ଓଡିଶାରେ ୨୩୬୬ଟି ଅମୃତ ସରୋବର
ଭୁବନେଶ୍ୱର : ଅମୃତ ସରୋବର ଯୋଜନାର ଓଡିଶାରେ ୨୩୬୬ଟି ପୋଖରୀ ଖୋଳାଯାଇଛି ହୋଇଛି । ଏଥିରୁ କେତୋଟି ନୂତନ ଭାବେ ଖୋଳା ହୋଇଥିବାବେଳେ ଆଉ କେତେକର ପୁନଃରୁଦ୍ଧାର କରାଯାଇଛି । କେନ୍ଦ୍ରର ସରକାରଙ୍କ ଅମୃତ ସରୋବର ଯୋଜନାରେ ସମଗ୍ର ଦେଶରେ ୬୮ ହଜାରରୁ ଅଧିକ ପୋଖରୀ ଖୋଳାଯାଇଛି । ଜଳ ସଂରକ୍ଷଣ ସହିତ ସବୁଜ ବଳୟ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୨୦୨୨ ମସିହାରେ ଏହି ଅମୃତ ସରୋବର ଯୋଜନା ଆରମ୍ଭ କରିଥିଲେ । ଏଥିରେ ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳରେ ୫୦ ହଜାର ପୋଖରୀ...
ଋଣବୋଝ ଟପିପାରେ ଦେଢ଼ ଲକ୍ଷ କୋଟି
ଭୁବନେଶ୍ୱର : ଓଡ଼ିଶାର ଋଣବୋଝ ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଅବ୍ୟାହତ ରହିଲେ ଦୁଇବର୍ଷ ଭିତରେ ରାଜ୍ୟର ଋଣ ପରିମାଣ ଦେଢ଼ ଲକ୍ଷ କୋଟିକୁ ଟପିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ୧୯୯୫-୯୬ ବେଳକୁ ଓଡ଼ିଶା ସରକାରଙ୍କ ଋଣ ଭାର ୯୨୧୮ କୋଟି ୫୦ଲକ୍ଷ ଟଙ୍କାରେ ସୀମିତ ଥିବାବେଳେ ତାହା ବଢ଼ିବଢ଼ି ୨୦୦୦-୦୧ ବେଳକୁ ୨୧,୦୦୧ କୋଟି ୮୮ଲକ୍ଷ ଟଙ୍କାରେ ପହଞ୍ôଚଥିଲା । ତେବେ ଏଥିରେ ନିୟନ୍ତ୍ରଣ ଅଣାନଯିବାରୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଋଣବୋଝ ୯୬,୩୧୦ କୋଟି...
ଓଡିଶା ଆୟୋଜନ କରୁଛି ଦୁଇ ଦିନିଆ ସମ୍ମିଳନୀ
ଭୁବନେଶ୍ୱର : ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ଆସନ୍ତା କାଲିଠାରୁ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଅଗଷ୍ଟ ୨୯ ତାରିଖ ଦିନ ଆନୁଷ୍ଠାନିକ ଭାବେ ଏହି ସମ୍ମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦଘାଟନ କରିବେ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ବିଧାନସଭାଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ...
IREDA CMD: Innovative Financing For Green Transition
Jaipur: India has entered a rapid acceleration phase of its green transition, with renewable energy (RE) capacity surpassing 237 GW as of July 2025, according to Shri Pradip Kumar Das, Chairman & Managing Director of the Indian Renewable Energy Development Agency Limited (IREDA). Speaking at The Economic Times Rajasthan Business Summit in Jaipur, CMD IREDA, Shri Das highlighted the...
Odisha Hosts Meet On SC ST Welfare
Bhubaneswar: A two-day National Conference of the Chairpersons and Members of the Scheduled Castes and Scheduled Tribes Welfare Committees of Parliament and State Assemblies will be held in Bhubaneswar on August 29 and 30, 2025. This marks the first time such a conference is being organized outside of New Delhi. Lok Sabha Speaker, Shri Om Birla, will formally inaugurate the...
ସହରାଞ୍ଚଳ ଲୋଙ୍କ ଆସ୍ଥାଭାଜନ ହୋଇଛି ଇ-ବସ୍
ଭୁବନେଶ୍ୱର : ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ୪୫୦ ଟି ଇ-ବସ୍ ଚଳାଚଳ କରୁଥିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରୁଥିବାରୁ, ସହରଗୁଡ଼ିକୁ ସ୍ୱଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ-ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ସହିତ ଦ୍ରୁତ ଗତିରେ ଆଗକୁ ବଢୁଛି । ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି, ଯେଉଁଥିରେ...
Sikkim, Odisha CMs Meet
Bhubaneswar: Sikkim Chief Minister Shri Prem Singh Tamang met with his Odisha counterpart, Shri Mohan Charan Majhi, here on Thursday, August 28, to discuss matters of mutual interest and strengthen inter-state cooperation. The high-level meeting, held at the Odisha Chief Minister's official residence, focused on a range of issues, including tourism promotion, cultural exchange, and disaster management. Both the Chief...
Odisha E-Bus Fleet Ranks Fifth In India
Bhubaneswar: Odisha has cemented its position as a national leader in sustainable urban transport, securing the fifth position in India for the adoption of electric buses (e-buses) with a fleet of 450 vehicles. The state's ambitious goal is to expand this fleet to more than 1,000 in the coming years, reinforcing its commitment to a cleaner and more commuter-friendly...
Nuakhai Juhar: Balangir Royals Unite
Balangir: Amidst the vibrant celebrations of Nuakhai across Western Odisha, a scene of profound cultural and emotional significance unfolded at the historic Saileshree Palace in Balangir. The scions of the erstwhile Patna royal family, despite being at the helm of rival political parties, came together today to celebrate the harvest festival, offering a powerful testament to the enduring bonds...
PM Jan Dhan Boosts Economy
New Delhi: The Pradhan Mantri Jan Dhan Yojana (PMJDY), launched by Prime Minister Shri Narendra Modi on 28th August 2014, now marks 11 years of transformative impact in India's financial landscape. As the world’s largest financial inclusion initiative, PMJDY continues to redefine access to banking for millions of underserved citizens. On this occasion, Union Minister for Finance and Corporate Affairs...








