Urban Action For “Subhadra”

0

Bhubaneswar: Principal Secretary of the Housing and Urban Development, Usha Padhee has directed all Commissioners and Municipal Executive Officers of Urban Local Bodies (ULBs) to ensure proper dissemination of information regarding the flagship program “Subhadra” Scheme. She emphasized the importance of guiding applicants accurately, conducting the application process efficiently, and implementing the "Subhadra" scheme strictly in accordance with the guidelines....

DCM Opens Climate Resilience Cell

0

Bhubaneswar: The Climate Resilience Cell (CRC) was inaugurated today at Krushi Bhavan, by the Deputy Chief Minister, Kanak Vardhan Singh Deo. This event marks a key step towards enhancing the state’s efforts in building climate resilient agriculture in the state. Dr.Arabinda Kumar Padhee, Principal Secretary Agriculture and Farmers' Empowerment graced the occasion.The CRC of DAFE has been constituted for...

ଘରେ ଘରେ ପହଞ୍ଚାଅ ସୁଭଦ୍ରା ମାର୍ଗଦର୍ଶିକା

0

ଭୁବନେଶ୍ୱର : “ସୁଭଦ୍ରା” ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। “ସୁଭଦ୍ରା” ଯୋଜନାର ମାର୍ଗଦର୍ଶିକା ଜାରି ହେବା ପରେ ପରେ ରାଜ୍ୟସାରା ଏହି ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଅନୁଷ୍ଠିତ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନରେ ଉଚ୍ଚସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି। ଏହି କ୍ରମରେ ଆବେଦନକାରୀଙ୍କୁ ସଠିକ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ ଭାବରେ ନିର୍ବାହ...

୪ବର୍ଷ ହେଲା ବସିନି ଚିଲିକା ଉନ୍ନୟନ ବୈଠକ

0

ଭୁବନେଶ୍ୱର : ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଚାଢେ ଚାରିବର୍ଷ ହେଲା ବୈଠକଟିଏ ବସିନାହିଁ । ଶେଷ ବୈଠକଟି ବସିଥିବାବେଳେ ୨୦୨୦ ମସିହା ଜାନୁୟାରୀ ୧୦ ତାରିଖରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦବୀରେ ଜଙ୍ଗଲ, ପରିବେଶ...

୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି

0

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଏବେ ପ୍ରାୟ ୬୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ସ୍ୱାସ୍ଥ୍ୟ ବିଭାଗର ପାଖାପାଖି ୪୦ ହଜାର ବିଭିନ୍ନ କିସମର ପଦବୀ ଖାଲି ପଡିଥିବାବେଳେ ଏଥିମଧ୍ୟରୁ କେବଳ ଡାକ୍ତର ପଦବୀ ହେଉଛି ୯ ହଜାରରୁ ଅଧିକ । ସରକାରୀ ମେଡିକାଲ୍‍ କଲେଜ୍‍, ହୋମିଓପ୍ୟାଥିକ ମେଡିକାଲ୍‍ କଲେଜ୍‍, ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ ଏବଂ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରଗୁଡ଼ିକୁ ହିସାବକୁ ନେଲେ ଖାଲି ଥିବା ଡାକ୍ତର ପଦବୀ ସଂଖ୍ୟା ପ୍ରାୟ ୧୦ ହଜାର ହୋଇଯିବ...

Six IAS Get Assignments 

0

Bhubaneswar: On completion of their professional training, Sic IAS Officers of 2022 batch have been appointed as Sub-Collector of different Sub-divisions of the State today. According to a notification issued by the General Administration and Public Grievances Department, Akshay Pillay has been appointed as Sub-Collector of Bonai while Prahlad Narayan Sharma is the new Sub-Collector of Athagarh. On completion of Phase-II...

AISATS Pacts With State

0

Bhubaneswar: The State Government has signed an MoU with Air India SATS Airport Services Private Limited (AISATS), a leading airport service management company, for providing skill development training to the State youths in the aviation sector. The Memorandum of Understanding (MoU) was signed between Directorate of Skill Development and Employment (DSDE), and AISATS aims to enhance aviation training opportunities for...

OTDC Eyes More Footfalls

0

Bhubaneswar: Odisha Tourism Development Corporation (OTDC) celebrated in 45th Foundation Day here on 3 September at Panthanivas. Deputy Chief Minister and Minister of Women Child Development, Mission Energy and Tourism, Pravati Parida was the Chief Guest and mentioned OTDC as a well-established brand in Odisha.  She was given warm welcome by Team Tourism headed by Balwant Singh, Secretary Tourism and Chairman...

ଆମ ଓଡିଶା ନବୀନ ଓଡିଶାରେ ମିଳିଛି ୩୨୮୩ କୋଟି

0

ଭୁବନେଶ୍ୱର : ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତ ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଥିଲା । ଏ ବାବଦରେ ସମସ୍ତ ଜିଲ୍ଲାକୁ ମୋଟ୍‍ ୩୨୮୩ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ଏହି ଯୋଜନାରେ ଝାରସୁଗୁଡା ଜିଲ୍ଲର ୭୮ଟି ପଞ୍ଚାୟତ ନିମନ୍ତେ ମୋଟ୍‍ ୩୭କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି...

176 Picnic Spots Made Plastic Free

0

Bhubaneswar: The State Pollution Control Board (SPCB), Odisha has undertaken Plastic Free Picnic Challenge Program in 176 prominent picnic spots in the State in collaboration with NGO to prohibit use of plastic in picnic spots and to create awareness among public. This was informed by Forest, Environment and Climate Change Minister Ganesh Ramsing Khuntia in State Legislative Assembly while replying...