Pact For Green Energy
Bhubaneswar: In a major step toward accelerating sustainable energy expansion in Odisha, a Joint Venture Agreement was signed today between NLC India Renewables Limited, a wholly-owned subsidiary of NLC India Limited, and the Odisha Renewable Energy Development Agency at Kharavela Bhawan. The signing ceremony took place in the presence of Deputy Chief Minister Shri Kanak Vardhan Singh Deo, who...
ନିଶାମୁକ୍ତ ଓଡ଼ିଶା ପାଇଁ ଜନସଚେତନତାକୁ ଗୁରୁତ୍ୱ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ନାର୍କୋ କୋର୍ଡିନେସନ ସେଣ୍ଟର(ଏନ୍ସିଓଆର୍ଡି)ର ୭ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନିଶାଦ୍ରବ୍ୟ କାରବାର ନିୟନ୍ତ୍ରଣ, ନିଶାମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ...
ଭବିଷ୍ୟତମୁଖୀ ସହର ବିକାଶ ଉପରେ ଆଲୋଚନା
ଭୁବନେଶ୍ୱର : ଓଡ଼ିଶାରେ ସ୍ଥାୟୀ ନଗରୀକରଣ, ଜଳବାୟୁ-ସହନଶୀଳ ନଗର ବ୍ୟବସ୍ଥା ଏବଂ ଭବିଷ୍ୟତମୁଖୀ ସହର ବିକାଶ ପାଇଁ ରଣନୀତି ପ୍ରସ୍ତୁତି ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ଏକାଡେମୀ ପକ୍ଷରୁ ଆଜି ବିଶିଷ୍ଟ ସହରାଞ୍ଚଳ ଶାସନ ବିଶେଷଜ୍ଞ ତଥା ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ମାନ୍ୟବର ସଦସ୍ୟ ଡଃ ଓ.ପି. ଅଗ୍ରୱାଲଙ୍କ ସହ ଏକ ଉଚ୍ଚସ୍ତରୀୟ ରଣନୀତିକ ଆଲୋଚନାର ଆୟୋଜନ କରାଯାଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି...
ସବୁଜ ଶକ୍ତିର ପ୍ରସାର ପାଇଁ ଚୁକ୍ତିନାମା
ଭୁବନେଶ୍ୱର : ରାଜ୍ୟରେ ଅକ୍ଷୟ ଶକ୍ତିର ପ୍ରସାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏନଏଲସି ଇଣ୍ଡିଆ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ 'ଏନଏଲସି ଇଣ୍ଡିଆ ରିନ୍ୟୁଏବଲ୍ସ ଲିମିଟେଡ୍' (ଏନଆଇମରଏଲ) ଏବଂ 'ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା' (ଓରେଡା) ମଧ୍ୟରେ ଆଜି ଏକ ଯୌଥ ଉଦ୍ୟୋଗ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଛି। ଏହି...
Padma Honor For Odias
Bhubaneswar : Shri Simanchal Patra is a legendary name in the world of folk theatre. He is recognized and honored in the art world as the “Vishma Pitamaha” of Prahallad Natak one of the famous folk theatres of India known for its lively music, dramatic narratives, and strong characters - spectacular form that combines dance, music, dialogue, and elaborate...
ସୁନା କଟକଣାକୁ ସମସ୍ତେ ଭୁଲିଗଲେଣି
ଭୁବନେଶ୍ୱର : ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତତଃ ପକ୍ଷେ ବର୍ଷକ ପାଇଁ ସୁନା ଖରିଦ ନକରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସୁନାପ୍ରେମୀମାନେ ଏକ ପ୍ରକାର ଭୁଲି ଗଲେଣି । ରାଜଧାନୀର ସୁନା ଦୋକାନଗୁଡିକରେ ଲାଗିଥିବା ଭିଡକୁ ଦେଖିଲେ ଏହା ହିଁ ପ୍ରତୀୟମାନ ହେଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶର ଆର୍ଥିକ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କେତେଗୁଡିଏ ଆହ୍ୱାନ ଦେଇଥିଲେ । ସେଗୁଡିକରେ ମଧ୍ୟରେ ରହିଥିଲା କମ୍ ଇନ୍ଧନ ଖର୍ଚ୍ଚ କରିବା, ବର୍ଷକ ପାଇଁ ସୁନା ନକିଣିବା ଓ ଖାଇବାତେଲର...
ହାଇକୋର୍ଟର ନାମ ଓଡ଼ିଶା କେବେ?
ଭୁବନେଶ୍ୱର : ବାଲେଶ୍ୱର ସମେତ ରାଜ୍ୟର କେତେକ ସ୍ଥାନର ଇଂରାଜୀ ବନାନ ରାଜ୍ୟ ସରକାର ସଂଶୋଧନ କରିବା ପରେ ଓଡ଼ିଶାରେ ଥିବା ହାଇକୋର୍ଟର ନାମ କେବେ ସଂଶୋଧନ ହେବ ସେଥିଘେନି ବିଭିନ୍ନ ମହଲରୁ ଆଗ୍ରହ ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖନୀୟ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରାୟ ୧୨ବର୍ଷ ପରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା କଟକରେ । ସେତେବେଳେ ଓଡ଼ିଶାର ନାମ ଇଂରେଜମାନେ ‘ଓରିଶା’ ବୋଲି ଲେଖୁଥିଲେ । କେବଳ ସେତିକି ନୁହେଁ, ଆମ ଭାଷାର ନାମ ଇଂରାଜୀରେ ‘ଓରିଆ’...
Zero Casualty Mantra
Bhubaneswar: The 'State Level Natural Disaster Committee Meeting-2026' (SLNCC) was held at the Lok Seva Bhawan Convention Centre to ensure successful mitigation and pre-preparedness for upcoming natural disasters in the state. Chaired by Chief Minister Shri Mohan Charan Majhi, the meeting highlighted that Odisha has developed a completely 'foolproof' system in disaster management, and he emphasized maintaining this standard. The...
EODB For Tourism Sector
New Delhi: Shri Gajendra Singh Shekhawat emphasised the Government's commitment to reforms and to making India a globally competitive tourism destination. He underlined the importance of continuous engagement with industry stakeholders to identify regulatory bottlenecks and facilitate sustainable sectoral growth through greater ease of doing business. Shri Bhuvnesh Kumar, Secretary, Ministry of Tourism, highlighted the need for simplification of the...
ଇଞ୍ଜିନିୟରଙ୍କ ପାଇଁ ସ୍ୱତନ୍ତ୍ର ବଦଳି ନୀତି
ଭୁବନେଶ୍ଵର : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ଇଞ୍ଜିନିୟରିଂ ସେବା (ଓଇଏସ୍) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା (ଓଡିଇଏସ୍) କ୍ୟାଡରର ଅଧିକାରୀମାନଙ୍କ ବଦଳିକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଏକ ସମନ୍ୱିତ ବଦଳି ନୀତି ଜାରି କରିଛନ୍ତି। ଏହି ନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବଦଳି ପାଇଁ ସ୍ୱତନ୍ତ୍ର ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି’ (ଇଇସି)...









