ବାତିଲ ହେଲା ଡାକ୍ତରଙ୍କ ଦଣ୍ଡବିଧାନ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଜଣେ କର୍ତ୍ତବ୍ୟପରାୟଣ ଡାକ୍ତରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ନିୟମ ବର୍ହିଭୂତ ଭାବେ ଦଣ୍ଡବିଧାନ କରାଯାଇ ପଦୋନ୍ନତିରୁ ବଞ୍ଚିତ କରାଯାଇଛି । ଦଣ୍ଡବିଧାନ ବିରୁଦ୍ଧରେ ସମ୍ପୃକ୍ତଡାକ୍ତର କରିଥିବା ଆବେଦନକୁ ଓଡିଶା ହାଇକୋର୍ଟ ଗ୍ରହଣ କରି ଦଣ୍ଡବିଧାନକୁ ବାତିଲ କରିଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଡାକ୍ତର ନାରାୟଣ ପ୍ରସାଦ ବେହେରା ଖୋରଧାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଥିବା ସମୟରେ ତାଙ୍କ ବିରୁଦ୍ଧରେ ୨୦୧୭ ମସିହାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ବିଭାଗର ଜଣେ...

ଓଡିଶାରେ ବିକ୍ରି ହୋଇଛି ସର୍ବାଧିକ ଏଲ୍‍ଇଡି ବଲ୍‍ବ

0

ଭୁବନେଶ୍ୱର : ବିଜୁଳି ସଞ୍ଚୟ ପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ଯୋଗାଇ ଦେଇଥିବା ଶସ୍ତା ଏଲ୍‍ଇଡି ବଲ୍‍ବର ସର୍ବାଧିକ ବିକ୍ରି ଓଡିଶାରେ ହୋଇଛି । ରାଜ୍ୟର ବିଜୁଳି ହିତାଧିକାରୀମାନେ ୫କୋଟିରୁ ଅଧିକ ବଲ୍‍ବ ଖରିଦ କରିଛନ୍ତି । ସମଗ୍ର ଦେଶରେ ବିକ୍ରି ହୋଇଥିବା ଏଲ୍‍ଇଡି ବଲ୍‍ବ ସଂଖ୍ୟା ୩୬କୋଟିରୁ ଅଧିକ ରହିଛି । ଲୋକସଭାରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ । କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନା...

ଉତ୍ତରପ୍ରଦେଶରୁ ଆସିବ ଆଳୁ

0

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସଂପାଦକ...

ପଦ୍ମ ଧରିଲେ ମମତା ମହନ୍ତ

ନୂଆଦିଲ୍ଲୀ : ରାଜ୍ୟସଭା ଓ ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମମତା ମହନ୍ତ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ, ଦଳର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ଶ୍ରୀମତୀ...

Mamata Mohanta Joins BJP

0

New Delhi: A day after resigning from Rajya Sabha and also Biju Janata Dal (BJD), tribal leader Mamata Mohanta today formally joined the BJP in the party's national headquarters here. Shrimati Mohanta joined the saffron party in presence of BJP general secretary Arun Singh, party’s Odisha in-charge Vijay Pal Singh Tomar, Law Minister Prtithviraj Harichandan, Berhampur MP Pradeep Panigrahi Aska...

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ. ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ତଥା ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌)ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଚେନ୍ନାଇଠାରେ ଅଗଷ୍ଟ ୭ ଓ ୮ ତାରିଖରେ ହେବାକୁ ଥିବା କ୍ଷୁଧାମୁକ୍ତ ବିଶ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଡ. ସ୍ୱାମୀନାଥନ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ଆଲୋଚନାରେ କୃଷି ଓ କୃଷକ ସଶକ୍ତିକରଣ...

Padhee On Water Logging Care

0

Bhubaneswar: Principal Secretary Housing & Urban Development Usha Padhee, has initiated a comprehensive review of water logging issues across all Urban Local Bodies (ULBs). In a decisive meeting, Shrimati Padhee emphasized the importance of immediate response and proactive measures to address water logging concerns, especially during the monsoon season . Principal Secretary highlighted the critical need for effective water management...

PMFBY Date Extended

Bhubaneswar: On the request of Odisha government, Centre has extended the cut- off date for enrollment of crop notified under Pradhan Mantri Fasal Bima Yojana (PMFBY) for Kharif 2024 for 10 days till August 10, 2024. The State government had approached the Centre for extension of the date citing challenges faced due to model code of conduct, enhancement for scale...

ଅବକାରୀ ରାଜସ୍ୱ ଲକ୍ଷ୍ୟ ୮୬୮୦ କୋଟି

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ନିଶା ନିବାରଣ ପାଇଁ ଦେଶବାସୀଙ୍କ ସହଯୋଗ ଲୋଡୁଥିବା ଏବଂ ନିଶା ସଂଙ୍କୋଚନ ଲାଗି ଓଡିଶା ଶାଖା ବିଜେପି ଗତ ର୍ନିବାଚନରେ ତାହାର ସଙ୍କଳ୍ପପତ୍ରରେ ଘୋଷଣା କରିଥିବାବେଳେ ଚଳିତବର୍ଷ କିନ୍ତୁ ଅବକାରୀ ରାଜସ୍ୱ ବିଗତବର୍ଷ ଅପେକ୍ଷା ଢେର ଅଧିକ ହେବ ବୋଲି ସୂଚନା ମିଳୁଛି । ୨୦୨୪-୨୫ ବର୍ଷ ପାଇଁ ଓଡିଶା ସରକାର ଯେଉଁ ବଜେଟ୍‍ ଆଣିଛନ୍ତି ସେଥିରେ ରାଜ୍ୟ ସରକାର ଅବକାରୀରୁ ୮୬୮୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାକୁ...

ଡାଲି, ତୈଳବୀଜ ଉତ୍ପାଦନ ନୈରାଶ୍ୟଜନକ

ଭୁବନେଶ୍ୱର : ରାଜ୍ୟରେ ଚାଉଳ ଉତ୍ପାଦନକୁ ବାଦ୍‍ ଦେଲେ ଅନ୍ୟ କୌଣସି କୃଷି ସାମଗ୍ରୀ ଉତ୍ପାଦନରେ ଗତ ୧୦ବର୍ଷ ମଧ୍ୟରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ହୋଇନାହିଁ । ବିଶେଷକରି ଦୈନିକ ଆବଶ୍ୟକ ପଡୁଥିବା ଡାଲି ଓ ତୈଳବୀଜ ଉତ୍ପାଦନ ରାଜ୍ୟରେ ଅତ୍ୟନ୍ତ ଧିମା ରହିଛି । କୃଷି ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ବର୍ଷରେ ରାଜ୍ୟରେ ହେକ୍ଟର ପିଛା ୧୪୨୬ କିଲୋଗ୍ରାମ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୨୧୬୨ କିଲୋଗ୍ରାମକୁ ବୃଦ୍ଧି ପାଇଛି । ଏହି ଖାଦ୍ୟଶସ୍ୟ ମଧ୍ୟରେ ମୁଖ୍ୟତଃ...