ରାଜ୍ୟରେ ବର୍ଷା ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ସମ୍ପର୍କିତ ସତର୍କ ସୂଚନା ଜନସାଧାରଣ ତଥା କୃଷକମାନଙ୍କ ନିକଟରେ କିପରି ଏହାର ବିଶ୍ୱସନୀୟତା ବୃଦ୍ଧି କରାଯାଇପାରିବ ସେ ଦିଗରେ ଦୃଷ୍ଟିଦେବା ଉଚିତ । ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ଆଜି ଧାନର ତଳି ପକାଇ ପାରୁନାହିଁ । ପାଣିର ଅଭାବ ଦେଖାଦେଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ମେଗା ଜଳସେଚନ...

ନୂଆ ଅପରାଧିକ ଆଇନ ସମ୍ପର୍କିତ କର୍ମଶାଳା

0

ଭୁବନେଶ୍ୱର : ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ବୃଦ୍ଧି ପାଇଛି । ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଥିବା କାରଣରୁ ସାମ୍ବାଦିକମାନେ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ କରିବା ଉଚିତ୍‌ ବୋଲି କହିଛନ୍ତି ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ, କମାଣ୍ଡାଣ୍ଟ ଜେନେରାଲ (ଗୃହରକ୍ଷୀ), ନିର୍ଦ୍ଦେଶକ (ବେସାମରିକ ପ୍ରତିରକ୍ଷା) ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ‘‘ତିନୋଟି ନୂଆ ଅପରାଧିକ ଆଇନ’’ ଉପରେ ଆୟୋଜିତ ଗଣମାଧ୍ୟମ...

ଏଟିଏଲସିର ୧୦୦ ଦିନିଆ ଯୋଜନା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୧୦୦ ଦିନିଆ ଯୋଜନା ଅଧୀନରେ ସହରସ୍ଥିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି) ପାଇଁ ଏକ ନୂତନ ଏକାଡେମିକ୍ ସେଣ୍ଟର ଏବଂ ଭାଷା ପରୀକ୍ଷାଗାର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିକଟରେ ମନ୍ତ୍ରୀପଦ ଦାୟିତ୍ୱ ଗ୍ରହଣ କରି ଆଦିବାସୀ ଭାଷା ଓ ସଂସ୍କୃତି ପାଇଁ ବିଶେଷ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ...

100 Days Plan For ATLC

Bhubaneswar: Keen to work exclusively on a mission for tribal language and culture, Minister of ST & SC Development, Minorities & Backward Classes Welfare Department, School and Mass Education and Social Security & Empowerment of Persons with Disabilities, Nityananda Gond, has directed establishment of a new Academic Centre and Language Laboratory for the city-based Academy of Tribal Languages and...

BJD MPs Rush To Well

0

New Delhi: Upping arms against the BJP-led Central Government over irregularities in conduct of NEET. Biju Janata Dal (BJD) MPs today strongly protested against the Centre and also went to the Well of the Rajya Sabha.    “Protesting the corruption and irregularities in #NEET exam, affecting the lives of millions of students in India, the Biju Janata Dal Rajya Sabha...

ଅଚଳ ଅବସ୍ଥାରେ ଓଡିଶା ନାଇଲିଟ

0

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାପାଇଁ ରାଜଧାନୀରେ ଖୋଲିଥିବା କେନ୍ଦ୍ର ସରକାରଙ୍କ ନେସନାଲ ଇନଷ୍ଟ୍ୟୁଟ ଅଫ୍‍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (ନାଇଲିଟ) କେନ୍ଦ୍ରଟି ଏବେ ପ୍ରାୟ ଅଚଳ ଅବସ୍ଥାରେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘଦିନ ଧରି ଏହି କେନ୍ଦ୍ରୀୟ ସଂସ୍ଥା ସାର୍ଟିଫିକେଟ ପ୍ରଦାନ କରିପାରୁନଥିବାବେଳେ ‘ଏ ଲେଭଲ୍‍’ ଭଳି ପାଠ୍ୟକ୍ରମ ପଢିବାପାଇଁ ଏଠାରେ ପିଲା ଆଗ୍ରହୀ ହେଉନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି ପ୍ରଶିକ୍ଷଣ ସଂସ୍ଥାଟି ସମ୍ପୂର୍ଣ୍ଣ ରୂପେ ଅତିଥି ଅଧ୍ୟାପକଙ୍କ ଉପରେ ନିର୍ଭରଶୀଳ...

Sharma Slams BJD

0

Bhubaneswar: State BJP Spokesperson Sajjan Sharma said the BJD is making statements on River Mahanadi to cover up the corruption that took place in the name of Green Mahanadi. BJD Government did not pursue any option seriously to resolve it, pointed out . He had also stated that the previous BJD Government neither held any meeting with the Chhattisgarh government in...

BJD Targets BJP On Mahanadi

Bhubaneswar: A day after Revenue Minister Suresh Pujari blamed previous BJD Government for the delay in resolution of Mahanadi water dispute, principal Opposition BJD today urged the BJP Government to resolve the dispute as it has a triple engine government at State, Chhattisgarh and the Centre. Shri Pujari had alleged that the previous government (BJD government) did not pursue any...

ସ୍ୱାଧୀନତା ଦିବସରୁ ନିଶା ନିବାରଣ କର

0

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୪୫ ହଜାର କୋଟି ଟଙ୍କାର ଅବକାରୀ ରାଜସ୍ୱ ପାଇଥିବା ବେଳେ ନିଶା ନିବାରଣ ପାଇଁ ୫ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିନାହାନ୍ତି । ଏଥିରୁ ସରକାରୀ କଳ ନିଶା ନିବାରଣ ପରିବର୍ତ୍ତେ ନିଶା ପ୍ରସାରଣକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି । ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିହାର ଓ ଗୁଜରାଟ ଭଳି ଓଡ଼ିଶାରେ ଖୁବ୍‍ଶୀଘ୍ର...

Window Clears Power Projects

0

Bhubaneswar: In a major stride towards a sustainable energy future, the Single Window Committee (SWC) of the Energy Department, chaired by Principal Secretary Vishal Kumar Dev today approved investment proposals worth Rs.903.41 crores. This substantial investment aims to establish transformative green energy projects, reinforcing the state's commitment to meeting its RE target of 10 GW by 2030. In its 6th meeting,...