PM Harps On New Crops

0

New Delhi: Prime Minister Narendra Modi released 109 high yielding, climate resilient and biofortified varieties of crops at India Agricultural Research Institute, New Delhi earlier today. Prime Minister also interacted with the farmers and scientists on the occasion. Discussing the importance of these new crop varieties, Prime Minister stressed on the significance of value addition in agriculture. The farmers said...

Mohan Dials Mamata

0

Bhubaneswar:  As the State continues to reel under potato crisis, Chief Minister Mohan Charan Majhi on Sunday made a phone call to his Bengal counterpart Mamata Banerjee and requested her to normalise potato supply to the State. Following the meeting between the two chief ministers, supply of potato to Odisha was streamlined. However, after some days, the situation returned to...

ରାଜଧାନୀରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତଦନୁଯାୟୀ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ଜାରି ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପତାକା ଉତ୍ତୋଳନ କରିବାକୁ ଥିବାବେଳେ ନୂଆପଡ଼ାରେ ଜାତୀୟ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ସେହିପରି କଳାହାଣ୍ଡିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ଗ୍ରାମ୍ୟ ଉନ୍ନୟନ...

ବିକଶିତ ମାହାଙ୍ଗା ଗଠନ ପାଇଁ ଆହ୍ୱାନ

0

କଟକ : ଏକ ବିକଶିତ ମାହାଙ୍ଗା ଗଠନ କରିବା ପାଇଁ ମିଳିତ ଭାବେ ଆଗେଇ ଆସିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଆଜି କୁଳିଆ ସ୍ଥିତ କାର୍ଯ୍ୟାଳୟ ଠାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କର୍ମୀମାନଙ୍କୁ ଶ୍ରୀ ପ୍ରଧାନ ଏହା କହିଛନ୍ତି ।  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଫୋଗଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଷ୍ଣବ ଚରଣ ସାମଲ ଓ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ନମିତା ରାୟ ଓ...

ଆଳୁ ପାଇଁ ପୁଣି ଅନୁରୋଧ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଳୁ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଆଜି ଟେଲିଫୋନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ...

DLC 3.0 From 1 NOV

0

New Delhi: The Department of Pension and Pensioners Welfare  notified the guidelines for the 3rd Nation-wide Digital Life Certificate campaign which will be held in 800 cities/ Districts across India from 1-30 November. Pensioners have to submit Life Certificate every year in the month of November for continuation of pension., for digital empowerment of pensioners to submit digital life certificates using...

SUM Ultimate Scripts Success

0

Bhubaneswar: A 43-year-old man suffering from Superior Mesenteric Artery (SMA) acute thrombosis with acute mesenteric ischemia, a critical condition involving the bowel system, has been successfully treated at the SUM Ultimate Medicare here recently. The patient, who was referred to the hospital from Cuttack, was found with sepsis, sub-acute intestinal obstruction and fluid collection in the abdomen. He was admitted...

Odisha Seeks Scientific Support

0

New Delhi: Krushna Chandra Patra, Minister for Science and Technology, Food Supply and Consumer  Welfare called on Union Minister Dr. Jitendra Singh  here today. Union Minister Dr. Singh  congratulated Shri Patra on his victory in the recent assembly elections in state and being given the responsibility as a minister. Dr. Singh expressed confidence that a double engine government both at centre...

କୁଟୁମ୍ବ ଯୋଜନାକୁ ନେଇ ମିଶ୍ର ପ୍ରତିକ୍ରିୟା

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରଦାୟଦମାନଙ୍କୁ ପେନ୍‍ସନ ଦେବାଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ଉପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ରାଜ୍ୟ ସରକାର ‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସାମିଲ କରି ଏଭଳି ପେନ୍‍ସନ ପ୍ରଦାନ କରିବାକୁ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିବାପରେ ଏହି ଯୋଜନାର ରୂପରେଖ ଘେନି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନ୍‍ସନ ଦେବାଲାଗି ଅର୍ଥ ବିଭାଗ ଓ ଗୃହ ବିଭାଗ ସମେତ ଅନ୍ୟ...

ଅଫିସରେ ସୀମିତ ୱାର୍ଡ ଅଫିସର

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଧିନରେ ଥିବା ୱାର୍ଡ ଅଫିସଗୁଡିକ ଏବେ ଏକ ପ୍ରକାଣ ସ୍ଥାଣୁ ପାଲଟିଛି । ଡେଙ୍ଗୁ ବ୍ୟାପିବା ହେଉ କି ପରିମଳ କିମ୍ବା ଅନ୍ୟାନ୍ୟ ମୌଳିକ ସେବା ସଂକ୍ରାନ୍ତରେ ଅନୁଧ୍ୟାନ ପାଇଁ ଅଧିକାଂଶ ୱାର୍ଡ ଅଫିସରମାନେ ରାସ୍ତାକୁ ଓହ୍ଲାଉଥିବା ଲକ୍ଷ୍ୟ କରାଯାଉ ନାହିଁ । ଏମାନେ ଏକ ପ୍ରକାର ଅଫିସ ଭିତରେ ସୀମିତ ରହିଯାଉଛନ୍ତି । ରାଜଧାନୀବାସୀଙ୍କୁ ଉନ୍ନତମାନଙ୍କର ସେବା ଯୋଗାଣ ପାଇଁ ୬୭ଟି ୱାର୍ଡରେ ରହିଛି ୱାର୍ଡ ଅଫିସ ଏବଂ ଏହାର ଦାୟିତ୍ୱରେ ଜଣେ ୱାର୍ଡ...