ସୋଆର ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ...

Ruckus Over Farmers’ Issues

0

Bhubaneswar: The Day 2 of winter session of Odisha Legislative Assembly on Friday witnessed a noisy scene as the Opposition and Governing BJD members created a ruckus in the House over farmers issues leading to adjournment of the House without transacting any business till 4 PM. Speaker BK Arukha first adjourned the proceedings till...

Auction For 5 Mines

0

Bhubaneswar: The State Government has initiated the process of auction of five virgin mineral blocks issuing notice inviting tender (NIT) for these blocks. The Director of Mines and Geology under Steel and Mines Department has issued the NIT for e-auction of three bauxite and two limestone blocks in accordance with the Mineral (Auction) Rules,...

WSC Passouts Honored

Bhubaneswar: Hemant Kumar Sharma, Principal Secretary Skill Development, Technical Education and Industries has pinned high hopes on the students passing out from World Skill Center (WSC) and said they will be able to place them in Global Institutions. Mr.Sharma was addressing the First Convocation Ceremony of the WSC here on 24 November.

BJP Worker Arrest Demanded

0

Bhubaneswar: A day after BJP leader and party’s candidate in Padmapur by-election accused the ruling BJD of engineering attack on him and his supporters during the electioneering, a group of BJD supporters Thursday approached the Chief Electoral Officer demanding the arrest of a BJP worker who they alleged made murderous attempt on a party worker in the...

ନୂଆ ଖଣି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

0

ଭୁବନେଶ୍ୱର : ରାଜ୍ୟ ସରକାର ପାଞ୍ଚଟି ନୂଆ ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧିନରେ ଥିବା ଖଣି ଏବଂ ଭୂତତ୍ୱ ନିର୍ଦ୍ଦେଶାଳୟ ଖଣି (ନିଲାମ) ଅଧିନିୟମ ୨୦୧୫ ବଳରେ ଯେଉଁ ୫ଟି ଖଣି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଗୁଡିକ ମଧ୍ୟରେ ତିନିଟି ବକ୍ସାଇଟ୍‍ ଓ ଦୁଇଟି ଚୂନପଥର ଖଣି ରହିଛି । ବକ୍ସାଇଟ୍‍ ଖଣି ମଧ୍ୟରେ କୋରାପୁଟ ଜିଲ୍ଲାର ବଳଦା ବକ୍ସାଇଟ୍‍ ଖଣି,...

ସିକ୍ୟୁରିଟି ନମ୍ବରପ୍ଲେଟ ଅର୍ଥର ସୂଚନା ନାହିଁ

0

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ କେତେ ପରିମାଣରେ ଅର୍ଥ ଆଦାୟ ହେଉଛି ତାହାର ସୂଚନା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିକଟରେ ନାହିଁ । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ ରାଜ୍ୟରେ ଏହି ପ୍ଲେଟକୁ ଯାନରେ ଲଗାଇବା...

ଦୁଇ ବର୍ଷରେ ୪ଟି ବାତ୍ୟା

0

ଭୁବନେଶ୍ୱର : ଗତ ଦୁଇ ବର୍ଷ ମଧ୍ୟରେ ଓଡିଶା ଉପକୂଳରେ ୪ଟି ବାତ୍ୟା ଆସିଛି । ଏଥି ମଧ୍ୟରୁ ୨୦୨୦ରେ ଗୋଟିଏ ବାତ୍ୟା ଆସିଥିବାବେଳେ ୨୦୨୧ ରେ ତିନିଟି ବାତ୍ୟା ଆସିଛି । ଓଡିଶା ଉପକୂଳରେ ଆସୁଥିବା ବାତ୍ୟା ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ଉପକୁଳରେ ୨୦୨୦ ରେ...

ଏସଇସିଙ୍କ ସହ ଅଷ୍ଟ୍ରେଲିଆ ଆଇନ ଛାତ୍ରଙ୍କ ଆଲୋଚନା

0

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପ୍ରକ୍ରିୟା ଓ ତତ୍‌ସଂପର୍କିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଅଷ୍ଟ୍ରେଲିଆର ଭିକେଫାରିଆ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଏକ ୮ ଜଣିଆ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ୍‌ କରିଛନ୍ତି । ଭାରତ ଭଳି ଏକ ବିରାଟ ଦେଶରେ ‘ରାଜ୍ୟ ଏବଂ ସଂଘୀୟ ନିର୍ବାଚନ ଆଇନ...

୧୬,୮୦୦ କୋଟିର ଅତିରିକ୍ତ ବଜେଟ୍‌

0

ଭୁବନେଶ୍ୱର: ସୂଚନା, ଲୋକସମ୍ପର୍କ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟ ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୧୬,୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ଆଜି ଗୃହରେ ଅନୁପସ୍ଥିତ ରହିଥିବା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ତରଫରୁ ଶ୍ରୀ ଅମାତ ବଜେଟ୍ ଉପସ୍ଥାପନ କରିଥିଲେ । ବୋଧହୁଏ ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ...