Health Survey Begins
Berhampur: An integrated survey campaign has been launched in the state. Health Minister Mukesh Mahaling inaugurated the programme from Maharaja Krishna Chandra Gajapati Medical College in Ganjam. The event was held at diamond jubilee town hall premises in Berhampur. Speaking as the chief guest at the event, Minister Shri Mahaling said that health is wealth. Everyone should be careful about...
Ahuja On Team Efforts
Bhubaneswar: Chief Secretary, Manoj Ahuja Urged the Secretaries to gear up for implementing development programs in the state in an effective manner with Team Spirit. Addressing preliminary meeting with the Secretaries of various departments at Lok Seba Bhawan here, the new CS made it clear that keeping in mind the Election Manifesto programs will be implemented in right spirit. Development Commissioner...
ସଚିବମାନଙ୍କ ସହିତ ମୁଖ୍ୟ ସଚିବଙ୍କ ବୈଠକ
ଭୁବନେଶ୍ୱର : ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର...
ଇଣ୍ଟରନେଟ୍ ସାନ୍ଧ୍ରତା ବଢାଇବାକୁ ଦାବି
ଭୁବନେଶ୍ୱର : ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ଏବେ ମାତ୍ର ୫୧ ପ୍ରତିଶତ ରହିଛି । ଏଥିଯୋଗୁଁ ମାଓ ମୁକାବିଲା ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ଯୋଗାଣ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି । ତେଣୁ ରାଜ୍ୟରେ ଇଣ୍ଟରନେଟ୍ ସାନ୍ଧ୍ରତା ବଢାଇବାପାଇଁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଟ୍ରାଇର ସର୍ବଶେଷ ଆକଳନ ଅନୁଯାୟୀ ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ୫୦.୯୭ ରହିଛି । ଜାତୀୟ ସ୍ତରରେ ଏହି...
ଏବେ ବି ରକ୍ତହୀନତା ଉଦବେଗଜନକ
ଭୁବନେଶ୍ୱର : କେବିକେ ସମେତ ରାଜ୍ୟର ୧୬ଟି ଆଦିବାସୀ ବହୁଳ ଜିଲ୍ଲାରେ ରକ୍ତହୀନତା ଜନିତ ସମସ୍ୟା ଏବେ ବି ଲାଗି ରହିଛି । ଏହିସବୁ ଜିଲ୍ଲା ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରେ ୧୫ରୁ ୪୯ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ପରିମାଣ ସର୍ବାଧିକ ୭୩ ପ୍ରତିଶତ ରହିଛି । ଦେବଗଡ ଜିଲ୍ଲାରେ ଏହା ୭୨ ପ୍ରତିଶତରୁ ଅଧିକ ରହିଥିବାବେଳେ ମାଲକାନଗିରିରେ ଏହା ୭୧ ପ୍ରତିଶତ ଉପରେ ରହିଛି । ଯେଉଁ ୧୬ଟି ଜିଲ୍ଲାରେ ସର୍ବକ୍ଷେଣ ପରେ ଏହି ରିପୋର୍ଟ ସାର୍ବଜନିତ ହୋଇଛି ସେଥି ମଧ୍ୟରେ ବଲାଙ୍ଗିର,...
Dhal; New ACS To CM
Bhubaneswar: Senior Mandarin and Chief Electoral Officer (CEO) Nikunja Bihari Dhal as Additional Chief Secretary (ACS) to the Chief Minister. The General Administration and Public Grievance (GA&PG) Department has brought out a notification to this effect. “Nikunja Bihari Dhal, IAS (RR-1993), Chief Electoral Officer and ex-officio Additional Chief Secretary to Government, Home (Election) Department is appointed as Additional Chief Secretary to...
CM To Hear Grievances
Bhubaneswar: Chief Minister Mohan Charan Majhi is going to hear public grievances at the designated grievance cell of his official residence at Unit-V from tomorrow. The grievance hearing by the Chief Minister, which has been discontinued since 2008, will now resume from tomorrow and Shri Majhi will hear public grievances on all Mondays. It will now be a Monday affair of...
Bhandar To Open Soon
Bhubaneswar: Chief Minister Mohan Charan Majhi today said that Ratna Bhandar of Puri Srimandir will be opened soon and inventory of valuable stored inside the treasury will be made. Shri Majhi said this while addressing at the Felicitation Programme organised by the BJP here to felicitate the party's newly elected MPs and MLAs. “There seems to be a question in people’s...
Ahuja Takes CS Charge
Bhubaneswar: Ace Mandarin, Manoj Ahuja has taken over as Chief Secretary, Odisha on 30 June. 1990 Batch IAS, Shri Ahuja was appointed as Head Of State Bureaucracy as Pradeep Kumar Jena supperannuates from Government service today. 1989 Batch IAS Shri Jena retires from service after a very engaging and an eventfull tenure as Chief Secretary. Shri Ahuja, has taken...
ନୂଆ ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର : ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ଜେନା ଓ...









