ଟେକ୍ କାର୍ନିଭାଲ ଉଦ୍‌ଘାଟିତ

0

ଭୁବନେଶ୍ୱର : ବିକଶିତ ଓଡ଼ିଶା - ବିକଶିତ ଭାରତ ଗଠନରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ଆନୁକୂଲ୍ୟରେ ଆୟୋଜିତ ଟେକ୍ କାର୍ନିଭାଲକୁ ଉଦ୍‌ଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ବର୍ତମାନ ଆମେ ବୈଷୟିକ ଜ୍ଞାନ ଆଧାରିତ ଯୁଗରେ ଗତି କରୁଛେ । ଏହି ଜ୍ଞାନ ଆଧାରିତ ଯୁଗରେ ଯାହାଙ୍କ ପାଖରେ ବୈଷୟିକ ଜ୍ଞାନ ଅଛି ସେ...

୧୦ରେ ଶିଶୁମେଳା ପ୍ରତିଯୋଗିତା

0

ଭୁବନେଶ୍ବର : ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ଵାରା ପିକକ୍ ଶିଶୁମେଳା ପରିପ୍ରେକ୍ଷୀରେ ନଭେମ୍ବର ୧୦ ତାରିଖରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଭୁବନେଶ୍ବର ୟୁନିଟ-୩ ସ୍ଥିତ ଏକାମ୍ର ହାଟ ଠାରେ ଅନୁଷ୍ଠିତ ହେବ । ଏହିଦିନ ସକାଳ ୮ ଟା ରେ ୨ୟ ରୁ ଦ୍ଵାଦଶ ଶ୍ରେଣୀ ଚିତ୍ରାଙ୍କନ ପ୍ରତିଯୋଗୀତା; ସକାଳ ୧୧:୩୦ ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦଶମ ଶ୍ରେଣୀ); ଅପରାହ୍ନ ୩ ଟାରେ ବକ୍ତୃତା ପ୍ରତିଯୋଗୀତା (ଏକାଦଶ ଓ ଦ୍ଵାଦଶ ଶ୍ରେଣୀ) ଓ ସନ୍ଧ୍ଯା ୫...

ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବଢାଇଲା ବେଦାନ୍ତ

0

ଭୁବନେଶ୍ୱର : ଗୁଣାତ୍ମକ ଶିକ୍ଷାର ବ୍ୟାପକ ଉପଲବ୍ଧତା ଏବଂ ଯୁବପିଢ଼ିଙ୍କୁ ସଶକ୍ତ ସହିତ ଗୋଷ୍ଠୀ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତାର ପରିଚୟ ଦେଇ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାଣୀ କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି । ଏହି ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, ଘୋଘରପଲ୍ଲୀ, ଜାମକାନି ଓ ଗିରିସ୍ମା ଗ୍ରାମର ସରକାରୀ...

Mantra For Young IPS

0

Bhubaneswar: Additional Chief Secretary Home, Satyabrata Sahu interacted with IPS Probationers of 2022 Batch here at Lok Seva Bhawan here on 4 November. His ‘Mantra’ for the Young IPS Officers was winning the hearts of the people through compassion rather than controlling them through fear. Shri Sahu, known for his compassionate approach towards people urged the IPS Probationers for People Friendly...

ପରିବା ହାଟ ପାଇଁ ଜବରଦଖଲକାରୀ ଉତ୍ସାହିତ

0

ଭୁବନେଶ୍ୱର : କନଜରଭେନ୍ସିରେ ପରିବା ହାଟ ହେବା ନେଇ ବିଏମ୍‍ସି ସୂଚନା ଦେବାପରେ ଏବେ ଜବରଦଖଲକାରୀମାନେ ସଜବାଜ ହେଲେଣି । ପରିବା ଦୋକାନ ନାଁରେ କନଜରଭେନ୍ସି ଦଖଲ କରି ସେଠାରେ କିଭଳି ଘରଟିଏ କରିବେ ସେଥିପାଇଁ ପ୍ରସ୍ତୁତି ଚଳାଇଲେଣି । ସରକାରୀ କ୍ୱାଟର୍ସ ସମେତ ଘରୋଇ ପ୍ଲଟ ମଝିରେ ଥିବା ସ୍ଥାନ ହେଉଛି କନଜରଭେନ୍ସି । ଏହି ସ୍ଥାନଟିକୁ ଦୁଇପଟ ଘର ପାଇଁ ସ୍ୱରେଜ ପାଇପ୍‍ ଲାଇନ୍‍ ବିଛାଇବା ପାଇଁ ରଖାଯାଇଥିଲା । ପୂର୍ବରୁ ଏହି ସ୍ଥାନରେ ପାନୀୟଜଳ ପାଇପ୍‍ ବିଛା ଯାଇଥିବାବେଳେ ଏବେ...

ଋଣ ପରିଶୋଧ ଏକ ବଡ ଆହ୍ୱାନ

0

ଭୁବନେଶ୍ୱର : ଓଡିଶାର ବଜେଟ୍‍ ପରିମାଣ ବର୍ଷକୁ ବର୍ଷ ବୃଦ୍ଧି ପାଇବା ସହ ଋଣ ପରିମାଣ ବି ବଢି ବଢି ଚାଲିଛି । ରାଜ୍ୟ ଆୟର ଏକ ପ୍ରମୁଖ ଅଂଶ ଋଣ ହୋଇଥିବାବେଳେ ବ୍ୟୟ କ୍ଷେତ୍ରରେ ବି ଋଣ ପରିଶୋଧ ଏକ ପ୍ରମୁଖ ଆହ୍ୱାନ ହୋଇଥିବା ଅର୍ଥନୀତି ବିଶାରଦମାନେ କହୁଛନ୍ତି । ଶିଳ୍ପାୟନ ଓ ବାହ୍ୟ ପୁଞ୍ଜିଲଗାଣ ବଢୁଥିବାବେଳେ ବେକାରୀ ଓ ବେରୋଜଗାରୀ ଓଡିଶା ପାଇଁ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଥିବା ପରିସ୍ଥିତିରେ କୃଷି ଏବଂ କୁଟୀରଶିଳ୍ପ ମାଧ୍ୟମରେ ଏହି ସମସ୍ୟାର...

Barabati To Host ODI On Feb 9

0

Cuttack: Barabati Stadium in Cuttack will host the One-Day International (ODI) cricket match between India and England on February 9, 2025. The Odisha Cricket Association (OCA) today announced ticket price for the international match, after holding its special general meeting here. Vice President Pankaj Lochan Mohanty, Secretary Sanjay Behera, and other key OCA officials and members attended the crucial meeting and finalized...

CM Begins Maha Talks

Bhubaneswar: Expressing serious concern over the ongoing Mahanadi water dispute with neighbouring Chhattisgarh, Chief Minister Mohan Charan Majhi today said he personally started discussing the issue with his Chhattisgarh counterpart. While briefing media persons in Bolangir, the Chief Minister said he has already held discussions with his Chhattisgarh Chief Minister Vishnu Deo Sai twice on the Mahanadi water dispute. Shri Majhi...

Probe On Pachyderm Deaths

0

Bhubaneswar: Expressing serious concern over the unnatural death of nearly 50 wild elephants during the current year, Forest, Environment and Climate Change Minister Ganesh Ram SingKhuntia has ordered a detailed departmental inquiry into the deaths. The Minister has written a letter to Forest, Environment & Climate Change, Additional Chief Secretary (ACS), Satyabrat Sahu in this matter. Shri Singkhuntia has ordered for...

ପାଳନ ହେବ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ

0

ଭୁବନେଶ୍ୱର : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ  ନଭେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ, ତାଙ୍କର ଏକ ବର୍ଷ ବ୍ୟାପୀ ଜୟନ୍ତୀ...