World Cup Trophy Tour Begins

0

Bhubaneswar: Much awaited Trophy Tour of the 2023 Men's FIH Hockey World Cup was kick-started on Monday. Chief Minister Naveen Patnaik handed over the trophy to Hockey India President Dilip Tirkey.  Shri Patnaik wished the Trophy Tour a grand success and said it will be a memorable World Cup for the...

Over 80% Polling

0

Bargarh: Over 80 per cent polling was recorded in by-poll to Padampur Assembly constituency in Bargarh district. As per preliminary reports, the total voter turnout was little more than 80 per cent, which is the highest in the constituency so far. However, the final polling percentage will be known once the polling officials return...

ତାଲିମରେ ୪୧କୋଟିରୁ ଅଧିକ ବ୍ୟୟ

0

ଭୁବନେଶ୍ୱର : ରାଜ୍ୟର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ତାଲିମ ଦେବା ଲାଗି ସରକାର ତିନି ବର୍ଷରେ ୪୧କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏ ବାବଦରେ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ସହାୟତା ମିଳେନାହିଁ । ବିଭିନ୍ନ ପ୍ରକାର ତାଲିମ ଜରିଆରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ଅର୍ଥ ରାଜ୍ୟର ନିଜସ୍ୱ ପାଣ୍ଠିରୁ ବହନ କରୁଛନ୍ତି ।...

ଏସ୍‍ଟିପି ନିର୍ମାଣ ବିଳମ୍ବକୁ ଧରିଲେ ସିଏଜି

0

ଭୁବନେଶ୍ୱର : ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିନପାରିବାରୁ ୫୮୨ କୋଟି ଟଙ୍କା ଖର୍ଚ୍ଚ ନହୋଇ ରହିଗଲା । ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ତାଙ୍କର ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାର ସମୀକ୍ଷା କରି ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ୪ଟି ମହାନଗର ନିଗମ ଓ ଦୁଇଟି ପୌର ସଂସ୍ଥାରେ...

ସଂଗଠନ ଛାଡି ଘର ସଂସାର କଲେ ମାଓବାଦୀ

0

ଭୁବନେଶ୍ୱର : ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାପାଇଁ ଓଡିଶା ପୁଲିସ୍‍ର ଉଦ୍ୟମ ଏବେ ଫଳବତୀ ହେବାରେ ଲାଗିଛି । ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ସପ୍ନତା ପାଟମାଝି (ନନ୍ଦିନୀ) ଓ ଫୁଲବତୀ ଉଶେଣ୍ଡି (କରୁଣା)ଙ୍କର ଧୂମଧାମରେ ବିବାହ ଅନୁଷ୍ଠିତ ହୋଇଛି । ସ୍ୱପ୍ନିତା ପାଟମାଝି ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଦେଢ ବର୍ଷ ସଂଗଠନରେ କାର୍ଯ୍ୟ କରିବାପରେ ୨୦୧୯ ମସିହାରେ କନ୍ଧମାଳ ଏସ୍‍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ ।

High-Voltage Campaign Ends

0

Bhubaneswar: The high-voltage campaign for the by-poll to Padampur Assembly segment ended with a high note at 4 PM on Saturday. The Bargarh District Administration has asked outsiders to leave the place for smooth conduct of the voting. “As per ECI guidelines, after the end of campaigning period, those who do not belong to...

MiO Attracts 10.50 L CR Invest Intent

0

Bhubaneswar: The State Government has bagged 741 investment intents worth of Rs 10.50 lakh crores during the Make in Odisha (MIO) Conclave 2022, which came to an end here on Saturday. Addressing at the valedictory session of the MIO conclave, Chief Minister Naveen Patnaik announced that the conclave has generated investment intents of Rs...

IREDA Boosts Odisha RE

Bhubaneswar: Pradip Kumar Das, Chairman & Managing Director (CMD), Indian Renewable Energy Development Agency Limited (IREDA), addressed a gathering at a Sectoral Session on “Renewable Energy & Equipment (Green Hydrogen & Solar)” in Bhubaneswar on 2 December. The address was a part of the Make in Odisha (MIO) Conclave 2022, the flagship investor summit...

ରମାଦେବୀ ବିଶ୍ୱଦ୍ୟାଳୟକୁ ଅତିଥି ଅଧ୍ୟାପକ ଭରସା

0

ଭୁବନେଶ୍ୱର : ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୩୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ନିୟମିତ ଅଧ୍ୟାପକ ଅଧ୍ୟାପିକା ପଦବୀ ଖାଲି ପଡିଥିବାରୁ ଅଧିକାଂଶ କ୍ଷେତ୍ରରେ ଅତିଥି ଅଧ୍ୟାପକମାନଙ୍କ ଉପରେ ଭରସା କରିବାକୁ ହେଉଛି । ମା’ ରମାଦେବୀଙ୍କ ନାମରେ ନାମିତ ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସହିତ ୯ଟି ଜିଲ୍ଲାର ଅନ୍ୟୁନ ୪୮ଟି କଲେଜ ଅନୁବନ୍ଧିତ ହୋଇ ରହିଛି । ଏଗୁଡିକ ମଧ୍ୟରେ ଗୁଡିଏ...

ବାତ୍ୟା କ୍ଷତି ସର୍ବାଧିକ

0

ଭୁବନେଶ୍ୱର : ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ଯେତିକି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସେଥି ମଧ୍ୟରୁ ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍‍ରେ ରାଜ୍ୟର ସର୍ବାଧିକ କ୍ଷତି ହୋଇଛି । ଏହି କ୍ଷତିର ପରିମାଣ ୧୪ହଜାର କୋଟି ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟ ଫାଇଲିନ୍‍, ହୁଡ୍‍ହୁଡ୍‍, ତିତିଲି, ଫନି, ବୁଲ୍‍ ବୁଲ୍‍, ଅମ୍ଫାନ, ୟାସ, ଗୁଲାବ,...