247 CR For Jute Bags
Bhubaneswar: Food Supplies and Consumer Welfare Minister Krushna Chandra Patra today informed the State Assembly that the previous BJD government had spent Rs 247.36 crore on distributing empty jute bags to ration card holders across the State ahead of the 2024 general elections. In response to a query from Jagatsinghpur MLA Amarendra Das, Shri Patra said that jute bags, emblazoned...
Odisha Dragon Goes Global
Bhubaneswar: Dragon fruit cultivated in Odisha that too in the farm of Deputy Chief Minister K V Singh Deo has reached global market Dubai. Today morning, the fruit has been exported from Biju Patnaik International Airport cargo terminal here to Dubai. This fruit grown in Patnagarh in Balangir district has been exported to Dubai. Earlier mangoes from Dhenkanal, parwal from Bolangir...
ଜିଲ୍ଲାକୁ ଯିବେ ସଚିବ
ଭୁବନେଶ୍ୱର : ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ଶାସନ ସଚିବମାନେ ଦୁଇ-ତିନି ଦିନ ପରିଦର୍ଶନରେ ଯିବେ । ଗସ୍ତ ସମୟରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ଵୟନକୁ ତଦାରଖ କରିବେ, ଯାହା ଦ୍ଵାରା ପ୍ରଶାସନକୁ ଲୋକାଭିମୁଖୀ ଓ ଅଧିକ ଗତିଶୀଳ କରାଯିବା ସହ ଜନସାଧାରଣଙ୍କୁ ସଠିକ ଭାବରେ ବିଭିନ୍ନ ସେବା ଯୋଗାଇବା ସୁନିଶ୍ଚିତ କରିହେବ । ଏହିସବୁ ଯୋଜନା ମଧ୍ୟରେ ରହିଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଏବି- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ଯୋଜନା,...
୧୧୧୪ ଜଣ ସୌର ପ୍ରକଳ୍ପ ହିତାଧିକାରୀ
ଭୁବନେଶ୍ୱର : ରାଜ୍ୟରେ ନିଜ ଘର ଛାତ ଉପରେ ୧୧୧୪ ଜଣ ସୌରଶକ୍ତି ପ୍ରକଳ୍ପ ବସାଇଛନ୍ତି । ଏଥିରୁ କେବଳ ୫୮୪ ଜଣ ଖୋର୍ଦ୍ଧା ଜିଲ୍ଲାରେ ରହିଥିବାବେଳେ ୫ଟି ଜିଲ୍ଲାରେ ଜଣେ ହେଲେ ହିତାଧିକାରୀଙ୍କ ଛାତ ଉପରେ ଏଭଳି ସୌରପ୍ରକଳ୍ପ ସ୍ଥାପିତ ହୋଇନାହିଁ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଆଗ୍ରହୀ ଘରୋଇ ଉପଭୋକ୍ତାଙ୍କ ଛାତ ଉପରେ...
କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ମାନ୍ୟତା ଦାବି
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା କ୍ୟାଟରିଂ ଆସୋସିଏସନ୍ ର ଆଜି ବାର୍ଷିକ ସାଧାରଣ ସଭା ସହ ସାଧାରଣ ନିର୍ବାଚନ ସମ୍ପନ୍ନ ହୋଇଛି। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ର ୧୫୦ ରୁ ଉର୍ଦ୍ଧ କ୍ୟାଟରିଂ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ତା ର ଯଥାବିଧି ସମାଧାନ ଉପରେ ଆଲୋକପାତ କରିଥିଲେ। କ୍ୟାଟରିଂ ଆସୋସିଏସନ୍ ଅଫ ଓଡ଼ିଶା ର ଅଧକ୍ଷ, ଅନୁପ କୁମାର ବାଗାଇ, ସଭାପତି, ବିନୟ ଭୂଷଣ ପଟ୍ଟନାୟକ ଓ ସମ୍ପାଦକ, ଦେବୀ ପ୍ରସାଦ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ...
ଓମଫେଡ୍ ସଂଗ୍ରହ କରୁଛି ୫ଲକ୍ଷ ଲିଟର ଦୁଗ୍ଧ
ଭୁବନେଶ୍ୱର : ଓମଫେଡ୍ ଏବେ ଦୈନିକ ଦୁଗ୍ଧ ଚାଷୀଙ୍କ ଠାରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଛି । ସବୁଠାରୁ ଅଧିକ ୭୨,୩୩୮ ଲିଟର ଦୁଗ୍ଧ ଜଗତ୍ସିଂହପୁର ଜିଲ୍ଲାରୁ ସଂଗ୍ରହ ହେଉଥିବାବେଳେ ଏହା ପଛକୁ କଟକ ଜିଲ୍ଲା ରହିଛି । ଓମଫେଡ୍ର ଦୁଗ୍ଧ ସଂଗ୍ରହ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓମଫେଡ୍ ରାଜ୍ୟରୁ...
ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ
ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ବିଧାନସଭା ଘେରାଉ କରାଯାଇଥିଲା । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ନେତୃତ୍ୱ ସୃଷ୍ଟି କରିବାପାଇଁ ଚାହୁଁ ନାହାନ୍ତି । ଛାତ୍ରମାନେ ହେଉଛନ୍ତି ଆଗାମୀ ଦିନରେ ଭବିଷ୍ୟତ । ଭବିଷ୍ୟତର ପୀଢ଼ିକୁ ଏ ସରକାର ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି । ବିଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା...
Vedanta Kits For Students
Bhubaneswar: Adhering to its commitment towards promoting quality education in the remote areas of Odisha, Vedanta Aluminium, India’s largest aluminium producer, distributed school kits to more than 4,000 students across 50+ schools in areas surrounding Kuraloi and Sijimali mines in Odisha’s tribal-dominated Rayagada, Kalahandi and Jharsuguda districts. Each study kit includes a school bag, a water bottle, a notebook, a...
ଗ୍ରାମୀଣ ଶିକ୍ଷାକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ
ସିଜିମାଲି : ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ଅନୁଯାୟୀ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାର କୁରାଲୋଇ ଓ ସିଜିମାଲି ଖଣି ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବିଦ୍ୟାଳୟରେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଛି। ପ୍ରତ୍ୟେକ ଅଧ୍ୟୟନ କିଟ୍ ରେ ଗୋଟିଏ ସ୍କୁଲ ବ୍ୟାଗ୍, ଗୋଟିଏ ପାଣି ବୋତଲ, ଏକ ନୋଟ୍ ବୁକ୍, ଏକ ଜ୍ୟୋମେଟ୍ରି ବକ୍ସ ଏବଂ ଅନ୍ୟାନ୍ୟ ପାଠ...
Urban Action For “Subhadra”
Bhubaneswar: Principal Secretary of the Housing and Urban Development, Usha Padhee has directed all Commissioners and Municipal Executive Officers of Urban Local Bodies (ULBs) to ensure proper dissemination of information regarding the flagship program “Subhadra” Scheme. She emphasized the importance of guiding applicants accurately, conducting the application process efficiently, and implementing the "Subhadra" scheme strictly in accordance with the guidelines....









