୨୩ ରାତିରେ ଉପକୂଳ ଛୁଇଁବ ଗଭୀର ଅବପାତ

0

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏକ ‘ଗଭୀର ଅବପାତ’ର ରୂପ ନେବାକୁ ଯାଉଛି । ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଦ୍ରୁତ ଗତି କରି ଆସନ୍ତା ୨୩ ତାରିଖ ରାତିରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟବର୍ତ୍ତୀ କୌଣସି ଏକ ସ୍ଥାନରେ ଏହା ସ୍ଥଳଭାଗ ଛୁଇଁବାର...

ଏମଏମଡିଆର୍ ଓ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଗୃହ ଅଚଳ

0

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହରେ ଶୋକପ୍ରସ୍ତାବ ପାରିତ ହେବାପରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିବା ସମ୍ଭବପର ହୋଇପାରିନାହିଁ। କଂଗ୍ରେସ ଏମଏମଡିଆର ଆକ୍ଟ ପ୍ରସଙ୍ଗରେ ଓ ବିଜେଡି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହ ଭିତରେ ହଟ୍ଟଗୋଳ କରି ରାଜ୍ୟର ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି। ବିଜେଡି ବିଧାୟକମାନେ ବିଧାନସଭାରୁ ଚାଲିଚାଲି ଯାଇ ଲୋୟର ପିଏମଜିଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା...

ଦିଗବୋଇ ବିଶୋଧନାଗାରରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

0

ଭୁବନେଶ୍ୱର : ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଆସାମ ଦିଗବୋଇସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ୍‌ (ଆଇଓସିଏଲ)ର ବିଶୋଧନାଗାର ପରିଦର୍ଶନ କରିଛନ୍ତି । ଏହି ବିଶୋଧନାଗାର ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ଭବିଷ୍ୟତ ଦିଗରେ ଭାରତର ପ୍ରୟାସରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ରାହୁଲ ପ୍ରଶାନ୍ତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଦିଗବୋଇର ଇତିହାସ ବିଷୟରେ ସୂଚନା ଦେଇଥିଲେ । ସେମାନେ...

ଆଇଏଏସ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ)ର ପ୍ରଥମ ବର୍ଷର ବିଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚର ନୂତନ ଛାତ୍ରଛାତ୍ରୀଙ୍କ ୧୪ ତମ ବ୍ୟାଚ ନିମନ୍ତେ ସୋମବାର ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟରେ ଉପଲ୨ ବିଭିନ୍ନ ବ୍ୟବସ୍ଥା ଓ ସମ୍ବଳର ସୁଯୋଗ ନେବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ସୂଚନା ଦେଇଥିଲେ । ଶୃଙ୍ଖଳିତ, କଠିନ ପରିଶ୍ରମ...

ଡକ୍ଟର ସରବଣା ବିବେକ ନୂଆ ଡିସିପି

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସ୍ୱରୂପ ରାଜଧାନୀ ଭୁବନେଶ୍ୱର ପାଇଁ ନୂଆ ଡିସିପି ଭାବେ ନିଯୁକ୍ତି ମିଳିଛି । ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିବା ୨୦୧୫ ବ୍ୟାଚ୍‌ର...

ସହରାଞ୍ଚଳରେ ବର୍ଷା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ

0

ଭୁବନେଶ୍ୱର : ସହରାଞ୍ଚଳରେ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ରାଜ୍ୟ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା,...

Dr.Saravana Vivek Is New DCP BBSR

0

Bhubaneswar: Dr. Saravana Vivek M. has been appointed as the new Deputy Commissioner of Police(DCP) for Bhubaneswar. The 2015-batch IPS Officer, who was serving as the Superintendent of Police in Brahmapur, will replace Shri Jagmohan Meena, a 2013-batch officer whose resignation from service has been accepted. The appointment of Dr. Saravana Vivek M. places an experienced officer at the helm...

Dr.Prabodh Mohanty; New FIMI President

0

New Delhi: In a historic milestone for Eastern India’s industrial landscape, prominent mining and industry leader Dr. Prabodh Kumar Mohanty was unanimously elected as the President of the Federation of Indian Mineral Industries (FIMI) at the apex body’s 60th Annual General Meeting in New Delhi on Tuesday. Dr. Mohanty, the Managing Director of the SNM Group and current President...

Red Warning For 3 DISTs

0

Bhubaneswar:A deep depression over the west-central and adjoining northwest Bay of Bengal has intensified as it moved westward at 18 km/h over the past six hours. Centered near latitude 17.9°N and longitude 86.0°E as of 0830 hours IST on September 22, 2026, the system is located approximately 200 km southeast of Gopalpur (Odisha), 200 km east-southeast of Kalingapatnam (Andhra...

India Wins Gold In ASIAD

0

New Delhi: History repeats itself in grand fashion as the Indian Women’s Cricket Team as once again ascended to the summit of Asian sports, capturing the Gold Medal at the 20th Asian Games in Aichi-Nagoya. In a displaying masterclass of nerves, athletic prowess, and unwavering teamwork, India defeated Sri Lanka by 147 runs in a thrilling final to secure...