୫୦୦୦ରୁ ଅଧିକ ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି। ଲୋକଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣୁ ଥାଆନ୍ତି, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି ଓ ତୁରନ୍ତ...
ସମ୍ ସର୍ଜନଙ୍କ ଦ୍ୱାରା ଜଟିଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଜଣେ ମେଦବହୁଳ ରୋଗୀଙ୍କର ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ର ସର୍ଜନମାନେ । ରୋଗୀ ଜଣଙ୍କର ମାତ୍ରାଧିକ ମେରୁଦଣ୍ଡ ଜନିତ ସମସ୍ୟା ଥିôବା ବେଳେ ତାଙ୍କର ହୃଦ ଏବଂ ସ୍ନାୟୁ ଜନିତ ସମସ୍ୟା ମଧ୍ୟ ରହିଥିଲା । ଏଭଳି ସମସ୍ୟା ରହିଥିବାରୁ ନ୍ୟୁରୋସର୍ଜରୀ, କାର୍ଡିଓଲୋଜି ଓ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ସର୍ଜିକାଲ୍ ଟିମ୍ ଏହାକୁ ଏକ ଆହ୍ୱାନ୍ ଭାବେ ଗ୍ରହଣ କରି ଏହି ଅସ୍ତ୍ରୋପଚାର...
GST Up By 24%
Bhubaneswar: Odisha records a phenomenal growth rate of 24 percent under State GST (OGST + IGST settlement) during June 2024 in comparison to the collection of State GST in June 2023. Odisha has recorded a collection of Rs 2039.71 crore under State GST (OGST + IGST Settlement) during last month against corresponding collection of Rs 1650.82 crore recorded during June...
ସମନ୍ୱିତ ସର୍ବେକ୍ଷଣ ଅଭିଯାନ ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସର୍ବେକ୍ଷଣ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନହଲ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ମହାଲିଙ୍ଗ କହିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏଥିପ୍ରତି ସମସ୍ତେ ଯନିବାନ ହେବା ଉଚିତ । ସମନ୍ୱିତ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ...
Health Survey Begins
Berhampur: An integrated survey campaign has been launched in the state. Health Minister Mukesh Mahaling inaugurated the programme from Maharaja Krishna Chandra Gajapati Medical College in Ganjam. The event was held at diamond jubilee town hall premises in Berhampur. Speaking as the chief guest at the event, Minister Shri Mahaling said that health is wealth. Everyone should be careful about...
Ahuja On Team Efforts
Bhubaneswar: Chief Secretary, Manoj Ahuja Urged the Secretaries to gear up for implementing development programs in the state in an effective manner with Team Spirit. Addressing preliminary meeting with the Secretaries of various departments at Lok Seba Bhawan here, the new CS made it clear that keeping in mind the Election Manifesto programs will be implemented in right spirit. Development Commissioner...
ସଚିବମାନଙ୍କ ସହିତ ମୁଖ୍ୟ ସଚିବଙ୍କ ବୈଠକ
ଭୁବନେଶ୍ୱର : ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର...
ଇଣ୍ଟରନେଟ୍ ସାନ୍ଧ୍ରତା ବଢାଇବାକୁ ଦାବି
ଭୁବନେଶ୍ୱର : ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ଏବେ ମାତ୍ର ୫୧ ପ୍ରତିଶତ ରହିଛି । ଏଥିଯୋଗୁଁ ମାଓ ମୁକାବିଲା ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ଯୋଗାଣ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି । ତେଣୁ ରାଜ୍ୟରେ ଇଣ୍ଟରନେଟ୍ ସାନ୍ଧ୍ରତା ବଢାଇବାପାଇଁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଟ୍ରାଇର ସର୍ବଶେଷ ଆକଳନ ଅନୁଯାୟୀ ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ୫୦.୯୭ ରହିଛି । ଜାତୀୟ ସ୍ତରରେ ଏହି...
ଏବେ ବି ରକ୍ତହୀନତା ଉଦବେଗଜନକ
ଭୁବନେଶ୍ୱର : କେବିକେ ସମେତ ରାଜ୍ୟର ୧୬ଟି ଆଦିବାସୀ ବହୁଳ ଜିଲ୍ଲାରେ ରକ୍ତହୀନତା ଜନିତ ସମସ୍ୟା ଏବେ ବି ଲାଗି ରହିଛି । ଏହିସବୁ ଜିଲ୍ଲା ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରେ ୧୫ରୁ ୪୯ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ପରିମାଣ ସର୍ବାଧିକ ୭୩ ପ୍ରତିଶତ ରହିଛି । ଦେବଗଡ ଜିଲ୍ଲାରେ ଏହା ୭୨ ପ୍ରତିଶତରୁ ଅଧିକ ରହିଥିବାବେଳେ ମାଲକାନଗିରିରେ ଏହା ୭୧ ପ୍ରତିଶତ ଉପରେ ରହିଛି । ଯେଉଁ ୧୬ଟି ଜିଲ୍ଲାରେ ସର୍ବକ୍ଷେଣ ପରେ ଏହି ରିପୋର୍ଟ ସାର୍ବଜନିତ ହୋଇଛି ସେଥି ମଧ୍ୟରେ ବଲାଙ୍ଗିର,...
Dhal; New ACS To CM
Bhubaneswar: Senior Mandarin and Chief Electoral Officer (CEO) Nikunja Bihari Dhal as Additional Chief Secretary (ACS) to the Chief Minister. The General Administration and Public Grievance (GA&PG) Department has brought out a notification to this effect. “Nikunja Bihari Dhal, IAS (RR-1993), Chief Electoral Officer and ex-officio Additional Chief Secretary to Government, Home (Election) Department is appointed as Additional Chief Secretary to...










