ପୁଣି ମୁଣ୍ଡ ଟେକିଲାଣି ଗନ୍ଧମାର୍ଦ୍ଦନ ଆନ୍ଦୋଳନ

0

ଭୁବନେଶ୍ୱର : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରୁ ପୁଣି ବକ୍ସାଇଟ୍‍ ଉତ୍ତୋଳନ ହେବାର ସମ୍ଭାବନା ଥିବାରୁ ଅବିଭକ୍ତ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ଆନ୍ଦୋଳନ ଦାନା ବାନ୍ଧୁଛି । ଏଠାରେ ଯେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ୍‍ ଖନନ ପାଇଁ ବାଲ୍‍କୋକୁ ଅନୁମତି ଦିଆଯାଇଥିଲା । ବାଲ୍‍କୋ ମଧ୍ୟ ବକ୍ସାଇଟ୍‍ ଖନନ ଲାଗି ଜୋରଦାର ପ୍ରସ୍ତୁତିପର୍ବ ଚଳାଇଥିଲା । ସେତେବେଳେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା । ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ନେତୃତ୍ୱରେ ଚାଲିଥିବା ବାଲ୍‍କୋ ହଟାଅ ଆନ୍ଦୋଳନରେ ସେ ସମୟରେ...

ସରକାରୀ କଲେଜରେ ବସିବାକୁ ସ୍ଥାନ ନାହିଁ

0

ଭୁବନେଶ୍ୱର : ସରକାରୀ କଲେଜରେ ଘରୋଇ ସଂସ୍ଥାର ପାଠପଢା ଏବେ ଛାତ୍ରଛାତ୍ରୀଙ୍କ ପାଇଁ କାଳ ହେଲାଣି । ଏଥିପାଇଁ ସରକାରୀ କଲେଜରେ ନାମ ଲେଖାଇଥିବା ପିଲାମାନେ ଏବେ ବସିବାକୁ ଟିକେ ସ୍ଥାନ ପାଉନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ମହାବିଦ୍ୟାଳୟରେ । ଏଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ କଳା, ବାଣିଜ୍ୟ, ବିଜ୍ଞାନ ସହିତ କେତେକ ବିଷୟରେ ପିଜି, ଧନ୍ଦାମୂଳକ ଶିକ୍ଷା ଏବଂ ଘରୋଇ ସଂସ୍ଥା ଦ୍ୱାରା କମ୍ପ୍ୟୁଟର ବିଜ୍ଞାନ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି । ତେବେ ଏତେ...

Nandankanan Welcomes Cute Cubs

0

Bhubaneswar: Everyone at Nandankanan Zoological Park is in joy as white tigress Rupa has given birth to four healthy cute cubs. The birth of these cubs, which took place in the early hours of November 2, adds to the park’s success in its tiger breeding program and brings hope for the conservation efforts. This was informed by Principal Chief Conservator of...

Balangir Gets 890 CR Projects

0

Balangir: Chief Minister Mohan Charan Majhi today launched various developmental projects worth Rs 890 crore in Balangir. Shri Majhi, who is on a two-day visit to Balangir district, launched a total of 83 projects such as irrigation, health infrastructure, piped water supply, bridge, road sectors. He addressed two public meetings organized for this purpose at Belpada and Patnagarh during the...

Food Poisoning;Death Cause

0

Bhubaneswar: State Health Department today said that food poisoning is the reason behind the deaths of two women and the illness of six others at Mandipanka village in the Daringbadi block of Kandhamal district. However, the source of food poisoning is yet to be identified. At least two women died and six others fell seriously after allegedly consuming gruel made...

ରାଜ୍ୟରେ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ଥ

0

ଭୁବନେଶ୍ୱର : ରାଜ୍ୟରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଲୋକଲୋଚନକୁ ଆସିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା...

ଡିଆରଆରଡବ୍ଲୁଜି ମନ୍ତ୍ରୀସ୍ତରୀୟ ବୈଠକରେ ପି କେ ମିଶ୍ର

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ଜି- ୨୦ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆରଆରଡବ୍ଲୁଜି) ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଛନ୍ତି | ଭାରତୀୟ ପ୍ରତିନିଧି ଦଳର ସକ୍ରିୟ ଅଂଶଗ୍ରହଣ ସହିତ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ପ୍ରଥମ ମନ୍ତ୍ରୀସ୍ତରୀୟ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସହମତି ପ୍ରକାଶ ପାଇଛି। ବିଭିନ୍ନ ମନ୍ତ୍ରୀସ୍ତରୀୟ...

ସମ୍ -୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍

0

ଭୁବନେଶ୍ୱର : ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ୍ -୨ ପକ୍ଷରୁ ପିଙ୍କ ଅକ୍ଟୋବର କ୍ୟାମ୍ପେନ୍ ଉଦ୍‌ଯାପିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ୍ତର, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ । ସେପ୍ଟେମ୍ବର ଶେଷ ସପ୍ତାହରେ ଆୟୋଜିତ ହୋଇଥିବା ଏହି କ୍ୟାମ୍ପେନ୍‌ରେ ମୁଖ୍ୟତଃ ସ୍ତନ କର୍କଟ ସଚେତନତା ଉପରେ ଗୁରୁତ୍ୱ ଦେବା ସହ ସ୍କ୍ରିନିଂ, ସ୍ୱ ପରୀକ୍ଷା ଏବଂ ଏ ସମ୍ପର୍କିତ ବିଭିନ୍ନ ଅନ୍ଧ ବିଶ୍ୱାସ ଓ ବାସ୍ତବ ସତ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର...

ହାତୀ ଉପଦ୍ରବ ଅଞ୍ଚଳରେ ମାଳ ମାଳ ମାଟି ଘର

0

ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଥିବା ଘରକୁ ନେଇ ବିବାଦ ଦେଖାଦେବା ଓ ଏତେ ସଂଖ୍ୟାରେ ମାଟିଘର କିପରି ରହିଲା ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ ହାତୀମାନେ ହଜାରେରୁ ଅଧିକ ଘର ଭାଙ୍ଗିଛନ୍ତି । ହାତୀଙ୍କ ଦ୍ୱାରା ଭାଙ୍ଗିଥିବା ଘରଗୁଡିକ ମଧ୍ୟରୁ ସଂଖ୍ୟାଧିକ ମାଟି ଘର ଥିବା ଜଣାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ହାତୀମାନେ ଉପଦ୍ରବ ଆରମ୍ଭ କରିଛନ୍ତି । ବିଶେଷକରି ଫସଲ ଅମଳ ସମୟରେ ଏମାନେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବାବେଳେ ଏବେ ବର୍ଷର ଅଧିକାଂଶ ସମୟରେ ଏମାନେ...

ମଦୁଆଙ୍କ ଡାଟାବେସ୍‍ ପ୍ରସ୍ତୁତ ହେଉ

0

ଭୁବନେଶ୍ୱର : ବାର୍‍ ମାନଙ୍କରେ ନାଚ ବନ୍ଦକରି ଗୀତ ବୋଲିବାପାଇଁ ସରକାର ଯେଉଁ ସର୍ତ୍ତମୂଳକ ଅନୁମତି ଦେବାକୁ ଯାଉଛନ୍ତି ସେଥିରେ ଥିବା ଅନେକ କଟକଣା ମଧ୍ୟରେ ଗୀତ ବୋଲୁଥିବା ବ୍ୟକ୍ତିଙ୍କ ଫଟୋ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଉଥିବାବେଳେ ସେମାନଙ୍କ ପୋଷାକ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନଦେବାକୁ କୁହାଯାଇଛି । ତେବେ ବାର୍‍ରେ ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କ ଡାଟାବେସ୍‍ ପ୍ରସ୍ତୁତ ପାଇଁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ୍ୟଶାଳା ବା ବାର୍‍ ଗୁଡିକରେ କେଉଁଠି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ...