Know The New CS

Bhubaneswar: When a Top Notch Administrator asked about 1990 Batch IAS Manoj Ahuja’s reputation in Odisha, the former Chief Secretary said “Its superb, and he is one of the most fair and impartial mandarin in the Cadre”. Shri Ahuja has been appointed as the new Chief Secretary of Odisha. The Department of General Administration and Public Grievances have brought out...

CM Meets PM, HM

0

New Delhi: Chief Minister Mohan Charan Majhi along with Deputy Chief Ministers KV Singh Deo and Pravati Parida met Droupadi Murmu, Vice-President Jagdeep Dhankhar, Prime Minister Narendra Modi and Union Home Minister Amit Shah here. After taking the oath of office, it was the first visit of the Chief Minister to New Delhi, where he met the President, Vice-President, PM,...

ପୌର, ପଞ୍ଚାୟତ ଦଖଲ ଅଭିଯାନ

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାର ଗଢାଯିବା ପରେ ବିଭିନ୍ନ ପୌର ଓ ପଞ୍ଚାୟତିରାଜ ସଂସ୍ଥାର ବହୁ ଅଣ ବିଜେପି ନିର୍ବାଚିତ ସଦସ୍ୟ ବିଜେପିରେ ଯୋଗଦେବାକୁ ସଜବାଜ ହେଲେଣି । ସେମାନଙ୍କୁ ଆପଣେଇ ନେଇ ବିଜେପି ମଧ୍ୟ ବହୁ ପୌର ଓ ପଞ୍ଚାୟତିରାଜ ସଂସ୍ଥା ଦଖଲ କରିପାରେ । ଏହି କାର୍ଯ୍ୟକ୍ରମର ମୂଳଦୂଆ ଭବାନୀପାଟଣା ପୌରସଂସ୍ଥାରୁ ଆରମ୍ଭ ହେଉଛି । ଭବାନୀପାଟଣା ପୌରସଂସ୍ଥାର ପୌରାଧ୍ୟକ୍ଷା ବିଜେଡି ଦଳର । ତାଙ୍କ ବିରୁଦ୍ଧରେ ଏବେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାୟ ୨୦ଜଣ କାଉନସିଲର ମେଳି...

ନିର୍ଦ୍ଦେଶ ମାନୁ ନାହାନ୍ତି ମଦଦୋକାନୀ

0

ଭୁବନେଶ୍ୱର : ରାଜ୍ୟରେ ମଦ ବନ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଜଧାନୀରେ ମଦୁଆଙ୍କୁ ଜବତ ପାଇଁ କମିଶନରେଟ ପୁଲିସ୍‍ ଜାରି କରିଥିବା ନିର୍ଦ୍ଦେଶନାମାକୁ ଅଧିକାଂଶ ମଦଦୋକାନୀ ମାନୁ ନାହାନ୍ତି । ଏହି ନିର୍ଦ୍ଦେଶନାମା ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଜାରି କରିଥିଲେ । ରାଜ୍ୟରେ ମଦୁଆଙ୍କ ଉତ୍ପାତ ଓ ଅପରାଧକୁ ଦୃଷ୍ଟିକୁ ରଖି ଜାରି ହୋଇଥିବା ବିଜ୍ଞପ୍ତିରେ ମଦ ଦୋକାନୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ ମଦ ଦୋକାନ ନିକଟରେ ଚାଖଣା ଦୋକାନ ରହିବ ନାହିଁ...

ରଥଯାତ୍ରା ପାଇଁ ୩୧୫ ଟ୍ରେନ

ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟ ୬ ଜୁଲାଇରୁ ୧୯ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଯାତ୍ରା ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି । ଚଳିତ ବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଉଛି । ପୂର୍ବ ରଥ ଯାତ୍ରା ଉତ୍ସବରୁ ଅଭିଜ୍ଞତାକୁ ନଜରକୁ ନେଇ ପୂର୍ବତଟ ରେଳପଥ ଓଡିଶାର ବିଭିନ୍ନ ସ୍ଥାନ ସହିତ ପଡୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ...

Ahuja New Chief Secretary

Bhubaneswar: Veteran IAS Officer Manoj Ahuja has been appointed as Chief Secretary Odisha. On his return to Parent Cadre on request of the Odisha Government, Shri Ahuja has been given the post of Head of State Bureaucracy. General Administration & Public Grievance Department has brought out a notification in this regard on 28 June. 1990 Batch IAS Shri Ahuja was serving as...

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଅହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ନିଜସ୍ବ କ୍ୟାଡରକୁ ଫେରିବା ପରେ ଶ୍ରୀ ଅହୁଜାଙ୍କୁ ରାଜ୍ୟ ଅମଲାତନ୍ତ୍ରର ମୁଖ୍ୟ ପଦ ଦିଆଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ୨୮ ଜୁନ୍ ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ୧୯୯୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ଅହୁଜା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ କେନ୍ଦ୍ର ସଚିବ ଭାବରେ କାର୍ଯ୍ୟ କରୁଥିଲେ। ଶ୍ରୀ ଅହୁଜା ୨୦୧୭ ମସିହାରୁ...

ପୁରୀ ହେବ ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର

0

ପୁରୀ : ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ  ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ମାନଙ୍କ ଗାଡି ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାରୁ ବିଭିନ୍ନ...

Guruji Releases Digital Albums

0

New Delhi: Guruji Chandra Bhanu Satpathy released two digital albums titled "Shri Guru Bhagwat Koshali" and "Shri Guru Bhagwat Chhattisgarhi" at Sai Ka Aangan, Gurgaon. These musical renditions from Shri Guru Bhagwat feature the initial prayers of Shri Guru Bhagwat, with Dr. Satpathy serving as the lyricist and music composer. The event began with Dr. Satpathy lighting the lamp,...

ରାଜ୍ୟରେ ବର୍ଷା ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ଚାଷର ସ୍ଥିତି ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ସମ୍ପର୍କିତ ସତର୍କ ସୂଚନା ଜନସାଧାରଣ ତଥା କୃଷକମାନଙ୍କ ନିକଟରେ କିପରି ଏହାର ବିଶ୍ୱସନୀୟତା ବୃଦ୍ଧି କରାଯାଇପାରିବ ସେ ଦିଗରେ ଦୃଷ୍ଟିଦେବା ଉଚିତ । ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ଆଜି ଧାନର ତଳି ପକାଇ ପାରୁନାହିଁ । ପାଣିର ଅଭାବ ଦେଖାଦେଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ମେଗା ଜଳସେଚନ...