ଆର୍ଥିକ ସାକ୍ଷରତା ପାଠ ପାଇଁ ରାଜିନାମା
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି । ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା....
ବଂଶଧାରା ନଦୀ ଜଳବଣ୍ଟନ ନିଷ୍ପତ୍ତି ଓଡ଼ିଶା ବିରୋଧି
ଭୁବନେଶ୍ୱର : ବଂଶଧାରା ନଦୀ ଜଳବଣ୍ଟନରେ ଓଡ଼ିଶା ଏବଂ ଆନ୍ଧ୍ରର ୫୦:୫୦ ପରିମାଣର ବଣ୍ଟନ ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନିପତି କହିଛନ୍ତି । ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାର୍ଥର ପରିପନ୍ଥି ବୋଲି ସେ ଅଭିଯୋଗ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଓଡ଼ିଶା ବିରୋଧି ମନୋଭାବ ଏଥିରେ ସ୍ପଷ୍ଟ ପ୍ରକଟିତ ହେଉଛି । ଏଭଳି ଓଡିଶା ସ୍ୱାର୍ଥ ବିରୋଧି ନିଷ୍ପତ୍ତିକୁ ଓଡ଼ିଶାରୁ ସଂସଦକୁ ନିର୍ବାଚିତ...
କୁଳପତି ନିଯୁକ୍ତ ନକଲେ ଆନ୍ଦୋଳନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତି ଜାରି ରହିଥିବାକୁ ନେଇ, ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଉଚ୍ଚଶିକ୍ଷା ବିଭାଗର ଏଭଳି ଦୁର୍ଦ୍ଦଶା, ରାଜ୍ୟ ସରକାରଙ୍କ ଅପାରଗ ପଣିଆର ପରିଣାମ ବୋଲି କହିଥିଲେ । ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା...
State Assures Smooth LPG Supply
Bhubaneswar: The Government of Odisha in the Department of Food, Supplies and Consumer Welfare has confirmed that the state maintains a robust and stable supply of Liquefied Petroleum Gas (LPG). Principal Secretary, Food, Supply and Consumer Welfare, Shri Sanjay Kumar Singh addressed public concerns on 6 April, stating clearly that there is no shortage of cooking gas across...
Cambridge Invites Meghna Singh Deo
Bhubaneswar: Shrimati Meghna Singh Deo, Chairperson of the leading early learning school Ekamra Vatika in Odisha has been invited to participate in the prestigious Classroom 2030 Program at the University of Cambridge. The Program scheduled from 13th to 17th April 2026 this senior level initiative is organized by the digital education futures initiative known as defi at Hughes Hall. Shrimati Singh...
ସିଏଜି ଧରିଲେ କୁକୁଡା ପାଳନ ହେରଫେର
ଭୁବନେଶ୍ୱର : ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଘରୋଇ ଭାବରେ କୁକୁଡା ପାଳନ ଲାଗି ସରକାର ଦେଇଥିବା ଅର୍ଥର ସିଂହଭାଗ ପାଣିରେ ପଡିଛି । ପ୍ରଦାନ କରାଯାଇଥିବା କୁକୁଡା ଚିଆଁ ବଞ୍ଚି ନାହାନ୍ତି କି କୁକୁଡା ଘର ନିର୍ମାଣ ପାଇଁ ମିଳିଥିବା ଅର୍ଥ କାମରେ ଲାଗିନି । ଯେଉଁଠାରେ ବି କୁକୁଡା ପାଳନ ପାଇଁ ଘର ତିଆରି ହୋଇଛି ସେଠାରେ କୁକୁଡା ନାହାନ୍ତି । କୁକୁଡାପାଳନରେ ଏଭଳି ଅନିୟମିତତାକୁ ଅଡିଟ୍ ସମୟରେ ଧରିଛନ୍ତି ସିଏଜି । ସଦ୍ୟ ପ୍ରକାଶିତ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି...
ଲଘୁ ଖଣିଜ ଚୋରି ବର୍ଷକୁ ବର୍ଷ ବଢୁଛି
ଭୁବନେଶ୍ୱର : ଲଘୁ ଖଣିଜ ଦ୍ରବ୍ୟ ବିଶେଷକରି ରାଜ୍ୟରେ ବାଲି ଚୋରିକୁ ରୋକିବାପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଥିବାବେଳେ ଚୋରି କିନ୍ତୁ ବଢି ବଢି ଚାଲିଛି । ଚୋରିକରୁଥିବାବେଳେ ଧରା ପଡୁଥିବା ଯାନବାହାନ ସଂଖ୍ୟା ଓ ଜୋରିମାନାରୁ ଏହା ଜଳ ଜଳ ହୋଇ ଦିଶୁଛି । ସରକାରୀ ସୂଚନାରୁ ଜଣାପଡିଛି ଯେ ଲଘୁ ଖଣିଜଦ୍ରବ୍ୟ ଚୋରି ସମୟରେ ଜବତ ହୋଇଥିବା ଗାଡିମୋଟର ସଂଖ୍ୟା ୨୦୨୪-୨୫ ବର୍ଷରେ ୪୬୭୬ ଟି ଥିବାବେଳେ ୨୦୨୫-୨୬ ବର୍ଷର ଫେବୃଆରୀ ସୁଦ୍ଧା ଏହି ସଂଖ୍ୟା ୫ହଜାରକୁ ଅତିକ୍ରମ କରିଯାଇଛି...
Run For Heritage Care
Bhubaneswar: Department of Sports and Youth Services of the Government of Odisha organized a historic Heritage Mass Run in the capital’s Ekamra Kshetra on the fifth day of the Odia Pakhya celebrations. The event commenced at 5:30 AM from the courtyard of the Mukteswar Temple, a masterpiece of Odia architecture. The run followed a scenic route through the heart of...
Chatbot For Revenue Services
Bhubaneswar: Revenue and Disaster Management Minister Suresh Pujari chaired a high-level review meeting at Lok Seva Bhawan to discuss departmental activities and the integration of the Ama Sathi chatbot into public service delivery. During the session, the Minister directed officials to make the existing WhatsApp-based chatbot more user-friendly and people-centric to streamline revenue-related services. Additional Chief Secretary of the Revenue...
ଓଡ଼ିଆ ଅସ୍ମିତା ପାଇଁ ଐତିହ୍ୟ ମାରାଥନ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ 'ଓଡ଼ିଆ ପକ୍ଷ' ଅବସରରେ ପଞ୍ଚମ ଦିବସରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ 'ଐତିହ୍ୟ ଗଣଦୌଡ଼' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏହି ଦୌଡ଼ର ଶୁଭାରମ୍ଭ ହୋଇଥିଲା। ପବିତ୍ର ମୁକ୍ତେଶ୍ୱର ମନ୍ଦିର ପୀଠରୁ ବାହାରି ଐତିହ୍ୟ ଗଣଦୌଡ଼ ରାମେଶ୍ୱର ମନ୍ଦିର, ବିବେକାନନ୍ଦ ମାର୍ଗ, ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଲୁଇସ୍ ରୋଡ୍, ବିଜେବି କଲେଜ ଏବଂ ରବି ଟକିଜ ଛକ ଦେଇ ଐତିହାସିକ ରାଜାରାଣୀ...










