ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଏକ ଜଟିଳ ସଫଳ ଅତ୍ସୋପଚାର ମାଧ୍ୟମରେ ଏକ ୨ ବର୍ଷର ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାର କରାଯାଇଛି । କଳାହାଣ୍ଡି ଜିଲ୍ଲାର ବାବି ଭୋଇଙ୍କର ୨ ବର୍ଷର ଶିଶୁ କନ୍ୟା ହୋଲିକା ଭୋଇ ପୀଡିତ ହୋଇ ହସ୍ପିଟାଲକୁ ଆସିଥିଲେ । ଦୀର୍ଘ ୩ ମାସ ଧରି ଶିଶୁ କନ୍ୟାଟି ଶ୍ୱାସ, କାଶ ଓ କଫ ଜନିତ ରୋଗରେ ପୀଡିତ ହୋଇଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ...

ନିର୍ବାଚନୀ ଖର୍ଚ୍ଚ ୧୦ଲକ୍ଷରୁ କମ୍‍

0

ଭୁବନେଶ୍ୱର : ତିନି ଜଣ ବିଧାୟକ ୧୦ଲକ୍ଷ ଟଙ୍କାରୁ କମ୍‍ ଅର୍ଥ ଖର୍ଚ୍ଚକରି ନିର୍ବାଚନ ବୈତରଣୀ ପାର୍‍ ହୋଇଛନ୍ତି । ଏହି ସମସ୍ତ ତିନି ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ଦଳର । ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ୪୦ଲକ୍ଷ ଟଙ୍କାର ଖର୍ଚ୍ଚ ସମୀା ମଧ୍ୟରେ ସର୍ବାଧିକ ଅର୍ଥ ବ୍ୟୟ କରିଥିବା ତିନି ଜଣ ବିଧାୟକଙ୍କ ମଧ୍ୟରେ ଜଣେ ବିଜେଡିର ଥିବାବେଳେ ଦୁଇଜଣ ବିଜେପିର ରହିଛନ୍ତି । ବିଧାୟକମାନଙ୍କ ନିର୍ବାଚନୀ ଖର୍ଚ୍ଚକୁ ନେଇ ଏଡିଆର କରିଥିବା ଅନୁଶୀଳରୁ ଏହି ସୂଚନା ମିଳିଛି । ଏଡିଆର...

ଆଦର୍ଶ ସୌର ଗ୍ରାମକୁ ଏକ କୋଟି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ଯୋଜନାର ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। 'ଆଦର୍ଶ ସୌର ଗ୍ରାମ' ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ...

ଓଡିଶା ଜଙ୍ଗଲରେ ବଢୁଛନ୍ତି ହାତୀ

0

ଭୁବନେଶ୍ୱର: ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଜଙ୍ଗଲରେ ୨ହଜାରରୁ ଅଧିକ ହାତୀ ରହିଛନ୍ତି । ପୂର୍ବ ତୁଳନାରେ ଏମାନଙ୍କ ସଂଖ୍ୟା ବଢିଛି । ହାତୀଙ୍କ ଏଭଳି ସଂଖ୍ୟାକୁ ନେଇ ପ୍ରକୃତିପ୍ରେମୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଖୁସି ଅଛନ୍ତି। ନିକଟରେ ପ୍ରକାଶିତ ସଦ୍ୟତମ ହାତୀ ଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୨୦୯୮ଟି ହାତୀ ରହିଛନ୍ତି । ଚଳିତ ବର୍ଷ ମେ ମାସରେ ଏହି ଆକଳନ କରାଯାଇଥିଲା। ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୩୧୩ ଜଣ ବୟସ୍କ ଦନ୍ତା, ୧୩ ଜଣ ବୟସ୍କ ମଖନା,...

Elephant Population On Rise

0

Bhubaneswar: Ace Nature Lover and Wildlife Conservator Susanta Nanda is happy with elephants are enjoying conducive environment in Odisha Forests, for which their numbers are on rise. PCCF Wildlife Shri Nanda is leading the Team Wildlife in the State for protection of wildlife in general and elephants, tigers and other wild animals in the forests of the State. World Elephant Day...

ଏଜୁକେଶନ ଛାତ୍ରଛାତ୍ରୀ ପ୍ରାକ୍ଟିକାଲଠୁ ଦୂରରେ

0

ଭୁବନେଶ୍ୱର : ଏଜୁକେଶନ ସମ୍ମାନ ବିଷୟ ନେଇ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ କରିପାରୁ ନାହାନ୍ତି । ନିୟମ ମୁତାବକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ପାଠ ପଢାଇବା ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଲାଣି । ଅଧିକାଂଶ ମହାବିଦ୍ୟାଳୟରେ ଶିକ୍ଷକ ସଙ୍କଟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଯୁକ୍ତ ତିନି ଶ୍ରେଣୀରେ ଏଜୁକେଶନ ସମ୍ମାନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ୫ମ ସେମିଷ୍ଟାର ସମୟରେ ପ୍ରାକ୍ଟିକାଲ ପାଇଁ ନିକଟସ୍ଥ ବିଦ୍ୟାଳୟକୁ ଯାଇ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାର ବିଧି ରହିଛି...

ନିଶା ନିବାରଣ ଶପଥ ପାଠ

0

ଭୁବନେଶ୍ୱର : ରାଜ୍ୟ ସାରା ମଦଦୋକାନ ଖୋଲା ରଖି ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ ପାଇଁ ଶପଥ ନେବାକୁ ଯେଉଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ସେଥିଘେନି ନିଶା ପ୍ରସାରଣ ଓ ନିଶା ନିବାରଣ ଗୋଷ୍ଠି ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଗୋଟିଏ ପଟେ ରାଜ୍ୟ ସରକାର ଗତବର୍ଷ ତୁଳନାରେ ଏବର୍ଷ ଅଧିକ ପ୍ରାୟ ହଜାରେ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ବଜେଟ୍‍ରେ ଯେଉଁ ପ୍ରସ୍ତାବ ରଖିଛନ୍ତି ସେଥିରୁ ବିଗତବର୍ଷ ତୁଳନାରେ ଚଳିତବର୍ଷ ସରକାରୀ...

NEET PG 24′ Scripts Success

0
Doctor

New Delhi: NEET PG 2024 was successfully conducted by the National Board of Examinations in Medical Sciences (NBEMS), an autonomous body of Ministry of Health & Family Welfare, Govt. of India,  today. NEET PG 2024 was conducted in two shifts at 416 centres spread across 170 cities. The examination was conducted in two shifts on the same day such that...

ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ

0

ଭୁବନେଶ୍ୱର : ଭାରତର ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଆଜି ଆମ ସମାଜ ପାଇଁ ଗୌରବଶାଳୀ ଅନୁଷ୍ଠାନରେ ପରିଣତ ହୋଇଛି । ସମାଜରେ ଘଟୁଥିବା ସମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥାନ୍ତି ସମ୍ବାଦପତ୍ର ବା ଗଣମାଧ୍ୟମ । ତତ୍କାଳ ଘଟଣା, କ୍ରୀଡ଼ା, ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ସମ୍ପର୍କିତ ଖବର ପ୍ରସାର କରିବା କ୍ଷେତ୍ରରେ ସମ୍ବାଦପତ୍ରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ସମାଜରେ ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଥାଏ । ତେବେ ଏଦିଗରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ...

୧୦୯ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ...