୨୫ ଉଦ୍ୟୋଗରେ ୫୫୨ଜଣ ଅବସରପ୍ରାପ୍ତ କର୍ମଚାରୀ

0

ଭୁବନେଶ୍ୱର : ରାଜ୍ୟରେ ଲାଭରେ ଚାଲୁଥିବା ୨୫ଟି ଉଦ୍ୟୋଗରେ ଅବସରଗ୍ରହଣ କରିଥିବା ୫୫୨ ଜଣ କର୍ମଚାରୀ ସେଠରେ ପୁନଃ ନିଯୁକ୍ତି ପାଇଥିବାବେଳେ ବାହାରୁ ଆସି ଉଦ୍ୟୋଗଗୁଡିକରେ ୫ହଜାରରୁ ଅଧିକ ଲୋକ ନିଯୁକ୍ତ ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନାଦେଇଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଚନ୍ତି ଯେ ଲାଭରେ ଥିବା ୨୫ଟି ସରକାରୀ ଉଦ୍ୟୋଗରୁ ଅବସର ନେଇଥିବା ୫୫୨ଜଣ ଅବସର ପରେ ସେଠାରେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ସ୍ଥାନରୁ ଆସି...

Odisha Leads Habitat Rights For PVTGs

0

Bhubaneswar: Odisha becomes the leading state in the country to have approved five habitat rights to Particularly Vulnerable Tribal Groups (PVTGs) under Forest Rights Act, 2006 (FRA) in different districts during the current year. With Chief Minister Mohan Charan Majhi harping on providing rights to the PVTGs and Minister ST SC Development, Nityanand Gond speeding up the process, Bishnupada Sethi...

CM Clears Air On HC Bench

0

Bhubaneswar: Chief Minister Mohan Charan Majhi today made it clear that the issue of establishment of a bench of Orissa High Court in Western Odisha is under consideration and the BJP government in Odisha is committed to provide speedy justice to the people. The CM has issued this clarification in the House today after his statement that there was no...

ସ୍ଥାୟୀ ହେବେନି ରକ୍ତଭଣ୍ଡାର କର୍ମଚାରୀ

0

ଭୁବନେଶ୍ୱର : ରାଜ୍ୟର ରକ୍ତଭଣ୍ଡାରଗୁଡିକରେ କାର୍ଯ୍ୟରତ ଅସ୍ଥାୟୀ ଓ ଠିକା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ପାଇପାରିବେ ନାହିଁ । ଏମାନେ ନିଯୁକ୍ତି ନିମନ୍ତେ ପ୍ରଚଳିତ ନିୟମରେ ଉଦ୍ଦିଷ୍ଟ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବାରୁ ଏମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ସମ୍ଭବପର ନୁହେଁ ବୋଲି ସରକାର କହିଛନ୍ତି । ଏଭଳି ନିଷ୍ପତ୍ତି ଶୁଣିଲା ପରେ ସାତ ଶହରୁ ଅଧିକ ଅସ୍ଥାୟୀ ଓ ଠିକା କର୍ମଚାରୀ ଏବେ ନିରାଶ ହୋଇଛନ୍ତି । ଏମାନେ ରାଜ୍ୟରେ ଥିବା ୫୫ଟି ସରକାରୀ ରକ୍ତଭଣ୍ଡାରରେ କାର୍ଯ୍ୟ କରୁଛନ୍ତି । ଏହିସବୁ ରକ୍ତଭଣ୍ଡାରରେ...

୨ଲକ୍ଷ ପଦବୀ ଖାଲି

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବିଭିନ୍ନ ଦପ୍ତର ଲାଗି ବିଭିନ୍ନ ପାହ୍ୟାର ୫,୯୬,୬୪୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୨,୦୫,୨୨୮ଟି ଖାଲି ପଡିଛି । ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ୨ଲକ୍ଷରୁ ଅଧିକ କର୍ମନିଯୁକ୍ତିର ସୁଯୋଗ ଥାଇ ବି ସରକାର ଅଗ୍ରାଧିକାର ଭିତ୍ତିରେ ଏହି ପଦବୀ ସବୁ ପୂରଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । ସରକାରୀ ତଥ୍ୟ ମୁତାବକ କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୬୩ ହଜାରରୁ ଅଧିକ...

Centre Nods GST Proposals

0

Bhubaneswar: The GST Council has accepted several demands of the State Government on imposition of the GST on several items. In a written statement in the State Legislative Assembly, Chief Minister Mohan Charan Majhi, who holds the Finance portfolio, said the Goods and Services Tax (GST) Act, 2017 came into effect from July 1, 2017. GST is a destination-based tax and...

Kalikesh Asks For HC Bench

0

Bhubaneswar: Senior BJD leader and Bolangir Lawmaker, Kalikesh Narayan Singh Deo today asked about the proposal to set up a bench of Orissa High Court in Bolangir and steps taken by the State Government in this regard.     In his one line written reply to the State Legislative Assembly, Chief Minister Mohan Charan Majhi said that such a facility is...

ଇ- ଚାଷ ଆପରେ ଫସଲ ସର୍ବେକ୍ଷଣ

0

ଭୁବନେଶ୍ୱର : ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ । ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ...

 ଚିହ୍ନଟ ହେବେ ବାଂଲାଦେଶୀ

0

ଭୁବନେଶ୍ୱର: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ବିଜେପି ସରକାର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେପି ବିଧାୟକ ଭାସ୍କର ମାଢେଇଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ତହସିଲ, ବ୍ଲକ ଓ ଥାନା ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାରେ ଅନ୍ୟ ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ...

IMS Bags Innovative Award

0

Bhubaneswar: The Department of Diabetes and Endocrinology(DoDE) at the Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan (SOA) here, has won the first prize for innovative study at the India chapter conference of the American College of Physicians (ACP) held recently at Lucknow. DoDE won the prize for its innovative study on diabetic...