ସାଂସଦଙ୍କ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
ନୂଆଦିଲ୍ଲୀ : ଆଜି, ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଗର୍ଜନ କରୁଥିବା ବେଳେ ଜାତୀୟ ଗୌରବ ଏବଂ ସାମୂହିକ ଭାବନାର ଏକ ଉତ୍ସାହଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସ୍ୱାଧୀନତା ଓ ଏକତାର ଭାବନାକୁ ପାଳନ କରିବା ପାଇଁ ଦେଶବ୍ୟାପୀ ଆୟୋଜିତ ଏହି ଶୋଭାଯାତ୍ରାରେ ଶତାଧିକ ପ୍ରତିଯୋଗୀ ଦେଶପ୍ରେମ, ଏକତା ଏବଂ ଜାତୀୟ ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ ଦେଶର ଗୌରବ ବହନ କରିଥିଲେ। ଏହି ଶୋଭାଯାତ୍ରାକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ...
ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କର
ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି...
Vigilance Radar On Corrupt
Bhubaneswar: Director Vigilance Yeshwant K Jethwa is giving sleepless nights to allegedly corrupt officials, who are now under the radar of the ‘Tough Cop’. In fact Directorate of Vigilance has started hunting of senior engineers, who have allegedly created disproportionate assets worth multi crores. In the last 15 days, the Vigilance sleuths has raided the assets of four senior engineers including...
ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?
ଭୁବନେଶ୍ୱର : ଓଡିଆ ଅସ୍ମିତା ପ୍ରସଙ୍ଗ ଓଡିଶାର ପୂରପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚିତ ହେଉଥିବାବେଳେ ଦୀର୍ଘ ପ୍ରାୟ ୨୫ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସଂସଦଭବନ ପରିସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୩୦୦ ବର୍ଗଫୁଟର ଜାଗା ଖଣ୍ଡେ ମିଳିପାରୁ ନାହିଁ । ଉଭୟ ଏନ୍ଡିଏ ଓ ୟୁପିଏ ସରକାରଙ୍କ ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ଏବଂ ବେସରକାରୀ ଭାବେ ବିଭିନ୍ନ ଅନୁଷ୍ଠାନ ଏହି ଦାବି ଉପସ୍ଥାପନ କରିଥିବାବେଳେ ତାହାକୁ ଏଯାବତ୍ ଏଡାଇ...
ଜବରଦଖଲ ତାଲିକା ଦେଖି ତାଜୁବ
ଭୁବନେଶ୍ୱର : ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଜମି ଉପରେ । ରାଜଧାନୀରେ ବୋର୍ଡର ବିଭିନ୍ନ ପ୍ରକଳ୍ପର ଜମିକୁ ଏମାନେ ମାଡି ବସିଛନ୍ତି । ଏହି ଜମିକୁ ମୁକୁଳାଇବାପାଇଁ ଗୃହ ନିର୍ମାଣ ବୋର୍ଡ ଏବେ ବିଭିନ୍ନ ସଂସ୍ଥାଙ୍କ ଶରଣ ପଶିବାରେ ଲାଗିଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ଜବରଦଖଲ ଘଟଣା ପଦାକୁ ଆସିଛି...
SOA In Top Ranks
Bhubaneswar: Siksha ‘O’ Anusandhan (SOA) Deemed to be University here has been ranked 14th in the country in the National Institutional Ranking Framework (NIRF) placings for 2024 which were announced by the Ministry of Education on Monday. SOA has moved up one place this year from the 15th rank it occupied last year in the university category. The 9th edition...
Patnaik Bats For UNESCO Kalinga
Bhubaneswar: Former Chief Minister and Leader of Opposition Naveen Patnaik has written a letter to Union Science and Technology Minister Jitendra Singh to continue the UNESCO Kalinga prize. The prize, one of the prestigious international awards in the field of science, was instituted by legendary Biju Patnaik in 1952, with a generous grant of 1000 pounds to UNESCO, Paris from...
Blessings For Homeless PwDs
Bhubaneswar: Social Security & Empowerment of Persons with Disabilities (SSPED) Minister Nityanand Gond showering blessings on homeless persons with disabilities (PwDs), today asked all District Collectors to launch a special drive to provide land, houses to all homeless persons with disabilities (PwDs). The Minister has written a letter to all District Collectors in this regard on 12 August. Principal Secretary...
ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ରାଙ୍କିଙ୍ଗ ଘୋଷଣା କରାଯାଇଛି । ଗତବର୍ଷ ସୋଆ ଦେଶରେ ୧୫ ତମ ରାଙ୍କ ହାସଲ କରିଥିଲା...
ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି। ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର କାନ୍ଭାସ୍ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ...









