BNSS Dictum For Doctors

0

Bhubaneswar: The State Government has issued guidelines for proper medical examination of rape victim in accordance with the new Bharatiya Nagarik Suraksha Sanhita (BNSS), which came into effect across the country on yesterday. The Health and Family Welfare Department has recently issued a notification in this direction. As per the statutory provisions under Section 184 of the BNSS, 2023, every victim...

ରାଜ୍ୟ ମାଗିଲା ୨୮ହଜାର କୋଟି

0

ଭୁବନେଶ୍ୱର : ଓଡିଶା ଉପକୂଳରେ ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ୍‍ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପକ୍ଷରୁ କୁହାଯାଇଛି । ଏଥିପାଇଁ ଅତି କମ୍‍ରେ ୨୮,୦୦୦ କୋଟି ଟଙ୍କା ଆବଶ୍ୟକ ଯାହା କି ଗ୍ରାହକମାନଙ୍କ ଠାରୁ ଶୁଳ୍କ ଆକାରରେ ଆଦାୟ କରିବା ସମ୍ଭବପର ନୁହେଁ । ୪୮୦ କିଲୋମିଟର ଦୈର୍ଘ୍ୟ ଓଡିଶା ଉପକୂଳରେ ଛୋଟ ବଡ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି । ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ବିଦ୍ୟୁତ୍‍ ଭିତ୍ତିଭୂମି । ୧୯୯୯...

ଏସ୍‍ଟି ପ୍ରାର୍ଥୀ ପଦୋନ୍ନତିରୁ ବଞ୍ଚିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ପ୍ରଶାସନ କଳର ପକ୍ଷପାତ ନୀତି ଯୋଗୁ ଯୋଗ୍ୟତା ଓ ବରିଷ୍ଠତା ଥିଲେ ବି ଅନୁସୂଚିତ ଜନଜାତି ବର୍ଗର ବହୁ ପ୍ରାର୍ଥୀ ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ଓ ପଦୋନ୍ନତି ସୁଯୋଗରୁ ବର୍ଷବର୍ଷ ଧରି ବଞ୍ଚିତ ହେଉଥିବା ଘେନି ଗୁରୁତର ଅଭିଯୋଗ ଆସିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ଅଣସଂରକ୍ଷିତ ଆସନ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଯଦି...

President To Witness Rath Jatra

0

Bhubaneswar: President Droupadi Murmu will witness the Rath Jatra of Lord Jagannath and his siblings at Puri on July 7. The President will attend several programs during her four-day visit to Odisha, starting on July 6. On the evening of July 6, the President will grace the 96th death anniversary of Pandit Utkalmani Gopabandhu Das at Jayadeb Bhawan here while...

Grievance Hearing Begins

Bhubaneswar: More than 5,000 people from across Odisha, including differently-abled persons, lined up on Monday before the Chief Minister's Grievance Cell to present their problems to newly elected Chief Minister Mohan Charan Majhi. The Chief Minister started hearing public grievances at the CM’s Grievance Cell located at Unit-V in the city and said he would continue to listen to grievances...

Palm Tree Fall Restricted

0

Bhubaneswar: The Forest, Environment and Climate Change Department has restricted the falling of Palm trees without the permission of concerned authority. In exercise of the powers conferred by Section 45 of the Odisha Forest Act, 1972 (Odisha Act 14 of 1972), the State Government amended the Odisha Timber and Other Forest Produce Transit Rules, 1980, to enforce the order, Forest...

୫୦୦୦ରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁ ଥାଆନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ଓ ତୁରନ୍ତ...

ସମ୍ ସର୍ଜନଙ୍କ ଦ୍ୱାରା ଜଟିଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର : ଜଣେ ମେଦବହୁଳ ରୋଗୀଙ୍କର ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ସର୍ଜନମାନେ । ରୋଗୀ ଜଣଙ୍କର ମାତ୍ରାଧିକ ମେରୁଦଣ୍ଡ ଜନିତ ସମସ୍ୟା ଥିôବା ବେଳେ ତାଙ୍କର ହୃଦ ଏବଂ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ରହିଥିଲା । ଏଭଳି ସମସ୍ୟା ରହିଥିବାରୁ ନ୍ୟୁରୋସର୍ଜରୀ, କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ସର୍ଜିକାଲ୍ ଟିମ୍ ଏହାକୁ ଏକ ଆହ୍ୱାନ୍ ଭାବେ ଗ୍ରହଣ କରି ଏହି ଅସ୍ତ୍ରୋପଚାର...

GST Up By 24%

0

Bhubaneswar: Odisha records a phenomenal growth rate of 24 percent under State GST (OGST + IGST settlement) during June 2024 in comparison to the collection of State GST in June 2023. Odisha has recorded a collection of Rs 2039.71 crore under State GST (OGST + IGST Settlement) during last month against corresponding collection of Rs 1650.82 crore recorded during June...

ସମନ୍ୱିତ ସର୍ବେକ୍ଷଣ ଅଭିଯାନ ଆରମ୍ଭ

0

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସର୍ବେକ୍ଷଣ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନହଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏଥିପ୍ରତି ସମସ୍ତେ ଯନିବାନ ହେବା ଉଚିତ । ସମନ୍ୱିତ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ...