା କେନାଲ ଓ ସମସ୍ତ ଶାଖା କେନାଲକୁ ଲାଇନିଂ କରାଯାଇ ସମସ୍ତ ଚାଷଜମି କୁ କିପରି ଜଳ...

ଘର ପାଇଁ ନୂଆ ନେତା ହରବର

0

ଭୁବନେଶ୍ୱର : ନିର୍ବାଚନ ହାରିଥିବା ବହୁ ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନଙ୍କ ମଧ୍ୟରୁ ଅନେକ ସରକାରୀ ବାସଗୃହ ଛାଡିବାକୁ କୁନ୍ଥୁ କୁନ୍ଥୁ ହେଉଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଜଧାନୀରେ ବଙ୍ଗଳାଟିଏ ମିଳିପାରୁ ନାହିଁ । ଆଗାମୀ ଅଗଷ୍ଟମାସ ସୁଦ୍ଧା ଏହି ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ବଙ୍ଗଳା ପାଇବା ଘେନି ସନ୍ଦେହ ଉପୁଜିଛି । ବିଧି ବ୍ୟବସ୍ଥା ମୁତାବକ ମନ୍ତ୍ରୀତ୍ୱରୁ ବିଦା ହେବାପରେ ପୂର୍ବତନ ମନ୍ତ୍ରୀମାନେ ମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ବଙ୍ଗଳା ଖାଲି କରିଦେବାକଥା । କିନ୍ତୁ ବହୁ ପୂର୍ବତନ ମନ୍ତ୍ରୀ ବର୍ଷ...

ସୋଆ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁ ଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ କର୍ପୋରେଟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇ...

PM Modi Lauds Om Birla

0

New Delhi: Prime Minister, Narendra Modi congratulated Shri Om Birla on being elected as the Speaker of the Lok Sabha for the second time. He expressed confidence that the house would greatly benefit from the newly elected speaker’s insights and experience. Shri Modi in a post on X wrote: "I would like to congratulate Shri Om Birla Ji on being elected...

ବଜେଟ୍‍ ପାଇଁ ପ୍ରସ୍ତାବ ଦିଅ

0

ଭୁବନେଶ୍ୱର : ନୂଆ ସରକାର ବିଧାନସଭାରେ ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗକୁ ଜୁନ୍ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି। ୨୦୨୩-୨୪ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ପ୍ରସ୍ତୁତି ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍), ବିଭିନ୍ନ ବିଭାଗର...

Dev Seeks Budget Proposals

0

Bhubaneswar: As the new Government is all set to present its first Annual Budget of the State in Odisha Legislative Assembly, Principal Secretary Finance, Vishal Kumar Dev has asked all the Departments to submit their proposals by June end.   Principal Secretary Shri Dev has written a letter to all Additional Chief Secretaries (ACSs), Principal Secretaries and Secretaries of various...

Plea For Bhandar Repair

0

Puri: Pradmashree Sudarsan Pattnaik today wrote a letter to Chief Minister Mohan Charan Majhi for immediate repair and maintenance work of Ratna Bhandar of Jagannath temple, Puri. Renowned Sand Sculptor Shri Pattnaik, a Member of Shree Jagannath Temple Managing Committee, congratulated the Chief Minister for taking the significant decision to open four doors of the temple of Mahaprabhu Jagannath, Puri...

Ahuja Returns Odisha

Bhubaneswar: Veteran IAS Officer Manoj Ahuja has returned to Parent Cadre on request of the Odisha Government. 1990 Batch IAS Shri Ahuja was serving as Union Secretary in the Ministry of Agriculture and Farmers’ Welfare. Shri Ahuja is tipped for a crucial assignment in the State Administration, officials point out. Shri Ahuja was serving in Union Government since 2017 and on request...