ବୌଦ୍ଧ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ...

ଭାରତ ଅଟା ଏବଂ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ବିକ୍ରି ଆରମ୍ଭ

0

ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪...

ଧର୍ମ ମାସରେ ଲୁଟୁ ଛନ୍ତି

0

ଭୁବନେଶ୍ୱର : ଧର୍ମମାସ କାର୍ତ୍ତିକରେ ବିଭିନ୍ନ ଶୈବପୀଠ ଓ ଦେବାଳୟକୁ ଲୋକଙ୍କ ସୁଅ ଛୁଟୁଥିବାବେଳେ ଏହିସବୁ ମନ୍ଦିର ଓ ଆଖପାଖର ବ୍ୟବସାୟୀମାନେ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି । ବିଶେଷକରି ସେହିସବୁ ସ୍ଥାନରେ ନିରାମିଷ ଖାଦ୍ୟ ପସରା ଖୋଲିଥିବା ବ୍ୟବସାୟୀମାନେ ମନଇଚ୍ଛା ଦର କଷିବା ସହିତ ଖାଦ୍ୟର ମାନପ୍ରତି ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । କାର୍ତ୍ତିକମାସ ଯୋଗୁଁ ଲୋକେ ଦେବାଳୟଗୁଡିକୁ ଯିବା ସହିତ ସେହିଠାରେ ପ୍ରସାଦ ସେବନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଲୋକଙ୍କ ଆଗ୍ରହକୁ ଦେଖି ମନ୍ଦିରଗୁଡିକରେ ପ୍ରସାଦ...

ଶତ ପ୍ରତିଶତ ସାକ୍ଷରତା ଲକ୍ଷ୍ୟ

0

ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ କରିବାର ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ରାଜ୍ୟ ସରକାର ଓଡିଶାକୁ ପୂର୍ଣ୍ଣ ସାକ୍ଷର କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଖସଡା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ୨୦୧୧ ମସିହାରେ ଶେଷଥର ପାଇଁ ହୋଇଥିବା ଜନଗଣନା ସମୟରେ ରାଜ୍ୟରେ ସାକ୍ଷରତା ହାର ପାଖାପାଖି ୭୩ପ୍ରତିଶତ ରହିଥିଲା । ସେତେବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାକ୍ଷରତା କ୍ଷେତ୍ରରେ ବଡ ଫରକ ଥିବାବେଳେ...

100% Literacy By 2036

0

Bhubaneswar: The new BJP government has started preparations to make Odisha 100 percent literate by 2036, when Odisha will complete 100 years of its formation.   For this, both the School and Mass Education and the Higher Education Departments are preparing action plans to achieve the ambitious target. During the last Census conducted in 2011, the literacy rate in the State...

Padhee Asks Meghanada Repair

0

Puri: Shree Jagannath Temple Administration (SJTA) has urged the Archaeological Survey of India (ASI) to immediately repair multiple cracks that have developed in the Meghanada Pacheri, the boundary wall of Jagannath Temple in Puri. SJTA Chief Administrator Dr Arabinda Padhee has written a letter to ASI Superintendent to immediately carry out permanent repairs and restoration of the Meghanad Pacheri today. Along...

Dana Causes 600Cr Loss

0

Bhubaneswar: As per preliminary assessment, the severe cyclone Dana has caused damages to public and private properties worth around Rs 600 crore in 14 districts of the state, Revenue and Disaster Management Minister Suresh Pujari said here today. Severe cyclonic storm Dana struck the eastern coast early on October 25, triggering torrential rain and high-speed winds uprooting trees and electric...

Vednata Boosts Edu Infra

0

Bhubaneswar: Demonstrating its commitment to transformative community development by building wider access to quality education and empowering young minds, Vedanta Aluminium, India’s largest producer of aluminium, provided essential school infrastructure to 14 (fourteen) government schools and 07 (seven) Anganwadi centres in Odisha’s tribal-dominated SundargarhJamkani coal block area. Potentially benefitting more than 750 students in the region, this support included handing...

SOA On Circular Economy

0

Bhubaneswar: Antibiotics, which played a huge role in combating the Covid-19 virus that killed more than 5.3 lakh people in India, should be viewed as a kind of national security, an expert in the field of biotechnology said on Monday.  There was a need for development in this field for which the cooperation of the society at large was needed,...

ଆଣ୍ଟିବାୟୋଟିକ୍‌ ବିକଶିତ ପାଇଁ ସହଯୋଗ ଆବଶ୍ୟକ

0

ଭୁବନେଶ୍ୱର : କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଣ୍ଟିବାୟୋଟିକ । ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି । ଏହା ଜାତୀୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବୋଲି ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆରମ୍ଭ ହୋଇଥିôବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ମତ ଦେଇଛନ୍ତି । ନଭେମ୍ବର...