Odisha Rain Alert

Bhubaneswar: The India Meteorological Department center in Bhubaneswar has issued a comprehensive seven-day outlook for the entire state of Odisha, highlighting an aggressive intensification of the monsoon current that will also dictate a wet week ahead for the twin cities. Over the next forty-eight hours, the state will experience a dual weather pattern. While coastal and interior districts face...

Odisha Celebrates Cooperation Ministry Foundation Day

Bhubaneswar: The Odisha State Cooperative Union, Bhubaneswar, under the directions of the Department of Cooperation, Government of Odisha, organized the inaugural celebration of the 5th Foundation Day of the Ministry of Cooperation, Government of India, at the Cooperative Bhavan premises in Bhubaneswar. To commemorate the successful completion of five years since the establishment of the Ministry of Cooperation—a historic step...

India-Norway Green Energy Push

New Delhi: Shri Santosh Sarangi, Secretary, Ministry of New and Renewable Energy, has been actively driving forward the strategic vision of Prime Minister Shri Narendra Modi to establish India as a global powerhouse in clean energy. In his high-level meeting with the Norwegian delegation, which included Ambassador Ms. May-Elin Stener and Mr. Bård Vegar Solhjell, Shri Santosh Sarangi emphasized...

ଖାଦ୍ୟ ଯାଞ୍ଚ କେବେ ?

0

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ତତ୍ପର ହୋଇ ଉଠିଥିବାବେଳେ ସହରାଞ୍ଚଳର ଖାଦ୍ୟ ପଦାର୍ଥ ଯାଞ୍ଚ କଡାକଡି ହୋଇପାରୁ ନାହିଁ । ବର୍ଷାଦିନେ ଖାଦ୍ୟ ଜରିଆରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ଥିବାବେଳେ ଯାଞ୍ଚ ଅଧିକାରୀମାନଙ୍କର ସ୍ଥାଣୁତା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ସହରାଞ୍ଚଳ ବିଶେଷକରି ରାଜଧାନୀରେ ରାସ୍ତାପାଶ୍ୱର୍ରେ ମାଂସ, ମାଛ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଚଟ୍‍ପଟି ଖାଦ୍ୟ ପସରା ବସୁଛି । ବର୍ଷାଦିନେ ଏହିସବୁ ସ୍ଥାନରେ କାଦୁଅ ପଚ ପଚ ସହିତ ନର୍ଦ୍ଦମା...

ନୂଆ ପାଠବହି ମିଳିଲା ବେଳକୁ ଶିକ୍ଷାବର୍ଷ ସରିଯିବ

0

ଭୁବନେଶ୍ୱର : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ଛାତ୍ରଛାତ୍ରୀଙ୍କୁ ଯଦି ନୂତନ ପାଠ୍ୟପୁସ୍ତକ ପ୍ରଦାନ କରାଯାଏ ତେବେ ଚଳିତବର୍ଷ ଶିକ୍ଷାବର୍ଷ ଭିତରେ ସେମାନେ ଏହା ପାଇବା ନେଇ ସନ୍ଦେହ ଉପୁଜିଛି । କାରଣ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାପିବାକୁ କର୍ତ୍ତୃପକ୍ଷଙ୍କୁ ୧୦ମାସ ସମୟ ଲାଗିଯାଇଥିଲା । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ମାଗଣା ପାଠ୍ୟପୁସ୍ତକରେ ଦୁଇ ହଜାରରୁ ଅଧିକ ତ୍ରୁଟି ନଜରକୁ ଆସିବାପରେ ସବୁ ସ୍ତରରୁ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଉଛି ।...

୪୮ଘଣ୍ଟାର ମହଲତ ଦେଲା ବିଜେଡି

0

ଭୁବନେଶ୍ୱର : ଶିକ୍ଷକମାନଙ୍କୁ ପୁସ୍ତକ ସଂଶୋଧନ କରି ପଢ଼ାଇବାକୁ କହି ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି ସରକାର । ଏହି ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅନ୍ତୁ ବୋଲ କହିଛି ବିଜୁ ଜନତା ଦଳ । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ପାଠ୍ୟପୁସ୍ତକରେ ତ୍ରୁଟି କେବଳ ଓଡ଼ିଶାରେ...

ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ

0

ବାରିପଦା : ଅନ୍ତର୍ଜାତୀୟ ବିଶ୍ୱ ଏମଏସଏମଇ  ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିଳ୍ପ କେନ୍ଦ୍ର  ପକ୍ଷରୁ 'ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ' ଅଧୀନରେ  ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ  ଏବଂ ସ୍ଥାନୀୟ ବ୍ୟବସାୟୀମାନଙ୍କ ସମାବେଶକୁ ସମ୍ବୋଧିତ କରି ଡ. ମହାପାତ୍ର ସୂକ୍ଷ୍ମ,...

ନୂଆ ମଦ ଦୋକାନକୁ ଜୋରଦାର ବିରୋଧ

0

ଭୁବନେଶ୍ୱର : ମଦ ଦୋକାନ ନିଲାମ ବାବଦରେ ୮୪୦ କୋଟି ଟଙ୍କା ପାଇ ସରକାର ଖୁସି ହେଉଥିବାବେଳେ ନୂଆକରି ମଦ ଦୋକାନ ପାଇଥିବା ନିଲାମଧାରୀମାନେ ଏବେ ହଟହଟା ହେବାରେ ଲାଗିଛନ୍ତି । ଅନେକ ସ୍ଥାନରେ ନୂଆ ଦୋକାନ ଖୋଲିବାକୁ ଯାଉଥିବାବେଳେ ସ୍ଥାନୀୟ ଲୋକେ, ବିଶେଷକରି ମହିଳାମାନଙ୍କର କଡା ବିରୋଧର ସମ୍ମୁଖୀନ ହେଉଛନ୍ତି । ଚଳିତବର୍ଷ ରାଜ୍ୟ ସରକାର ୧୧ଶହ ମଦଦୋକାନ ପାଇଁ ନିଲାମ ଡାକିଥିଲେ । ଏଥର ନିଲାମ ଡାକରା ପାଇଁ ଜମା ଅର୍ଥ ପରିମାଣକୁ ସରକାର ବଢାଇଥିଲେ । ବିଦେଶୀ ମଦ ଦୋକାନ...

ପଞ୍ଚାୟତ ନିର୍ବାଚନରେ ପାନୀୟଜଳ ଅସ୍ତ୍ର

0
Pipe Water Supply

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଳ ଯୋଗାଣକୁ ଅସ୍ତ୍ର କରିବ ଶାସକଦଳ । ପ୍ରତି ଘରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଇ ଭୋଟରଙ୍କ ହୃହଦ ଜିତିବ । ଏଥିପାଇଁ ପାନୀୟଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟରେ ପାଇପ୍‍ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ଫଳବତୀ ହୋଇପାରିନାହିଁ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପାନୀୟଜଳ ପାଇବାପାଇଁ ଲୋକେ ଆନ୍ଦୋଳନ କରୁଛନ୍ତି । ମେଗା ପାନୀୟଜଳ ପ୍ରକଳ୍ପକାର୍ଯ୍ୟ...

PM Visits Seychelles Tortoises

0

New Delhi: In a moving tribute to global biodiversity and environmental conservation, Prime Minister Shri Narendra Modi started his official state visit to Seychelles with a visit to the iconic Giant Tortoise Enclosure at the Seychelles National Botanical Garden. Accompanied by Seychelles President Dr. Patrick Herminie, the Prime Minister spent time interacting with the famed Aldabra Giant Tortoises, shedding...